ବିଧାନ ସଭା ନିର୍ବାଚନ ମଣ୍ଡଳୀ କୋଟପାଡ଼

କୋଟପାଡ଼ (କ୍ରମିକ ସଂଖ୍ୟା: ୧୪୨) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଟପାଡ଼ (ବି), କୋଟପାଡ଼ ବ୍ଳକ, କୁନ୍ଦ୍ରା ବ୍ଳକ, ବୋରିଗୁମ୍ମା ବ୍ଳକର କିଛି ଅଂଶ ଓ ବୈପାରୀଗୁଡ଼ା ବ୍ଳକର କିଛି ଅଂଶ ।

କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୦,୫୬୭
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ପାଙ୍ଗୀଙ୍କଠାରୁ ୩୧୩୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବାସୁଦେବ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ଗୋପୀନାଥ ନାୟକଙ୍କଠାରୁ ୧୧,୨୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, କୋଟପାଡ଼
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ବାସୁଦେବ ମାଝି ୪୫,୬୦୩ ୩୭.୪୦ -
ବିଜଦ ଗୋପୀନାଥ ନାୟକ ୩୪,୩୬୯ ୨୮.୧୯ -
ଭାଜପା ପଦ୍ମନାଭ ମାଝି ୨୦,୪୪୨ ୧୬.୭୭ -
ସ୍ୱାଧୀନ ସଦନ ନାୟକ ୯,୭୭୫ ୮.୦୨ N/A
କଳିଙ୍ଗ ସେନା କମଳୁ ଭତ୍ରା ୩,୨୭୬ ୨.୬୯ N/A
ବସପା ବଳରାମ ନାୟକ ୩,୨୩୩ ୨.୬୫ -
ସମୃଦ୍ଧ ଓଡ଼ିଶା ବିଦ୍ୟାବତୀ ଚଲାଣ ୨,୮୯୧ ୨.୩୭ N/A
ରିସୋପା ତ୍ରିଲୋଚନ ଦିସାରୀ ୨୩୩୮ ୧.୯୨ N/A
ଭୋଟ ବ୍ୟବଧାନ ୧୧,୨୩୪ ୯.୨୧* -
ମତଦାନ ହାର ୧,୨୧,୯୩୦ ୭୩.୩୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକୋରାପୁଟ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଜ୍ୟୋତି ପ୍ରକାଶ ପାଣିଗ୍ରାହୀସୁରେଶ ପୂଜାରୀଜଗନ୍ନାଥଙ୍କ ବେଶଜ୍ୟୋତିର୍ଲିଙ୍ଗଉପନିଷଦନମିତା ଅଗ୍ରୱାଲମନୋଜ ଦାସଇରଫାନ ପଠାଣତୁମ ପରି ଛୋଟ ପିଲାଟିଏଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଶାନ୍ତନୁ କୁମାର ଆଚାର୍ଯ୍ୟଓଲେନା ଜେଲେନସ୍କାଶଙ୍ଖଜଗନ୍ନାଥମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହଆଶୁତୋଷ ପରିଡ଼ାଅରଣ୍ୟ ରୋଦନଭ୍ୟାକୁମ୍ କ୍ଲିନର୍ଅର୍ଥଶାସ୍ତ୍ରଦଶାବତାରଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୋପାଳ ଛୋଟରାୟଗାଲୁଆଗୋଲୋକ ବିହାରୀ ଧଳକୋଷସୀତା ବିବାହଓଡ଼ିଆ ଲିପିଅନୁଭବ ମହାନ୍ତିଲକ୍ଷ୍ମୀଇନ୍ଦୁରାଣୀ ମହାପାତ୍ରତ୍ରିଭୁଜ୩ (ସଂଖ୍ୟା)ଯାଜପୁର ଜିଲ୍ଲାରାଷ୍ଟ୍ରୀୟ ସୁରକ୍ଷା ଦିବସନୃସିଂହରାଜକିଶୋର ରାୟଚଇତି ଘୋଡ଼ା ନାଚମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନନ୍ଦ କିଶୋର ବଳଜ୍ଞାନକୋଷମଧୁସୂଦନ ଦାସଲୋକ ସଭାଓଡ଼ିଶାର ଭୂଗୋଳ୩୧ ଜୁଲାଇବି. ଆର. ଆମ୍ବେଦକରଜ୍ଞାନମଣ୍ଡଳଚୋଡ଼ଗଙ୍ଗ ଦେବବାରବାଟି ଦୁର୍ଗପକ୍ଷଓଡ଼ିଶାର ପଞ୍ଚାୟତ ସମିତି ତାଲିକାବିଷହନୁମାନ ଜୟନ୍ତୀ୧ମ ଲୋକ ସଭାସ୍ୱାମୀ ବିବେକାନନ୍ଦପ୍ରଦୂଷଣଚିନ୍ତାମଣି ବେହେରାହସ୍ତା (ନକ୍ଷତ୍ର)ମୟୂରଭଞ୍ଜ ରାଜ୍ୟକୋଣାର୍କ ସୂର୍ଯ୍ୟ ମନ୍ଦିରଅକ୍ଷାଂଶନରେନ୍ଦ୍ର ମୋଦୀରମାକାନ୍ତ ରଥପ୍ରତିଭା ରାୟଚନ୍ଦନଲାଗି ବେଶ୩୧ ଡିସେମ୍ବର🡆 More