ଜ୍ୟୋତ୍ସ୍ନା ଦାସ: ଓଡ଼ିଆ ଅଭିନେତ୍ରୀ

ଜ୍ୟୋତ୍ସ୍ନା ଦାସ (ମୃତ୍ୟୁ: ୧୪ ଜୁଲାଇ ୨୦୨୦) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ କିଛି ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ସମୟ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଅନ୍ୟତମ । ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ବିଭିନ୍ନ ରାଜ୍ୟସ୍ତରୀୟ ନାଟକ ସମାରୋହରେ ଅଭିନୟ କରିଥିଲେ । ୧୪ ଜୁଲାଇ ୨୦୦୨ରେ ସେ ମୃତ୍ୟୁବରଣ କରିଥିଲେ ।

ଜ୍ୟୋତ୍ସ୍ନା ଦାସ
ଜନ୍ମ
ଜ୍ୟୋତ୍ସ୍ନା ଦାସ
ମୃତ୍ୟୁଜୁଲାଇ ୧୪, ୨୦୨୦(୨୦୨୦-୦୭-୧୪) (୬୩ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୫ - ୧୯୮୮

ବ୍ୟକ୍ତିଗତ ଜୀବନ

ଜ୍ୟୋତ୍ସ୍ନା ଦାସ ବ୍ରହ୍ମପୁରରେ ବାସ କରୁଥିଲେ । ସେ ସେଣ୍ଟ୍‌ ଭିନ୍‌ସେଣ୍ଟ କନ୍‌ଭେଣ୍ଟ୍‌ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।

କଥାଚିତ୍ର ଜୀବନ

ଜ୍ୟୋତ୍ସ୍ନା ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସମୟ । ଏହାପରେ ସେ ଗୌରୀ, ଦେବଯାନୀ, ସୁନା ଚଢ଼େଇ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଭଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ସମୟ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୭୭ ଅଭିମାନ
୧୯୭୯ ଗୌରୀ ମୋହିନୀ
୧୯୮୧ ଦେବଯାନୀ
୧୯୮୮ ସୁନା ଚଢ଼େଇ ସାବିତ୍ରୀ
ଅଭିମାନ
୧୯୭୮ ସତୀ ଅନସୂୟା
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଫଟା କପାଳ

ମୃତ୍ୟୁ

ଜ୍ୟୋତ୍ସ୍ନା ଦାସ ୨୦୨୦ ମସିହାର ଜୁଲାଇ ମାସ ୧୪ ତାରିଖରେ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଉଦର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।

ଆଧାର

ଅଧିକ ତଥ୍ୟ

Tags:

ଜ୍ୟୋତ୍ସ୍ନା ଦାସ ବ୍ୟକ୍ତିଗତ ଜୀବନଜ୍ୟୋତ୍ସ୍ନା ଦାସ କଥାଚିତ୍ର ଜୀବନଜ୍ୟୋତ୍ସ୍ନା ଦାସ ଅଭିନୀତ କଥାଚିତ୍ରଜ୍ୟୋତ୍ସ୍ନା ଦାସ ମୃତ୍ୟୁଜ୍ୟୋତ୍ସ୍ନା ଦାସ ଆଧାରଜ୍ୟୋତ୍ସ୍ନା ଦାସ ଅଧିକ ତଥ୍ୟଜ୍ୟୋତ୍ସ୍ନା ଦାସଅଭିମାନଓଡ଼ିଆ ଭାଷାକନ୍ଧମାଳ ଜିଲ୍ଲାକଳାହାଣ୍ଡି ଜିଲ୍ଲାଗଞ୍ଜାମ ଜିଲ୍ଲାଭୁବନେଶ୍ୱରମାଲକାନଗିରି ଜିଲ୍ଲାମୟୂରଭଞ୍ଜ ଜିଲ୍ଲାରାଉରକେଲାସମୟ (୧୯୭୫ର ଚଳଚ୍ଚିତ୍ର)

🔥 Trending searches on Wiki ଓଡ଼ିଆ:

ମଟର ସାଇକେଲ୧୦୫୪ଅମାବାସ୍ୟାର ଚନ୍ଦ୍ରବିଭୂତି ପଟ୍ଟନାୟକଖିଲିପାନଛାରପୋକଇଣ୍ଟରନେଟଗୋବିନ୍ଦ ତ୍ରିପାଠୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହମିଦା ବାନୁ ବେଗମବଣ୍ଡ (ଅର୍ଥ)୪ ଇଡିଅଟସ୍ତମନ୍ନା ବ୍ୟାସସରୋଜିନୀ ନାଇଡୁମହିଳା ଯୌନାଙ୍ଗ ଛେଦନ୨୯ ମାର୍ଚ୍ଚସେଇ ଝିଅଟିଆନନ୍ଦ ଶଙ୍କର ଦାସପରିବେଶପ୍ରଥମ ବିଶ୍ୱଯୁଦ୍ଧଜହ୍ନଅଚ୍ୟୁତାନନ୍ଦ ଦାସଶ୍ରାଦ୍ଧଅନନ୍ତ ପଟ୍ଟନାୟକସମ୍ବଲପୁର ଜିଲ୍ଲାବାମାଚରଣ ମିତ୍ରଗୋପୀନାଥ ମହାନ୍ତିଉଇକିଅଭିଧାନପ୍ରବୀଣ ଚନ୍ଦ୍ର ଭଞ୍ଜଦେଓସ୍ତନଜାପାନ ସାଗରପୁଥୁପ୍ପାଲ୍ଲୀ, କୋଟ୍ଟାୟାମଟମ୍ ଖା କାଇଆଲୋକକୋଣାର୍କ ସୂର୍ଯ୍ୟ ମନ୍ଦିର୪ (ସଂଖ୍ୟା)ଆଖିଫରିନା ଆଜାଦଦୀପକ ମିଶ୍ରକୁତାମ ଚଣ୍ଡୀ ମନ୍ଦିରଇତିହାସମହାତ୍ମା ଗାନ୍ଧୀଗୋଦାବରୀଶ ମହାପାତ୍ରମାର୍ଚ୍ଚ ୨୧ଓଡ଼ିଶା ପ୍ରିମିଅର ଲିଗକୋଣାର୍କପ୍ରତିଭା ଶତପଥୀସିନ୍ଧୁ ନଦୀସିଦ୍ଧାନ୍ତ ମହାପାତ୍ରଅଷ୍ଟ୍ରେଲିଆଶିବଶ୍ୱେତସାରସତୀ (ହିନ୍ଦୁ ଦେବୀ)ଭାଷାଅର୍ଚ୍ଚିତା ସାହୁ୧୭୪୬ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଲେସିଆୟୁରୋପକୃଷ୍ଣଚନ୍ଦ୍ର ପାଣିଗ୍ରାହୀବ୍ରୁସେଲୋସିସଧର୍ମେନ୍ଦ୍ର ପ୍ରଧାନକଟକ ଜିଲ୍ଲା🡆 More