ପିମ୍ପୁଡି

ପିମ୍ପୁଡି ଏକ ସାମାଜିକ କୀଟ ଅଟେ, ଯେଉଁମାନେ ଫୋରମିସିଡାଏ ନାମକ ଜୀବବିଜ୍ଞାନ କୂଳରେ ବର୍ଗୀକୃତ ହୋଇଛନ୍ତି । ଏହି କୂଳରେ ୧୨,୦୦୦ରୁ ଅଧିକ ଜାତୀର ବର୍ଗୀକରଣ କରାଯାଇଛି ଏବଂ ଅନୁମାନ ରହିଛି ଯେ, ଏଥିରେ ପାଖାପାଖି ୧୦,୦୦୦ ଅଧିକ ପ୍ରଜାତି ରହିଛନ୍ତି । ଏମାନଙ୍କ ବିଶ୍ୱର ପର୍ଯ୍ୟାବରଣରେ ଭାରୀ ପ୍ରଭାବ ରହିଛି, ଯାହାର ପିପୀଳିକାଶାସ୍ତ୍ରୀ ଗଭୀର ଅଧ୍ୟୟନ କରିଥାନ୍ତି ।

ପିମ୍ପୁଡି

ବର୍ଗୀକରଣ ଓ କ୍ରମବିକାଶ

ପିମ୍ପୁଡି 
Ants fossilised in Baltic amber

ପିମ୍ପୁଡି ଫୋରମିସିଡାଏ କୂଳ ଏବଂ ହାଇମେନୋପ୍ଟେରା ଜୀବବିଜ୍ଞାନ ଗଣ ଅନ୍ତର୍ଗତରେ ଆସିଥାନ୍ତି । ଏଥିରେ ମହୁମାଛି ମଧ୍ୟ ସାମିଲ ରହିଛନ୍ତି । ଏଣ୍ଟିୟଲ ବାଶିପ ଭିତରେ ଏକ ବଂଶରୁ ପିମ୍ପୁଡିମାନଙ୍କ କ୍ରମବିକାଶ ହୋଇଥିଲା ଏବଂ ୨୦୧୩ ମସିହାରେ ଏକ ଅଧ୍ୟୟନରୁ ଜଣା ପଡିଲା ଯେ, ସେମାନେ ଏପୋଇଡିୟାର ଏକ ଭଉଣୀ ସମୂହ ଅଟନ୍ତି । ୧୯୬୬ ମସିହାରେ ବିଲସନ ଏବଂ ତାଙ୍କ ସହଯୋଗୀମାନେ ଚାକମୟ କଳ୍ପ (କ୍ରୀଟେଶିୟମ)ରେ ରହୁଥିବା ଏକ ପିମ୍ପୁଡି (ସ୍କେକେମାର୍ମା)ର ଜୀବାଷ୍ମ ଅବଶେଷର ଚିହ୍ନଟ କରିଥିଲେ । ଆଜିଠାରୁ ୯.୨ କୋଟି ବର୍ଷ ପୂର୍ବ ଏମ୍ବର (ଗହଣା ତିଆରିରେ ବ୍ୟବହୃତ ହଳଦିଆ ଅଠା ପଦାର୍ଥ)ରେ ଫସିରହିଥିବା ନମୂନାରେ କିଛି ଅପଚୟରେ ମିଳିଛି । କିନ୍ତୁ ଆଧୁନିକ ପିମ୍ପୁଡି ମାନଙ୍କ ମଧ୍ୟରେ ଏହିସବୁ ଜିନିଷ ମିଳିନାହିଁ । ସ୍ପେକୋମିମା ସମ୍ଭବତଃ ଏକ ବାଦାମୀ ଥିଲା, ହେମୀମିରମେକ୍ସ ଓ ହେଡୋମିରମୋଡ୍ସ, ପରିବର୍ଗରେ ସମ୍ବନ୍ଧିତ ପିଢି, ସକ୍ରିୟ ଗଛର ଶୀକାର ରୂପେ ପୁନଃନିର୍ମିତ ହୋଇଥିଲା ।

