ଚନ୍ଦ୍ରଶେଖର ମାଝି: ଓଡ଼ିଆ ରାଜନୀତିଜ୍ଞ

ଚନ୍ଦ୍ରଶେଖର ମାଝି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚନ୍ଦ୍ରଶେଖର ମାଝି
ଚନ୍ଦ୍ରଶେଖର ମାଝି: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀବାସୁଦେବ ମାଝି
ପର ଅଧିକାରୀପଦ୍ମିନୀ ଦିଆନ
ନିର୍ବାଚନ ମଣ୍ଡଳୀକୋଟପାଡ଼
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ଚନ୍ଦ୍ରଶେଖର ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୨୧ ମସିହାର ସେପ୍ଟେମ୍ବର ମାସରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକୋଟପାଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ସାତକଡ଼ି ହୋତାଧଉଳିବଡ଼ଓଷାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ୧୯୭୫ଓଡ଼ିଆ ଖାଦ୍ୟମାଳତୀ ଚୌଧୁରୀହନୁମାନ ଚାଳିଶାଓଡ଼ିଆ ଉଇକିପିଡ଼ିଆମନସ୍କଅଶ୍ୱିନୀ କୁମାର ଘୋଷନମିତା ଅଗ୍ରୱାଲମଧୁସୂଦନ ରାଓଯୁକ୍ତରାଷ୍ଟ୍ର ଆମେରିକାରବର୍ଟ ମୂଗପୌଷ ପୂର୍ଣ୍ଣିମାଗୋପାଳ ଛୋଟରାୟସୁନାମିରାମ ନବମୀଦ୍ଵାରକାଧୀଶ ମନ୍ଦିରଜାପାନୀ ୟେନ୍ଫୁଲ୍ଲୋରି ଓଷାଯୌନ ସମ୍ଭୋଗସାନ୍ତାଳ ଜନଜାତିମୟୂରଭଞ୍ଜ ଜିଲ୍ଲାରାମଚନ୍ଦ୍ର ବେହେରାମାଳଦ୍ଵୀପରାଧାକଟକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବୈକୁଣ୍ଠନାଥ ପଟ୍ଟନାୟକ୧୯୮୮୧୯୫୧ଭୀମା ଭୂଇଁଆଓଡ଼ିଆସି (ପ୍ରୋଗ୍ରାମିଂ ଭାଷା)ରୋମJagannathସଂସ୍କୃତଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଅଷ୍ଟ୍ରେଲିଆମଧୁସୂଦନ ଦାସ୮୮୭ଅନ୍ଧତ୍ୱପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟକାର୍ତ୍ତିକ ଚନ୍ଦ୍ର ରଥଆମାଜନ ନ‌ଦୀଜଗନ୍ନାଥ ଦାସଜଗନ୍ନାଥଶାନ୍ତନୁ କୁମାର ଆଚାର୍ଯ୍ୟକରମା ନୃତ୍ୟ୮୯୪ବ୍ୟଞ୍ଜନ ବର୍ଣ୍ଣପଠାଣି ପଟ୍ଟନାୟକଶକ୍ତିଗୌରୀଶଙ୍କର ରାୟକୋଡିନଶ୍ରାଦ୍ଧଭାଗବତ ଟୁଙ୍ଗିଶ୍ରୀ ଅରବିନ୍ଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଇନ୍‌ଫ୍ଲୁଏଞ୍ଜାବ୍ରହ୍ମା ମନ୍ଦିର, ବିନ୍ଦୁସାଗରକାତ୍ୟାୟିନୀଓଡ଼ିଶା ଉଚ୍ଚ ନ୍ୟାୟାଳୟ🡆 More