ମହାଦେବ ବକ୍ରିଆ: ଓଡ଼ିଆ ରାଜନେତା

ମହାଦେବ ବକ୍ରିଆ (ଜନ୍ମ: ୫ ଫେବୃଆରୀ ୧୯୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମହାଦେବ ବକ୍ରିଆ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପର ଅଧିକାରୀସୂର୍ଯ୍ୟ ନାରାୟଣ ମାଝି
ନିର୍ବାଚନ ମଣ୍ଡଳୀକୋଟପାଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-02-05)୫ ଫେବୃଆରୀ ୧୯୧୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମାଳତୀ ଦେବୀ
ବାପା/ବୋଉଦଳିଫ ବକ୍ରିଆ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ମହାଦେବ ବକ୍ରିଆ ୧୯୧୦ ମସିହାର ଫେବୃଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଳିଫ ବକ୍ରିଆ ଓ ପତ୍ନୀଙ୍କ ନାମ ମାଳତୀ ଦେବୀ ।

ରାଜନୈତିକ ଜୀବନ

ମହାଦେବ ବକ୍ରିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକୋଟପାଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଥାଇଲାଣ୍ଡଫକୀର ମୋହନ ସେନାପତିଭର୍ତ୍ତୃହରି ମହତାବକାଳିନ୍ଦୀ ଚରଣ ପାଣିଗ୍ରାହୀବିଷ୍ଣୁ ଚରଣ ସେଠୀବିଭିନ୍ନ ପ୍ରକାର ଶାଗର ତାଲିକାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୧୪୦୭ଭୀମ ଭୋଇଜଗନ୍ନାଥଙ୍କ ବେଶଦକ୍ଷିଣ କୋରିଆକୋଳିକୋଡ଼ରାମାୟଣ୯୯୦ସେସିଲିଆ ପେଇନ-ଗାପୋସ୍ଚକିନସମୟ (କାଳ)ହନୁମାନ ଚାଳିଶାସ୍ୱିଡେନଜେରୋଷ୍ଟୋମିଆବୁଏନ୍ସ ଏଆରସଆର୍ମେନିଆଜ୍ୟାମିତିନାଉରୁଅଷ୍ଟ୍ରିଆବିଜୁ ପଟ୍ଟନାୟକଗଞ୍ଜାମ ଜିଲ୍ଲାଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧ୍ୟ ପ୍ରଦେଶୟୁ ଟ୍ୟୁବଜର୍ଜିଆଉମେଶଚନ୍ଦ୍ର ସରକାରବ୍ୟାଙ୍କମାଙ୍ଗାଲୋରେକୃଷ୍ଣପଖାଳଯବକ୍ଷାରଜାନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମାଛଯୋଗଇତିହାସଅପର୍ଣ୍ଣା ବାସ୍ତାରେଉଇକିପାଠାଗାରକୁଏତଶେୟାର ବଜାରଉତ୍କଳ ବ୍ରାହ୍ମଣପରିସଂଖ୍ୟାନପୁଷ୍ପେନ୍ଦ୍ର ସିଂହ ଦେଓଧ୍ରୁବୀୟ ଜ୍ୟୋତିୟୁକ୍ରେନପାଦର ଗଣ୍ଠିଓଡ଼ିଶା ସରକାରଚଣାଜଳ ପ୍ରଦୂଷଣମାଳତୀ ଚୌଧୁରୀଆପଲ ଇନକର୍ପୋରେଟେଡ୧୬୧୬ଅଶୋକ (ସମ୍ରାଟ)ଶ୍ରୀନିବାସ ଉଦ୍‌ଗାତାତରୁଣକାନ୍ତି ମିଶ୍ରଫାରୋ ଦ୍ୱୀପପୁଞ୍ଜଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଲୌହ ଅତିଭାରପ୍ରଫୁଲ୍ଲ ସାମଲ🡆 More