ଯାଜପୁର: ଓଡିଶାର ଏକ ସହର

]

ଯାଜପୁର
ସହର
Countryଯାଜପୁର: ଇତିହାସ, ରାଜନୀତି, ଦର୍ଶନୀୟ ସ୍ଥାନ India
Stateଓଡ଼ିଶା
Districtଯାଜପୁର
Government
 • ଜିଲ୍ଲାପାଳଶ୍ରୀ ରଞ୍ଜନ କୁମାର ଦାସ
Population
 (2001)
 • Total୩୨୨୦୯
Languages
Time zoneUTC+5:30 (IST)
PIN
୭୫୫xxx
Telephone code୦୬୭୨୮ & ୦୬୭୨୬
ଯାନବାହାନ ପଞ୍ଚୀକରଣଓଡି-୦୪ & ଓଡି-୩୪
Websitejajpur.nic.in


ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।

ଇତିହାସ

ଓଡ଼ିଶାରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମାନେ ରାଜୁତି କରୂଥିଲେ । ଦଶମ ଶତାବ୍ଦୀରେ ଭୌମରାଜତ୍ୱପରେ କେଶରୀ ବଂଶର ରାଜା ଯଯାତୀ କେଶରୀ ଏଠରେ ରାଜଧାନୀ ସ୍ଥାପନକରି କିଛି ବର୍ଷ ରାଜତ୍ୱ କଲେ ସେହି କେଶରୀ ବଂଶର ରାଜା ଯଯାତୀ କେଶରୀ ଯାଜପୁରରେ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ଅନେକ କିର୍ତ୍ତୀ ଏଠରେ ଅଦ୍ୟାବଧି ଦେଖିବାକୁ ମିଳିଥାଏ। ରାଜା ଯଯାତି କେଶରୀଙ୍କ ରାଜତ୍ୱ ସମୟରେ ଯାଜପୁର ସହର ନିକଟରେ ଥିବା ପବିତ୍ର ବୈତରଣୀ ନଦୀ କୂଳରେ ସେ ଦଶାଶ୍ୱମେଧ ଯଞ୍ଜ କରାଇଥିଲେ। । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ ୟଜ୍ଞ କରିବାରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ । ତେଣୁ ସେହି ଦିନଠାରୁ ସେହି ଯଞ୍ଜସ୍ଥାନ ଦଶାଶ୍ୱମେଧ ଘାଟ ନାମରେ ପରିଚିତ ଯଯାତୀ କେଶରୀ ରାଜତ୍ୱ ସମୟରେ ଯାଜପୁରକୁ ଯଯାତିନଗର ବୋଲି ଆଖ୍ୟା ଦିଆଯାଇଥିଲା ।

ଯାଜପୁର ଅଞ୍ଚଳରେ ଅନେକ ବୌଦ୍ଧକିର୍ତ୍ତୀ ଓ ବୌଦ୍ଧ ପୀଠ ରହିଛି । ସେ ସବୁ ମଧ୍ୟରେ ରତ୍ନଗିରି ଓ ଉଦୟଗିରି ପ୍ରଧାନ। ଏସବୁ ସ୍ଥାନରେ ବୌଦ୍ଧପୀଠ ଓ ବୌଦ୍ଧ ବିହାରମାନ ଥିଲା। ଆମ ଓଡ଼ିଶାରେ ଇଂରେଜ ଶାସନ ସମୟରେ ୧୮୫୯ ମସିହାରେ ଯାଜପୁରକୁ କଟକ ଜିଲ୍ଲାର ଗୋଟିଏ ସବ୍ଡିଭିଜନ କରାଯାଇଥିଲା ।

ରାଜନୀତି

ଦର୍ଶନୀୟ ସ୍ଥାନ

ଆଧାର

Tags:

ଯାଜପୁର ଇତିହାସଯାଜପୁର ରାଜନୀତିଯାଜପୁର ଦର୍ଶନୀୟ ସ୍ଥାନଯାଜପୁର ଆଧାରଯାଜପୁର

🔥 Trending searches on Wiki ଓଡ଼ିଆ:

ପ୍ରଣବ ପ୍ରକାଶ ଦାସରାଜକିଶୋର ରାୟଓଡ଼ିଆ ସାହିତ୍ୟବଡ଼ଦିନଅଶୋକ (ସମ୍ରାଟ)ସ୍ଫୁଲିଙ୍ଗ (କବିତା ସଙ୍କଳନ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀକବିସୂର୍ଯ୍ୟ ବଳଦେବ ରଥବ୍ରାହ୍ମଣସରସ୍ୱତୀପ୍ରାଣୀ ବିଜ୍ଞାନଖ୍ରୀଷ୍ଟ ଧର୍ମଉଇକିକମନ୍ସସମ୍ବଲପୁରସୁନା୨ ଜୁନ୨୧ ମାର୍ଚ୍ଚପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରକାମିନୋ ମିଚିଉତ୍ତମ ମହାନ୍ତିଭୂଗୋଳଭୃସଙ୍ଗ ଗଛସ୍ୱାମୀ ବିବେକାନନ୍ଦଫୁଲଦେବ୍ରାଜ ଲେଙ୍କାଉଇକିଖବରଜାନକୀ ବଲ୍ଲଭ ପଟ୍ଟନାୟକଚାନ୍ଦବାଲିନୋଟା (ଭାରତ)ଶବ୍ଦ (ପଦ)ଭାରତୀୟ ଜାତୀୟ କଂଗ୍ରେସଜୀବସାରଗୁଗଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଇଂଲଣ୍ଡପୌଷବୀଣାପାଣି ମହାନ୍ତିଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଗୋଲୋକ ବିହାରୀ ଧଳୟୁ ଟ୍ୟୁବପ୍ରାଣକୃଷ୍ଣ ପରିଜାସୌର ଜଗତଓଡ଼ିଶା ସରକାରଜଗଦୀଶ ମହାନ୍ତି୧୮୬୬ଫାଲଗୁନମାୟାଧର ମାନସିଂହସୁଦର୍ଶନ ପଟ୍ଟନାୟକଶକ୍ତି ପୀଠକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଳିନ୍ଦୀ ଚରଣ ପାଣିଗ୍ରାହୀହନୁମାନ ଚାଳିଶାଜଗନ୍ନାଥ ମନ୍ଦିର୨୦୦୬୨୧ଦ୍ରୌପଦୀ ମୁର୍ମୁଧର୍ମସାମାଜିକ ବିଜ୍ଞାନବୀର ସୁରେନ୍ଦ୍ର ସାଏଭାରତୀୟ ସମ୍ବିଧାନକୋଣାର୍କ ସୂର୍ଯ୍ୟ ମନ୍ଦିରସତ୍ୟନାରାୟଣ ରାଜଗୁରୁଗୋଦାବରୀଶ ମହାପାତ୍ରକୁଞ୍ଜବିହାରୀ ଦାଶପଦାର୍ଥଚଇତି ଘୋଡ଼ା ନାଚଓଡ଼ିଶାର ତହସିଲ ତାଲିକାକଳିଙ୍ଗ ଯୁଦ୍ଧମାଲଟାଅକ୍ଷାଂଶପୃଥିବୀ ଦିବସତ୍ରିକୋଣମିତିରାଜ୍ୟକଲମ୍ବିଆ🡆 More