କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରଘୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏନ୍.

ଗୋପାଳକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଭିକାରୀ ବଳ ଓ ଉପେନ୍ଦ୍ର କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ନିର୍ଦ୍ଦେଶକଏନ୍. ଗୋପାଳକ୍ରିଷ୍ଣା
ସଂଳାପରଘୁ ମିଶ୍ର
ଚିତ୍ରନାଟ୍ୟରଘୁ ମିଶ୍ର
କାହାଣୀରଘୁ ମିଶ୍ର
କଳାକାରଉତ୍ତମ ମହାନ୍ତି
ଶରତ ପୂଜାରୀ
ମହାଶ୍ୱେତା ରାୟ
ରୋଜା ରମଣୀ
ନରେନ୍ଦ୍ର କୁମାର ବେହେରା
ଚକ୍ରପାଣି
ନିର୍ମଳା ଦାସ
ସଙ୍ଗୀତଭିକାରୀ ବଳ
ଉପେନ୍ଦ୍ର କୁମାର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ଏସ୍. ଭି. ରମଣ
ମୁକ୍ତିଲାଭ ତାରିଖ
୧୯୭୮
କଥାଚିତ୍ରର ସମୟ
୧୩୯ ମିନିଟ୍
ଦେଶକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଶରତ ପୂଜାରୀ, ମହାଶ୍ୱେତା ରାୟ, ରୋଜା ରମଣୀ, ନରେନ୍ଦ୍ର କୁମାର ବେହେରା, ଚକ୍ରପାଣି, ନିର୍ମଳା ଦାସ, ଭୋଳା, ଜ୍ୟୋତ୍ସ୍ନା, ରଘୁ ମିଶ୍ର, ରାଜୁ ମିଶ୍ର, ଭଗବାନ ପ୍ରଧାନ, ରବି ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭିକାରୀ ବଳ ଓ ଉପେନ୍ଦ୍ର କୁମାର ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅଭିନୟକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କାହାଣୀକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗୀତ ଏବଂ ସଙ୍ଗୀତକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଧାରକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବାହାର ଆଧାରକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀକାନ୍ତ ମହାପାତ୍ରଦାମୋଦର ରାଉତସାରଳା ଦାସବାଲିଯାତ୍ରାଗରୁଡ଼ଇଣ୍ଟରନେଟରଥଯାତ୍ରାକୃଷ୍ଣଚନ୍ଦ୍ର ପାଣିଗ୍ରାହୀସୂର୍ଯ୍ୟ ଦେବତାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପ୍ରସନ୍ନ କୁମାର ଦାଶଇଣ୍ଡିଆନ ପ୍ରିମିଅର ଲିଗଭୁବନେଶ୍ୱରରଥରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଆର୍ଯ୍ୟଭଟ୍ଟଭୀମ ଭୋଇପାର୍ବତୀଯୁକ୍ତରାଷ୍ଟ୍ର ଆମେରିକାରାମାନୁଜ ଆଚାର୍ଯ୍ୟଜୟ ଜଗନ୍ନାଥରବି ନାରାୟଣ ନନ୍ଦଗଇଁଠାହନୁମାନଓଡ଼ିଆମସ୍କୋକାହ୍ନୁଚରଣ ମହାନ୍ତିନୂଆ ଦିଲ୍ଲୀଭର୍ତ୍ତୃହରି ମହତାବଓଡ଼ିଆ ଭାଷାମହାବୀର ଜୈନପୃଥିବୀରାମଚନ୍ଦ୍ର ବେହେରାବିଧାନ ସଭା ସଭ୍ୟଚାଣକ୍ୟଉତ୍କଳ ଦିବସହୃଷୀକେଶ ପଣ୍ଡାମେଷ (ରାଶି)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମହାତ୍ମା ଗାନ୍ଧୀଆଲାନ ଟ୍ୟୁରିଙ୍ଗଓଡ଼ିଆ ଭାଗବତବୁଧନ ମୁର୍ମୁଓଡ଼ିଆ ଲିପିଜୟ ଶ୍ରୀରାମପାଳୁଅଭୂମିକମ୍ପବରଗଡ଼ ଜିଲ୍ଲାପୁରୀନମିତା ଅଗ୍ରୱାଲୟୁନେସ୍କୋହରେକୃଷ୍ଣ ମହତାବକବିସୂର୍ଯ୍ୟ ବଳଦେବ ରଥଗୁଣନଇତିହାସସୌରୀନ୍ଦ୍ର ବାରିକଚିନ୍ତାମଣି ବେହେରାଶ୍ରାଦ୍ଧବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସିଦ୍ଧାର୍ଥ ଭରତନମନୋରଞ୍ଜନ ଦାସରମାଦେବୀ ଚୌଧୁରୀରେବା ରାୟଚାରି ଧାମକୁମାରିଲ ଭଟ୍ଟEntrectinibରାଜ ଯୋଗ🡆 More