୧ମ ଲୋକ ସଭା: ଭାରତ ସଂସଦର ପ୍ରଥମ ନିମ୍ନ ଗୃହ |

ପ୍ରଥମ ଲୋକ ସଭା ୧୭ ଅପ୍ରେଲ ୧୯୫୨ରେ ଗଠିତ ହୋଇଥିଲା । ଏହି ଲୋକ ସଭା ଭାରତର ୧୯୫୧ର ସାଧାରଣ ନିର୍ବାଚନ ପରେ ଗଢ଼ା ଯାଇଥିଲା ଏବଂ ୫ବର୍ଷ ଧରି ରହିବାପରେ ୪ ଅପ୍ରେଲ ୧୯୫୭ରେ ଏହାର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ।

ଲୋକ ସଭାର କାର୍ଯ୍ୟକର୍ତ୍ତା

ଭାରତୀୟ ସମ୍ବିଧାନର ୯୩ତମ ପ୍ରସଙ୍ଗ ଅନୁସାରେ ଲୋକ ସଭାରେ ନିର୍ବାଚିତ ଏବଂ ମନୋନୀତ କାର୍ଯ୍ୟକର୍ତ୍ତା ରହିବା ଅନିର୍ବାଯ୍ୟ । ନିର୍ବାଚିତ ସଭ୍ୟମାନେ ହେଲେ ବାଚସ୍ପତି, ଉପ-ବାଚସ୍ପତି ଏବଂ ମନୋନୀତ କାର୍ଯ୍ୟକର୍ତ୍ତାମାନେ ହେଲେ ସଚିବଗଣ । ନିମ୍ନରେ ୧ମ ଲୋକ ସଭାର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଭ୍ୟଙ୍କର ତାଲିକା ଦର୍ଶାଯାଇଛି ।

କ୍ରମିକ ସଂଖ୍ୟା Position Name From To Days in office
ବାଚସ୍ପତି ଗଣେଶ ବାସୁଦେବ ମାବଲଙ୍କର

ଏମ୍. ଏ. ଅୟାଙ୍ଗର

୮ ମଇ ୧୯୫୨

୮ ମାର୍ଚ୍ଚ ୧୯୫୬

୨୭ ଫେବୃଆରୀ ୧୯୫୬

୧୦ ମଇ ୧୯୫୭

୧,୩୯୦

୪୨୮

ଉପ-ବାଚସ୍ପତି ଏମ୍. ଏ. ଅୟାଙ୍ଗର

ସରଦାର ହୁକୁମ ସିଂହ

୩୦ ମଇ ୧୯୫୨

୨୦ ମାର୍ଚ୍ଚ ୧୯୫୬

୭ ମଇ ୧୯୫୬

୪ ଅପ୍ରେଲ ୧୯୫୭

୧,୩୭୭

୩୮୦

ମହା ସଚିତ ଏମ୍. ଏନ୍. କୌଲ ୧୭ ଅପ୍ରେଲ ୧୯୫୨ ୪ ଅପ୍ରେଲ ୧୯୫୭ ୧,୮୧୩
ଲୋକ ସଭାର ମୁଖ୍ୟ ଜବାହାରଲାଲ ନେହେରୁ ୧୭ ଅପ୍ରେଲ ୧୯୫୨ ୪ ଅପ୍ରେଲ ୧୯୫୭ ୧,୮୧୩
ବିରୋଧୀ ଦଳର ନେତା (ଘୋଷଣା ହୋଇନଥିଲା) ଏ କେ ଗୋପାଳନ୍ ୧୭ ଅପ୍ରେଲ ୧୯୫୨ ୪ ଅପ୍ରେଲ ୧୯୫୭ ୧,୮୧୩

ବିରୋଧୀ ଦଳ ନେତା ପଦବୀ ୧୯୭୭ ମସିହାରେ ପାରିତ ହେଲା ଏବଂ ଏହି ପଦରେ ଥିବା ସଦସ୍ୟଙ୍କୁ ଦରମା ମଧ୍ୟ ପ୍ରଦାନ କରାଗଲା ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ତୃପ୍ତି ଦାସନିଓୱାଇଜ ଧୂମକେତୁପରଶମଣି (ଉପନ୍ୟାସ)ଓଡ଼ିଶାର ଲୋକନୃତ୍ୟଠିଆକିଆ ବେଶପାନରଥଯାତ୍ରା (ବହୁବିକଳ୍ପ)ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହରମାକାନ୍ତ ରଥସକ୍ରେଟିସପଲଉଜଗଦୀଶ ମହାନ୍ତିପୂଜାଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)ଓଡ଼ିଆ କାବ୍ୟ କବିତାଭାସ୍କୋ ଡା ଗାମାକୃଷ୍ଣଓଡ଼ିଆ ଲିପିଓଡ଼ିଶାର ପର୍ବପର୍ବାଣିସ୍ୱାମୀ ବିବେକାନନ୍ଦହେମନ୍ତ ଦାସନୀଳକଣ୍ଠ ଦାସଚରକରଘୁନାଥ ମୁର୍ମୁହୋ ଜନ‌ଜାତିସାରଳା ମହାଭାରତମିଳିମିଳାଅକ୍ଷୟ ତୃତୀୟାଗୋବିନ୍ଦ ତ୍ରିପାଠୀରାଜେନ୍ଦ୍ର କିଶୋର ପଣ୍ଡାକୁସୁମପବନେଶ୍ୱର ମନ୍ଦିରଜ୍ୟାମିତିପାଞ୍ଜିବସନ୍ତ କୁମାର ଶତପଥୀମେଘନାଦ ପ୍ରାଚୀରବୃହସ୍ପତି (ଜ୍ୟୋତିଷ)ଗୋପାଳ ଛୋଟରାୟଶିବଲିଙ୍ଗକୋଳିରଥଯାତ୍ରାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଗଙ୍ଗାଧର ମେହେରହରେକୃଷ୍ଣ ମହତାବହରିହର ମିଶ୍ରଶ୍ରୀନିବାସ ଉଦ୍‌ଗାତାଦି ଟାଇମସ୍ ଅଫ୍ ଇଣ୍ଡିଆୟୁ ଟ୍ୟୁବଲକ୍ଷ୍ମୀକାନ୍ତ ମହାପାତ୍ରଜଳାତଙ୍କଦେବସ୍ନାନ ପୂର୍ଣ୍ଣିମାଗୋପାଳ (ଜାତି)ଜନ ଗଣ ମନପୂର୍ଣ୍ଣଚ୍ଛେଦବିଶ୍ୱ ପରିବେଶ ଦିବସଓଡ଼ିଆ ଖାଦ୍ୟଟାହିଆସଜନାଗୁଗଲ ମ୍ୟାପ୍ସପ୍ରାଣବନ୍ଧୁ କରବରଗଛଜୀବସାରଝଙ୍କାର (ପତ୍ରିକା)ଉପେନ୍ଦ୍ର କିଶୋର ଦାସଜ୍ୟୋତ୍ସ୍ନା ଦାସବୀଣାପାଣି ମହାନ୍ତିଭାରତୀୟ ସମ୍ବିଧାନଫଣୀଶ୍ୱର ନାଥ 'ରେଣୁ'ବିଶ୍ୱ ପଶୁ ଦିବସପ୍ରଭାତ ରଞ୍ଜନ ବିଶ୍ୱାଳ୧୩ ଫେବୃଆରୀଭାଷା🡆 More