ପଞ୍ଚମୀ

'ପଞ୍ଚମୀ' ଚନ୍ଦ୍ରପକ୍ଷର ପଞ୍ଚମ ଦିବସ - ଚନ୍ଦ୍ରର ପଞ୍ଚମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଚତୁର୍ଥୀର ପରବର୍ତ୍ତୀ ଓ ଷଷ୍ଠୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ପଞ୍ଚମୀକୁ କୃଷ୍ଣା ପଞ୍ଚମୀ ଓ ଶୁକ୍ଳ ପକ୍ଷର ପଞ୍ଚମୀକୁ ଶୁକ୍ଳା ପଞ୍ଚମୀ କୁହାଯାଇଥାଏ ।

ପର୍ବପର୍ବାଣି

  • ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ: ଶିବଙ୍କ ବିବାହ ।
  • ଆଷାଢ଼ ଶୁକ୍ଳ ପଞ୍ଚମୀ: ହେରାପଞ୍ଚମୀ
  • ଶ୍ରାବଣ କୃଷ୍ଣ ପଞ୍ଚମୀ: ନାଗ ପଞ୍ଚମୀ/ ମନସା ପଞ୍ଚମୀ – ନାଗପୂଜା ।
  • ଶ୍ରାବଣ ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା ।
  • ଭାଦ୍ରବ କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- ଜଗନ୍ନାଥଙ୍କ ରେଖା ଲାଗି । କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ।
  • ଭାଦ୍ରବ ଶୁକ୍ଳ ପଞ୍ଚମୀ: ଋଷି ପଞ୍ଚମୀ/ ଗୁରୁପଞ୍ଚମୀ- ନୂଆଖାଇ, ଏହା ଗୁରୁବାର ଦିନ ପଡ଼ିଲେ ଲକ୍ଷ୍ମୀ ପୂଜା ।
  • ଆଶ୍ୱିନ କୃଷ୍ଣ ପଞ୍ଚମୀ: ଅଶ୍ୱପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ୱପୂଜା
  • ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ (ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
  • ମାର୍ଗଶିର ଶୁକ୍ଳ ପଞ୍ଚମୀ: ବିବାହ ପଞ୍ଚମୀ: ରାମ ଓ ସୀତାଙ୍କ ବିବାହୋତ୍ସବ ଦିନ
  • ପୌଷ ଶୁକ୍ଳ ପଞ୍ଚମୀ: କୁରାଳ ପଞ୍ଚମୀ (କୁମ୍ଭକାରଙ୍କର ପର୍ବ): ଏହି ଦିନ ପ୍ରତ୍ୟେକ କୁମ୍ଭକାର ସମ୍ପ୍ରଦାୟଙ୍କ ବିଲୁପ୍ତପ୍ରାୟ ସ୍ମୃତି ଶାଳଗୃହ, ଚକ, ପିଣ୍ଡ, ପିଟଣା ଆଦିକୁ ପୂଜାଅର୍ଚ୍ଚନା କରାଯାଇଥାଏ । କୁରାଳ ପୁରାଣପାଠ କରାଯାଏ ।
  • ମାଘ ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / ଶ୍ରୀପଞ୍ଚମୀ – ସରସ୍ୱତୀ ପୂଜା, ଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ।

ଆଧାର

Tags:

ଚତୁର୍ଥୀତିଥିଷଷ୍ଠୀ

🔥 Trending searches on Wiki ଓଡ଼ିଆ:

ଶାନ୍ତନୁ କୁମାର ଆଚାର୍ଯ୍ୟମାଟିର ମଣିଷସିନ୍ଧୁ ନଦୀବଣଭୋଜି ବେଶଲଘିଷ୍ଠ ସାଧାରଣ ଗୁଣିତକହରିପ୍ରସାଦ ଚୌରାଶିଆଅଂଶୁପା ହ୍ରଦଭକ୍ତ ଚରଣ ଦାସ (ରାଜନେତା)ଗୋଦାବରୀଶ ମିଶ୍ରତ୍ରିପୁରା ମିଶ୍ରବୀଣାପାଣି ମହାନ୍ତିଅନ୍ନଦା ଶଙ୍କର ରାୟଦେବସ୍ନାନ ପୂର୍ଣ୍ଣିମାଭାନୁଜୀ ରାଓଭଦ୍ରକୟୁ ଟ୍ୟୁବମନମୋହନ ସାମଲମହାପାତ୍ର ନୀଳମଣି ସାହୁ୦ (ସଂଖ୍ୟା)ନବକଳେବରହୃଷୀକେଶ ମଲ୍ଲିକଦେବଗଡ଼ ଜିଲ୍ଲାସତ୍ୟେନ୍ଦ୍ର ନାଥ ବୋଷନୋବେଲ ପୁରସ୍କାରମସ୍କୋଓଡ଼ିଆ ଉଇକିପିଡ଼ିଆପଙ୍କଜ ଉଧାସପର୍ଫେନାଜାଇନଖଡ଼ଗପୁରଗୀତଗୋବିନ୍ଦଓଡ଼ିଆ ଭ୍ରମଣ ସାହିତ୍ୟପ୍ରତିଭା ରାୟଚରକରାମଶଙ୍କର ରାୟରାସାୟନିକ ମୌଳିକମାୟାଧର ମାନସିଂହଭାରତର ନଦୀ ସମୂହର ତାଲିକାପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶାର ମାପ ବ୍ୟବସ୍ଥାଅକ୍ଷାଂଶବଳଦେବଜୀଉ ମନ୍ଦିରନେତୃତ୍ୱଓଡ଼ିଆଦାସିଆ ବାଉରୀଜମ୍ମୁ ତୱି ରେଳ ଷ୍ଟେସନଇଣ୍ଟରନେଟରାଉରକେଲା୫ ନଭେମ୍ବରରାମମହମ୍ମଦ ମୋକିମ୍ଲକ୍ଷ୍ମୀଭଣ୍ଡ ଗଣେଶଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗର୍ଭାଶୟ ଅନ୍ତଃସ୍ତର କର୍କଟଆନ୍ତର୍ଜାତିକ ମହିଳା ଦିବସବିଶ୍ୱନାଥ କରଦ୍ଵାରକାଧୀଶ ମନ୍ଦିରc3bn4ରାବଣରକ୍ତଅର୍ଥଶାସ୍ତ୍ରଓଡ଼ିଆ କଥାଚିତ୍ର ଜଗତକୋଚିଲାକାଗଜପ୍ରଣବ ପ୍ରକାଶ ଦାସ୨୦ ଅଗଷ୍ଟଶ୍ରୀତମ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀ🡆 More