ତନ୍ଦ୍ରାଲୋକର ପ୍ରହରୀ

ତନ୍ଦ୍ରାଲୋକର ପ୍ରହରୀ ମନୋଜ ଦାସଙ୍କଦ୍ୱାରା ରଚିତ ଏକ ଉପନ୍ୟାସ । ଏହା ସଚିତ୍ର ବିଜୟାରେ ପ୍ରଥମେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା ।

ତନ୍ଦ୍ରାଲୋକର ପ୍ରହରୀ  
ଲେଖକମନୋଜ ଦାସ
ମଲାଟ ଚିତ୍ରକରବିଜୟ ପ୍ରଧାନ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଫ୍ରେଣ୍ଡସ ପବ୍ଲିଶର୍ସ, ବିନୋଦବିହାରୀ, କଟକ
ପ୍ରକାଶ ତାରିଖ୨୦୦୦ (ପ୍ରଥମ ସଂସ୍କରଣ),
୨୦୧୨ (ପଞ୍ଚମ ସଂସ୍କରଣ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୮୬
ISBN୮୧-୭୪୦୧-୩୩୩-୪

ପୁସ୍ତକ ସମୀକ୍ଷା

ଜୀବନ ଓ ମୃତ୍ୟୁର ସୀମାନ୍ତରେ ଥାଏ ଏକ ରହସ୍ୟଘନ ତନ୍ଦ୍ରାଲୋକ । ସେ ଜଗତର ଆଶରୀରୀ ସତ୍ତାମାନଙ୍କ ସ‌ହ ଜୀବିତ ଜଗତର ଆଦାନପ୍ରଦାନ ସମ୍ଭବପର ହୁଏ ଯେଉଁ ଗୁଣୀ ଓ ଓଝା ସଂପ୍ରଦାୟଦ୍ୱାରା ସେଇଭଳି ଏକ ପରିବାରର ତିନିପୁରୁଷର ପ୍ରାମାଣ୍ୟ କାହାଣୀ ଅଭିନବ ଓ ଅଦ୍ଭୁତପୂର୍ବ ।

ଉପନ୍ୟାସଟିର ସ୍ଥାନ-କାଳଗତ ପଟ୍ଟଭୂମି ଏହିପରି :

ସ୍ଥାନ- ଉତ୍ତର ବାଲେଶ୍ୱର ଏବଂ ମେଦିନୀପୁର ଜିଲ୍ଲା । ଏହି ଉଭୟ ଇଲକାର କେତେଗୁଡିଏ ଗ୍ରାମକୁ ନେଇ ଏକ ଏକ ଜମିଦାରି ଗଠିତ ହୋଇଥାଏ ।

କାଳ- ଉନ୍ନବିଂଶ ଶତାବ୍ଦୀରେ ଦ୍ୱିତୀୟାର୍ଦ୍ଧରୁ ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ।

ବର୍ଣ୍ଣିତ ଘଟଣାବଳି ପାଶ୍ଚାତରେ ରହିଛି ଲେଖକଙ୍କ ନିଜସ୍ୱ ପ୍ରତ୍ୟୟ ଏବଂ ଯତ୍‌କିଞ୍ଚିତ ଅଭିଜ୍ଞତା-ଅନୁଭୂତି । ସଙ୍ଗେ ସଙ୍ଗେ କେତେକ ନୃତତ୍ତ୍ୱିକ ଗବେଷଣାର ସମର୍ଥନ ମଧ୍ୟ ସେ ପାଇଛନ୍ତି ଯଥା:- ଡଃ ପ୍ରବୋଧ ଭୌମିକଙ୍କର Occultism in Fringe Bengal.

ସଂକ୍ଷିପ୍ତ କାହାଣୀ

ଆଧାର

Tags:

ମନୋଜ ଦାସସଚିତ୍ର ବିଜୟା

🔥 Trending searches on Wiki ଓଡ଼ିଆ:

ସୂର୍ଯ୍ୟବଂଶୀ ସୂରଜବିଜୟ ମିଶ୍ରଅପରେଟିଙ୍ଗ ସିଷ୍ଟମହମିଦା ବାନୁ ବେଗମଚାନ୍ଦ୍ରମାସହୃଷୀକେଶ ମଲ୍ଲିକଭଦ୍ରକଗୋଦାବରୀଶ ମହାପାତ୍ରଫାଇଲେରିଆଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ପଟ୍ଟନାୟକଗାଲୁଆଜଗନ୍ନାଥଙ୍କ ଧୂପମେହମୁଦ ହୁସେନଲଣ୍ଡନଓଡ଼ିଶା ବିଧାନ ସଭାନଟବର ସାମନ୍ତରାୟଓ ଅନ୍ଧଗଳିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପୁନମ ମିଶ୍ରଅର୍ଚ୍ଚିତା ସାହୁଗୁରୁ ପ୍ରସାଦ ମହାନ୍ତିଶ୍ୱେତସାରଲିମାଜାହାଙ୍ଗୀରରାସାୟନିକ ମୌଳିକନାରୀବାଦବ୍ୟାଙ୍କସତ୍ୟନାରାୟଣ ରାଜଗୁରୁମହିଳା ଯୌନାଙ୍ଗ ଛେଦନଜନ ଗଣ ମନଗୋବିନ୍ଦ ତ୍ରିପାଠୀପ୍ରଥମ ବିଶ୍ୱଯୁଦ୍ଧଜଗନ୍ନାଥ ଦାସସତୀ ଅନୁସୂୟାବେଣୁଧର ରାଉତରାଜ୍ୟ ସଭାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟବସନ୍ତ କୁମାର ଶତପଥୀସୂଚନା ପ୍ରଯୁକ୍ତିବିଦ୍ୟାଜଗନ୍ନାଥ ପ୍ରସାଦ ଦାସସିନ୍ଧୁ ନଦୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନମୋହ‌ନ ଲାଲମାର୍ଚ୍ଚ ୨୧ଆଶୁତୋଷ ପରିଡ଼ାଶାସ୍ତି (ଓଡ଼ିଆ କଥାଚିତ୍ର)ଜୟୀ ରାଜଗୁରୁଟ୍ରାଲୋକିନୁମାବକଳାପାହାଡ଼ଦଶାବତାରବ୍ୟଞ୍ଜନ ବର୍ଣ୍ଣହନୁମାନ ବାଟିକାବିନୋଦ ଚନ୍ଦ୍ର ନାୟକଗୋଲୋକ ବିହାରୀ ଧଳବିଭୂତି ପଟ୍ଟନାୟକଓଡ଼ିଆ ଲିପିବାଇଶି ପାହାଚକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାସନ କାର୍ଡ଼ (ଭାରତ)ଟାହିଆଲାଗି ବେଶଓପନ-ସୋର୍ସ ସଫ୍ଟୱେରଗର୍ଭାଶୟ କର୍କଟଗ୍ରହଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମାଲେସିଆଗୋପବନ୍ଧୁ ଚୌଧୁରୀବ୍ରଜନାଥ ରଥପ୍ରତାପରୁଦ୍ର ଦେବ🡆 More