ପକ୍ଷ

୧୫ ତିଥିରେ ଏକ ପକ୍ଷ ହୁଏ ।

କୃଷ୍ଣପକ୍ଷ

ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ


ଶୁକ୍ଳପକ୍ଷ

ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।

ଅପରପକ୍ଷ

ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।

ଦେବୀ ପକ୍ଷ

ଆଶ୍ୱିନ ଶୁକ୍ଳ ପକ୍ଷକୁ ‘ଦେବୀ ପକ୍ଷ' ମଧ୍ୟ କହାଯାଏ । ଏହି ପକ୍ଷରେ ନବରାତ୍ରି ଓ ଦୁର୍ଗା ପୂଜା ପାଳନ କରାଯାଏ ।

ଧାର୍ମିକ ମହତ୍ତ୍ୱ

ମହାଳୟା ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ‘ଅକାଳ ବୋଧନ’ ମଧ୍ୟ କହାଯାଏ ।

ଆଧାର

Tags:

ପକ୍ଷ କୃଷ୍ଣପକ୍ଷ ଶୁକ୍ଳପକ୍ଷ ଅପରପକ୍ଷ ଦେବୀ ପକ୍ଷ ଆଧାରପକ୍ଷ

🔥 Trending searches on Wiki ଓଡ଼ିଆ:

ବ୍ୟାସଦେବଯୋଗଜଗନ୍ନାଥଲୋକ ସଭାଚୈତନ୍ୟଯାଜପୁରଗୋପବନ୍ଧୁ ଦାସଖୋର୍ଦ୍ଧା ଜିଲ୍ଲାକାଞ୍ଚନ ଅୱସ୍ତିସଂଗୀତଜୋହାନ୍ ସେବାଷ୍ଟିଆନ୍ ବାକ୍କଳମଶାଗପରଶୁରାମଭାରତର ସଂସ୍କୃତିହିନ୍ଦୁ ଧର୍ମଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିହାଡ଼ଫୁଟିପକ୍ଷୀଭୂମିକା ଦାଶଉଦୟନାଥ ଷଡ଼ଙ୍ଗୀ୧୨ ଡିସେମ୍ବରଓଡ଼ିଶା ଆଦର୍ଶ ବିଦ୍ୟାଳୟଭୂମିଜ ଜାତିସଞ୍ଜୀବ କୁମାର ମଲ୍ଲିକବିଦୁସ୍ମିତାଓକିଲ ଦିବସବିରଜା ମନ୍ଦିରଆଲେକ୍‌ଜାଣ୍ଡର୍ ମହାନଅକ୍ଷାଂଶଛାନ୍ଦପଖାଳଦ୍ରାଘିମାସ୍ନେହସାରକୁନ୍ତଳା କୁମାରୀ ସାବତଇଲେକ୍ଟ୍ରୋନିକ କମର୍ସପଟ୍ଟଚିତ୍ରଭାରତୀୟ ସମ୍ବିଧାନଟୋଲକାପୋନଔଷଧୀୟ ଗଛଲତାମାନଙ୍କର ତାଲିକାସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗୁରୁବାରକେନ୍ଦୁଝର ଗଡ଼ଜାତ ରାଜ୍ୟଲକ୍ଷ୍ମୀକାନ୍ତ ମହାପାତ୍ରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବିଅରପ୍ଲୀହାଚନ୍ଦନଇରା ମହାନ୍ତିମାସଅଚ୍ୟୁତାନନ୍ଦ ପ‌ତିଜଗନ୍ନାଥଙ୍କ ବେଶରତ୍ନାକର ଚଇନିସମ୍ବାଦ (ଖବରକାଗଜ)ମନୋରଞ୍ଜନ ଦାସଭଗବତୀ ଚରଣ ପାଣିଗ୍ରାହୀରାମଚନ୍ଦ୍ର ମିଶ୍ରଅପରାଜିତା ଷଡ଼ଙ୍ଗୀହେନା ଫୁଲୱାଟରଲୁ ଯୁଦ୍ଧଭାରତବିଜୟ ମିଶ୍ରଅଖିଳ ନାୟକପିଆଜଦାସକାଠିଆଅକ୍ଷି ତୃତୀୟାଅଲାରନାଥ ମନ୍ଦିର୨୧ଓଡ଼ିଆ ଭ୍ରମଣ ସାହିତ୍ୟ🡆 More