ଲକ୍ଷେ ଶିବ ପୂଜି ପାଇଛି ପୁଅ

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆ କଥାଚିତ୍ର ଲକ୍ଷେ ଶିବ ପୂଜି ପାଇଛି ପୁଅ ୧୯୯୪ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।

ଲକ୍ଷେ ଶିବ ପୂଜି ପାଇଛି ପୁଅ
ନିର୍ଦ୍ଦେଶକମହମ୍ମଦ ମହସୀନ୍
ପ୍ରଯୋଜକବସନ୍ତ ନାୟକ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀବସନ୍ତ ନାୟକ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ
ସଙ୍ଗୀତସ୍ୱରୂପ ନାୟକ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୦ ଜୁନ ୧୯୯୪
ଦେଶଲକ୍ଷେ ଶିବ ପୂଜି ପାଇଛି ପୁଅ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଗୀତ

ଓଡ଼ିଆ କଥାଚିତ୍ର ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ର ଗୀତଗୁଡ଼ିକରେ ସୁଦେଶ ଭୋସଲେ, ତୃପ୍ତି ଦାସ, ଦେବାଶିସ ମହାପାତ୍ର, ଘନଶ୍ୟାମ ପଣ୍ଡା, ଗୀତା ପଟ୍ଟନାୟକ ଓ ପ୍ରଣବ ପଟ୍ଟନାୟକ ପ୍ରମୁଖ କଣ୍ଠଦାନ କରିଥିଲେ ୤

ଆଧାର

Tags:

ଓଡ଼ିଆ ଭାଷାମହମ୍ମଦ ମହସୀନ

🔥 Trending searches on Wiki ଓଡ଼ିଆ:

ଶୈଳବାଳା ଦାସବିଭୂତି ପଟ୍ଟନାୟକତାରିଣୀ ମନ୍ଦିର, ଘଟଗାଁଭଦଭଦଳିଆରାଜନୀତି ବିଜ୍ଞାନଡାଲମାହୃଷୀକେଶ ପଣ୍ଡାପ୍ଲୀହାବଣଭୋଜି ବେଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆଖିସେଇ ଝିଅଟି୧୯୦୫ନନ୍ଦିଘୋଷରକ୍ତବାଇଶି ପାହାଚମାର୍ଚ୍ଚକାଳିଚରଣ ପଟ୍ଟନାୟକମହାପ୍ରସାଦପ୍ରତିଭା ରାୟମଇ ଦିବସଶ୍ରୀତମ ଦାସଉତ୍ତମ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସ୧୮ ଅକ୍ଟୋବରଚାରି ଧାମଲକ୍ଷ୍ମୀକାନ୍ତ ମହାପାତ୍ରଧନୁ (ରାଶି)ଗୁଗଲଭାରତର ସଂସ୍କୃତିକଳାପାହାଡ଼ସାଲଭାଡୋର ଡାଲିଉଇକିପିଡ଼ିଆଗଡ଼ଜାତ କୃଷକଓଡ଼ିଆ ଭାଗବତଶିବମାଛବୀଣାପାଣି ମହାନ୍ତିଦାମୋଦର ରାଉତସାରଳା ମନ୍ଦିରଓଡ଼ିଆ ଉଇକିପିଡ଼ିଆସମର ସଲିମ ସାଇମନଧର୍ମେନ୍ଦ୍ର ପ୍ରଧାନନଇ ଆରପାରିବ୍ରୁସେଲୋସିସହେମୋଫିଲିଆଶ୍ରବଣ ( ରାମାୟଣ ର ଚରିତ୍ର )ବେଣୁଧର ରାଉତରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଜଣ୍ଡିସ୍ଅନ୍ନଦା ଶଙ୍କର ରାୟଓଡ଼ିଶାର ଲୋକନୃତ୍ୟ୧୦୫୪ନଅଙ୍କ ଦୁର୍ଭିକ୍ଷସତ୍ୟବାଦୀ ବନ ବିଦ୍ୟାଳୟସୂଚନା ପ୍ରଯୁକ୍ତିବିଦ୍ୟାସଚ୍ଚିଦାନନ୍ଦ ରାଉତରାୟତରୁଣକାନ୍ତି ମିଶ୍ରନଟବର ସାମନ୍ତରାୟଓଡ଼ିଶୀ ସଙ୍ଗୀତକୃଷ୍ଣପ୍ରସାଦ ମିଶ୍ରରସଗୋଲାଆମ୍ବପଲଉଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୌନ ସମ୍ଭୋଗଚିତ୍ତରଞ୍ଜନ ତ୍ରିପାଠୀ🡆 More