ଜୀନସ ସ୍ପାଇକୋମିରେଡ୍ସରେ ପୁରୁଣା ପିମୁଡିମାନଙ୍କୁ ମିଆଁମାରରୁ ୯.୯ କୋଟି ବର୍ଷୀୟ ବ୍ୟାପକ ଧ୍ୱଂସରେ ମିଳିଥିଲା ।ପଖାପାଖି ୧୦ କୋଟି ବର୍ଷ ପୂର୍ବେ ଫୁଲ ଯୁକ୍ତ ଗଛର ଶୃଷ୍ଟି ପରେ, ସେମାନେ ପାଖାପାଖି ୬କୋଟି ବର୍ଷ ପୂର୍ବ ପରିସ୍ଥିତିକ ପ୍ରଭୁତ୍ତ୍ୱକୁ ବିବିଧ ଓ ଗ୍ରହଣ କରିସାରିଥିଲେ । କିଛି ସମୂହ, ଯେପରି ଲପଟାନିଲିନେ ଏବଂ ମାର୍ଶୀଆନୀକୁ ପ୍ରାରମ୍ଭ ଆଦିମ ପିମ୍ପୁଡି ମାନଙ୍କଠାରୁ ଅଲଗା କରିବା ପାଇଁ ସୂଚନା ଦିଆଯାଇଥାଏ, ଯିଏ ମାଟିର ଅତି ଗଭିର ତଳେ ଶିକାରୀର ସମ୍ଭାବନା ଥିଲା । (Chasmay) ଅବଧି ଅନୁସାରେ, ଆଦୀମ ପିମ୍ପୁଡିମାନଙ୍କର କିଛି ପ୍ରଜାତୀ ଲୌରାସୀୟନ ଅତିମହାଦ୍ୱୀପ (ଉତ୍ତର ଗୋଲାର୍ଦ୍ଧ)ରେ ବ୍ୟାପକ ଋପେ ରହିଥିଲେ । ସେମାନେ ଅନ୍ୟ କୀଟ ମାନଙ୍କ ଜନସଂଖ୍ୟା ତୁଳନାରେ ଦୁର୍ଲଭ ଥିଲେ ଏବଂ ସମ୍ପୂର୍ଣ୍ଣ କୀଟ ଜନସଂଖ୍ୟାର କେବଳ ୧%ର ପ୍ରତିନିଧିତ୍ତ୍ୱ କରିଥିଲେ । ପେଲୋଜେନ କାଳର ଆରମ୍ଭରେ ଅନୁକୂଳ ବିକରଣ ପରେ ପିମ୍ପୁଡି ମାନଙ୍କ ପ୍ରଭାବ ବଢିଯାଇଥିଲା । ଓଲିଗୋସୀନ ଓ ମାଓସିନଦ୍ୱାରା ପିମ୍ପୁଡି ମାନଙ୍କର ପ୍ରମୁଖ ଜୀବାଷ୍ମ ଭଣ୍ଡାରରୁ ମିଳିଛି । ସମସ୍ତ କୀଟର ୨୦-୪୦% ପ୍ରତିନିଧିତ୍ତ୍ୱ କରିବା ପାଇଁ ଆସିଯାଇଥିଲା । ପ୍ରଜାତୀ ମାନଙ୍କ ମଧ୍ୟରୁ ଯେଉଁମାନେ ଇଓସୀନ ଯୁଗରେ ରହୁଥିଲେ, ବର୍ତ୍ତମାନ ସମୟରେ ୧୦ ପ୍ରଜାତୀ ମାନଙ୍କ ମଧ୍ୟରୁ ଜଣେ ଜୀବିତ ରହନ୍ତି । ଆଜି ଜିବନ୍ତରେ ବାଲ୍ଟିକ ଏମ୍ବର ଜୀବାଷ୍ମ (ପ୍ରାରମ୍ଭିକ ଓଲିଗୋସୀନ)ରେ ୫୬% ପିଢୀ ଓ ଡେମିନିକନ ଏମ୍ବର ଜୀବାଷ୍ମରେ ୯୨% ପ୍ରଜାତୀ ସାମିଲ ରହିଛନ୍ତି । ଦୀମକ, ସେମାନଙ୍କୁ କେବେକେବେ "ଧଳା ପିମ୍ପୁଡି" ବୋଲି କୁହାଯାଏ, ଜୀବବିଜ୍ଞାନ ଦୃଷ୍ଟିରେ ପିମ୍ପୁଡି ନୁହେଁ ।

ଆକ୍ୟୁଲେଟା

Chrysidoidea


 
 

Vespidae



Rhopalosomatidae



 
 

Pompilidae



Tiphiidae



 

Scolioidea


 

Apoidea



Formicidae







Phylogenetic position of the Formicidae.

