କୋଣାର୍କ: ଓଡ଼ିଶା ର ଏକ ସହର

କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହରଠାରୁ ୩୨ କି.ମି.

ଦୂରତାରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ ଅବସ୍ଥିତ । ଏହା ବ୍ଲାକ ପାଗୋଡା ନାମରେ ମଧ୍ୟ ବିଶ୍ୱ ବିଖ୍ୟାତ । କୋଣାର୍କ ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମୈତ୍ରେୟ ବନ ଭାବେ ମଧ୍ୟ ପରିଚିତ ଥିଲା| ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ଏହା ଚନ୍ଦ୍ରଭାଗାବଙ୍ଗୋପସାଗର କୂଳରେ ଅବସ୍ଥିତ । କୋଣାର୍କରେ ପ୍ରତି ଡିସେମ୍ବର ମାସରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ ।

କୋଣାର୍କ
—  ସହର  —
କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର, ଆଧାର, ଆଗକୁ ପଢ଼ିବେ
କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର, ଆଧାର, ଆଗକୁ ପଢ଼ିବେ
କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର, ଆଧାର, ଆଗକୁ ପଢ଼ିବେ
କୋଣାର୍କ
କୋଣାର୍କର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°54′N 86°07′E / 19.90°N 86.12°E / 19.90; 86.12
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ପୁରୀ
ଲୋକସଂଖ୍ୟା ୧୫,୦୧୫ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


2 metres (6.6 ft)

ବେବସାଇଟ konark.nic.in http://www.konark.nic.in/ konark.nic.in

କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର, ଆଧାର, ଆଗକୁ ପଢ଼ିବେ 
କୋଣାର୍କ ସୂର୍ଯ୍ୟ ମନ୍ଦିର

ଏହି ମନ୍ଦିରଟି ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ଗଢିଉଠିଥିଲା। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା। ଏହାର ନାମଥିଲା କୋଣଗର(କୋଣାକୋଣ)। ଏହାର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ୍ । ୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ରଥ ରୂପରେ ବିମାନ ଓ ଜଗମୋହନ ଗଢାହେଲା।

ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ତିଆରି । ୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜୁତି କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛା କରିଥିଲେ। ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ ବିଶୁମହାରଣା। ମନ୍ଦିରଟି ଏକ ରଥ ଆକାରରେ ତିଆରିହେଲା । ସେଥିରେ ସାତଟି ପଥର ଘୋଡ଼ା ଯୋଖା ହେଲା । ଏହାର ଚକ ସଂଖ୍ୟା ୨୪। ଯାହାକି ଦିନର ୨୪ ଘଣ୍ଟାର ପ୍ରତୀକ। ଚକର ଆଠଟି ଦିନର ଆଠ ପ୍ରହରକୁ ସୂଚାଏ।

ଆଧାର

ଆଗକୁ ପଢ଼ିବେ

  • G.C. Chauley, Sun Temple of Konark: History and Preservation ISBN 978-81-86867-73-0

ଅଧିକ ତଥ୍ୟ

Tags:

କୋଣାର୍କ ସୂର୍ଯ୍ୟ ମନ୍ଦିରକୋଣାର୍କ ଆଧାରକୋଣାର୍କ ଆଗକୁ ପଢ଼ିବେକୋଣାର୍କ ଅଧିକ ତଥ୍ୟକୋଣାର୍କଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରଚନ୍ଦ୍ରଭାଗାପୁରୀ ଜିଲ୍ଲାବଙ୍ଗୋପସାଗରଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଜଳବିଦ୍ୟୁତ୍ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିଦ୍ୟାଳୟଶିମିଳିପାଳ ଜାତୀୟ ଉଦ୍ୟାନଜଗନ୍ନାଥ ମନ୍ଦିରବାଞ୍ଛାନିଧି ମହାନ୍ତିଗ୍ରହଅଚ୍ୟୁତାନନ୍ଦ ଦାସସୌଭାଗ୍ୟ କୁମାର ମିଶ୍ରଜାତୀୟ ସଂସଦ (ଜାପାନ)ଓଟାୱାଜାପାନଜୀବସାର୨୦୨୨ ଫିଫା ବିଶ୍ୱକପ୍ଉତ୍କଳ ଦିବସକଲମ୍ବିଆଓଡ଼ିଶାର ଲୋକନୃତ୍ୟରଥଶରଧାବାଲିବ୍ରଜନାଥ ବଡ଼ଜେନା୧୧ ଫେବୃଆରୀବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଅଷ୍ଟ୍ରେଲିଆମଧୁସୂଦନ ରାଓଉତ୍ତମ ମହାନ୍ତିଦୀନନାଥ ପାଠୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଦୀନକୃଷ୍ଣ ଦାସଯଦୁମଣି ମହାପାତ୍ରସ୍ୱର ବର୍ଣ୍ଣକବିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦ୍ରୌପଦୀ ମୁର୍ମୁମହାଦେଶଫତୁରାନନ୍ଦବୃହସ୍ପତିତରଳ ଝାଡ଼ାକିଶୋରୀ ଚରଣ ଦାସକୁଞ୍ଜବିହାରୀ ତ୍ରିପାଠୀପଞ୍ଚସଖାପ୍ଲୀହାସାରଳା ମହାଭାରତଧାତୁବ୍ରାହ୍ମ ସମାଜପ୍ରଥମ ବିଶ୍ୱଯୁଦ୍ଧଗୋପାଳ ଚନ୍ଦ୍ର ପ୍ରହରାଜନବଗୁଞ୍ଜର୧୫୭୨ଅଶୋକ (ସମ୍ରାଟ)ଅଭିମନ୍ୟୁ ସାମନ୍ତସିଂହାରପଠାଣି ସାମନ୍ତବିଶ୍ୱଜିତ ଦାସସ୍ୱସ୍ତିକକୃଷ୍ଣଖଜ୍ଜିଆର୫ ମଇଚୈତ୍ରବ୍ରାଉଜରଓଧଆଲେକ୍‌ଜାଣ୍ଡର୍ ମହାନଓଡ଼ିଆ ଭାଗବତଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବେଦଅଶ୍ୱିନୀ କୁମାର ଘୋଷନମିତା ଅଗ୍ରୱାଲବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟୋକିଓସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବର୍ଷା୪ ଜାନୁଆରୀବିଶ୍ୱ ଘରଚଟିଆ ଦିବସହିନ୍ଦୁ ବିବାହ ଅଧିନିୟମ, ୧୯୫୫🡆 More