ବହୁବିକଳ୍ପ ରଥଯାତ୍ରା: ହୀନ୍ଦୁ ପର୍ବ

ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ତିନିମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ତିନି ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହୁଏ ।


  1. ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଭୁବନେଶ୍ୱରଠାରେ ଚୈତ୍ର ମାସରେ ଅନୁଷ୍ଠିତ ହୁଏ ।
  2. ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ବା ପତିତପାବନ ଯାତ୍ରା ପୁରୀଠାରେ ଆଷାଢ଼ ମାସରେ ଅନୁଷ୍ଠିତ ହୁଏ ।
  3. ବିରଜାଙ୍କର ବିରଜା ରଥଯାତ୍ରା ଯାଜପୁରଠାରେ ମାଘ ମାସରେ ଅନୁଷ୍ଠିତ ହୁଏ ।
  4. ସୂର୍ଯ୍ୟ ଦେବତାଙ୍କ ସୂର୍ଯ୍ୟ ରଥଯାତ୍ରା କୋଣାର୍କଠାରେ ମାଘ ମାସରେ ଅନୁଷ୍ଠିତ ହୁଏ ।

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଆଖଣ୍ଡଳମଣି ମନ୍ଦିରଖୋର୍ଦ୍ଧାହିଡ଼ିମ୍ବସରଳା ଦେବୀମୁମ୍ବାଇଶିବ ସେନାଭୁବନେଶ୍ୱର ବେହେରାନନ୍ଦ କିଶୋର ବଳଓଡ଼ିଆ ଖାଦ୍ୟଅହଲ୍ୟାଗୋବିନ୍ଦ ତ୍ରିପାଠୀମିଳିମିଳାଅଟିଜିମ୍‌ସାରଳା ଦାସଭାରତବୀର ସୁରେନ୍ଦ୍ର ସାଏଯଶୋଧାରା ମିଶ୍ରତୁମ ପରି ଛୋଟ ପିଲାଟିଏବଣିଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଶା ବିଧାନ ସଭାମୟୂରଭୀମ ଭୋଇବୈଷ୍ଣବ ଚରଣ ପଟ୍ଟନାୟକହାଡ଼ଫୁଟିପଣା ସଂକ୍ରାନ୍ତିରମାଦେବୀ ଚୌଧୁରୀନଟବର ଶତପଥୀଜାତୀୟ ସଙ୍ଗୀତବୈଷ୍ଣବ ପାଣିହନୁମାନଯୋଗଦୁଃଶାସନକାନନ ମିଶ୍ରଯକୃତଅଗ୍ନ୍ୟାଶୟ ଅକ୍ଷମତାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୩ ଅପ୍ରେଲମଧୁସୂଦନ ଦାସଧାତୁଗଙ୍ଗାଧର ମେହେରଭକ୍ତ ଚରଣ ଦାସରାସେଶ୍ୱରୀ ପାଣିଗ୍ରାହୀସମ୍ବାଦ (ଖବରକାଗଜ)ହିନ୍ଦୁ ଧର୍ମବିଧାନ ସଭା ସଭ୍ୟରାଜେନ୍ଦ୍ର କିଶୋର ପଣ୍ଡାରାମକୃଷ୍ଣ ନନ୍ଦଅଳତାଟାଟା ମୋଟରସ୧୯୮୪ବିଶ୍ୱ ମ୍ୟାଲେରିଆ ଦିବସଲଳିତ ମାନସିଂହକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୨୦ ଅପ୍ରେଲଗୋଦାବରୀଶ ମିଶ୍ର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଚଇତି ଘୋଡ଼ା ନାଚଜାତୀୟ ବିଜ୍ଞାନ ଦିବସବବୃବାହନ (ମହାଭାରତ)୮ ଅପ୍ରେଲହୃଷୀକେଶ ମଲ୍ଲିକପାର୍କିନ୍‌ସନ୍ ରୋଗକ୍ୟୁ. ଆର. କୋଡ଼ଲିଚୁରମାକାନ୍ତ ପଣ୍ଡାକାଳୀଚରଣ ପଟ୍ଟନାୟକଗୋମୁହାଁ କୁମ୍ଭୀରଓଡ଼ିଆ ଭାଷାହନୁମାନ ଜୟନ୍ତୀକଲମମୌଳିକ ସଂଖ୍ୟା🡆 More