ବ୍ୟବହାର

ଏହା ଅଦ୍ଭୁତ ଅଟେଯେ, ପିମ୍ପୁଡି ମାନଙ୍କର ବ୍ୟାବହାର କରାଯାଏ କିନ୍ତୁ ବହୁ କମ ପିମ୍ପୁଡିର ବ୍ୟବହାର କରାଯାଏ । କିଛି ଲୋକ ପିମ୍ପୁଡିର ବ୍ୟବହାର ଖାଦ୍ୟ, ଚିକିତ୍ସା ଓ ଅନୁଷ୍ଠାନ ଋପେ କରିଥାନ୍ତି । ଏହାର କିଛି ପ୍ରଜାତୀର ବ୍ୟବହାର କୀଟ ନିୟନ୍ତ୍ରଣ ପାଇଁ କରାଯାଏ ;(ସେମାନେ ମନୁଷ୍ୟ ମାନଙ୍କ ପାଇଁ ଭୋଜନକୁ ନଷ୍ଟ କରୁଥିବା କୀଟକୁ ଖାଇଥାନ୍ତି) । ସେମାନେ ଫସଲକୁ କ୍ଷତି ପହଞ୍ଚେଇ ପାରନ୍ତି ଓ ବାସ ଭବନରେ ପର୍ବେଶ କରିପାରନ୍ତି, ହୁଏତ ଲାଲ ଅଗ୍ନିଶିଖା ଯୁକ୍ତ ପିମ୍ପୁଡି ପରି କିଛି ପ୍ରଜାତୀ ସେହି ଯାଗାରେ ରହନ୍ତି, ଯେଉଁଠାରେ ସେମାନେ ପୂର୍ଣ୍ଣ ଦୁର୍ଘଟଣା କାରଣରୁ ଆସିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରଥଯାତ୍ରା୧୨୮୫ବ୍ୟାଙ୍କବିଜୁ ଜନତା ଦଳବଡ଼ ଏରାଅଷ୍ଟ୍ରେଲିଆ (ମହାଦେଶ)୧୧ ମାର୍ଚ୍ଚଜଳ ପ୍ରଦୂଷଣବୈଶାଖ୧୪୯୯ମୋଗଲ ସାମ୍ରାଜ୍ୟଉଇକିକମନ୍ସଶିମିଳିପାଳ ଜାତୀୟ ଉଦ୍ୟାନ୧୬ଶ ଲୋକ ସଭାମହାପାତ୍ର ନୀଳମଣି ସାହୁବ୍ରାଉଜର୧୬ଶ ଓଡ଼ିଶା ବିଧାନ ସଭାନିମୋନିଆଜୋଆନ ଅଫ ଆର୍କମାଟିବିରାଡ଼ି ସାପନବରାତ୍ରୀଗୁରୁବାରଉଇକିମିଡ଼ିଆ ଫାଉଣ୍ଡେସନବେଦକପିଳାସ ଶିବ ମନ୍ଦିରଶ୍ୱେତସାରଗୋଦାବରୀଶ ମିଶ୍ରଇସ୍ରାଏଲଚାଉଳଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାସ୍ଥ୍ୟସମ୍ବିତ ରାଉତରାୟବିଶ୍ୱନାଥ କରଯୌନ ସମ୍ଭୋଗପୁରାଣବିବାହ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନମିଳିମିଳାମେଷ (ରାଶି)୧୫୭୬ମାଂସର ବିଳାପସ୍ୱଚ୍ଛ ଭାରତ ଅଭିଯାନଓଡ଼ିଶା ପ୍ରିମିଅର ଲିଗକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନାରାୟଣ ସାହୁଚିନ୍ତାମଣି ବେହେରାରବୀନ୍ଦ୍ରନାଥ ଠାକୁର୧୪୯୬ବଳରାମ ମିଶ୍ରତୁଳସୀ ଦାସନବୀନ ପଟ୍ଟନାୟକ୩୧ ମାର୍ଚ୍ଚଦାମୋଦର ରାଉତଅଣ୍ଡକୋଷ ଯନ୍ତ୍ରଣାଲବଣ ସତ୍ୟାଗ୍ରହତୁଳସୀ ଚଉରାକୁଞ୍ଜବିହାରୀ ଦାଶଗଣିତ୧୯୮୧ପୂର୍ଣ୍ଣଚନ୍ଦ୍ର ସ୍ୱାଇଁପ୍ରଧାନମନ୍ତ୍ରୀ ଜନଧନ ଯୋଜନାସିଷ୍ଟର ଶ୍ରୀଦେବୀମହାଦେଶଭାରତ ସରକାରଚନ୍ଦ୍ରଶେଖର ରଥଭୁବନେଶ୍ୱରମେଲାଟୋନିନ🡆 More