ଧନସାୟୀ ରଣଧୀର: ଓଡ଼ିଆ ରାଜନେତା

ଧନସାୟୀ ରଣଧୀର (୨ ଜୁଲାଇ ୧୯୪୫ - ୭ ଜୁନ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଧନସାୟୀ ରଣଧୀର
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀସୂର୍ଯ୍ୟ ନାରାୟଣ ମାଝି
ପର ଅଧିକାରୀବାସୁଦେବ ମାଝି
ନିର୍ବାଚନ ମଣ୍ଡଳୀକୋଟପାଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1945-07-02)୨ ଜୁଲାଇ ୧୯୪୫
ମୃତ୍ୟୁ୭ ଜୁନ ୨୦୧୦(2010-06-07) (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପାର୍ବତୀ ରଣଧୀର
ସନ୍ତାନ
ବାପା/ବୋଉକୋମୁଳୁ ରଣଧୀର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଧନସାୟୀ ରଣଧୀର ୧୯୪୫ ମସିହାର ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୋମୁଳୁ ରଣଧୀର ଓ ପତ୍ନୀଙ୍କ ନାମ ପାର୍ବତୀ ରଣଧୀର ।

ରାଜନୈତିକ ଜୀବନ

ଧନସାୟୀ ରଣଧୀର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଧନସାୟୀ ରଣଧୀର ୨୦୧୦ ମସିହାର ଜୁନ ୭ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଧନସାୟୀ ରଣଧୀର ଜନ୍ମ, ପରିବାର ଓ ଶିକ୍ଷାଧନସାୟୀ ରଣଧୀର ରାଜନୈତିକ ଜୀବନଧନସାୟୀ ରଣଧୀର ମୃତ୍ୟୁଧନସାୟୀ ରଣଧୀର ଆଧାରଧନସାୟୀ ରଣଧୀରଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକୋଟପାଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଭାରତନବୀନ ପଟ୍ଟନାୟକଆରିଷ୍ଟୋଟଲଓଡ଼ିଆ ରାନ୍ଧଣାwiki.phtml୧୯୬୧ଟ୍ରାପିଜିଅମଅଂଶୁଘାତହୃତ୍‌ପିଣ୍ଡମଙ୍ଗଳା ମନ୍ଦିରସାମାଜିକ ଆନ୍ଦୋଳନଲଘିଷ୍ଠ ସାଧାରଣ ଗୁଣିତକଭଣ୍ଡ ଗଣେଶକବାଟସରୋଜିନୀ ସାହୁଢଗ ଢମାଳିନଅଙ୍କ ଦୁର୍ଭିକ୍ଷଶ୍ରବଣା (ନକ୍ଷତ୍ର)ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରବୀର ସୁରେନ୍ଦ୍ର ସାଏ୨୭ ଜୁନପ୍ରତିଭା ଶତପଥୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତୁଳସୀ ଗଛଦ୍ୱିତୀୟ ବିଶ୍ୱଯୁଦ୍ଧହରିପ୍ରସାଦ ଚୌରାଶିଆସିନ୍ଧୁ ନଦୀପ୍ରାଣକୃଷ୍ଣ ପରିଜାବୀଣାପାଣି ମହାନ୍ତିସାରଳା ମନ୍ଦିରଅଚ୍ୟୁତାନନ୍ଦ ଦାସଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ପାର୍ବତୀବିନୋଦ ଚନ୍ଦ୍ର ନାୟକ୦ (ସଂଖ୍ୟା)ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବିଷମ କଟକଅକ୍ଷାଂଶଜ୍ୟୋତିର୍ଲିଙ୍ଗଗୋପାଳ ଛୋଟରାୟଜୟୀରାମ ସାମଲମଦର ଟେରେସାବାଘଦାଶରଥି ଦାସଗୁଗଲଜୟଦେବ୧୭ ଫେବୃଆରୀଜୟୀ ରାଜଗୁରୁଇଂଲଣ୍ଡପ୍ରେମଜଗନ୍ନାଥଙ୍କ ଧୂପଓଡ଼ିଆ ସାହିତ୍ୟପୋଟଳ ରସାଭୁବନେଶ୍ୱରତମନ୍ନା ବ୍ୟାସଅମାବାସ୍ୟାର ଚନ୍ଦ୍ରରାଜକିଶୋର ପଟ୍ଟନାୟକରାମଶଙ୍କର ରାୟଇନ୍ଦିରା ଗାନ୍ଧୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓ ଅନ୍ଧଗଳିସମ୍ବଲପୁରଇରା ମହାନ୍ତିମନୋରଞ୍ଜନ ଦାସବିଜୟ ଶଙ୍କର ଦାସପଖାଳନନ୍ଦିଘୋଷହନୁମାନ ବାଟିକା୧୯୮୪ବିନ୍ଦୁନବଗୁଞ୍ଜର🡆 More