ପ୍ରତିପଦ: ଚନ୍ଦ୍ରପକ୍ଷର ପ୍ରଥମ ଦିବସ

ପ୍ରତିପଦ, ପ୍ରତିପଦା ବା ପ୍ରଥମା ହିନ୍ଦୁ ପାଞ୍ଜିରେ ଥିବା କୃଷ୍ଣପକ୍ଷର (ପନ୍ଦର ଦିନ) ପ୍ରଥମ ଦିନ । ଭାରତର ବିଭିନ୍ନ ସ୍ଥାନରେ ଏହା ପ୍ରଧାନତଃ ଦୁଇଟି ନାମରେ ଜଣା: ପଶ୍ଚିମ ବଙ୍ଗ, ଓଡ଼ିଶା ଏବଂ ପଶ୍ଚିମ ଭାରତରେ (ମହାରାଷ୍ଟ୍ର, କୋଙ୍କଣ ଏବଂ ଗୋଆ) ପ୍ରତିପଦା ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଥମା । ପ୍ରତ୍ୟେକ ମାସରେ ଦୁଇଟି ଶୁକ୍ଲ (ଉଜ୍ଜ୍ୱଳ) ଏବଂ କୃଷ୍ଣ (ଅନ୍ଧାର) ନାମରେ ପ୍ରତିପଦ ଥାଏ । ଏହା ପ୍ରତ୍ୟେକ ଚନ୍ଦ୍ରମାସର ପ୍ରଥମ ଏବଂ ଷୋଡ଼ଶ ଦିନରେ ଘଟେ । ହିନ୍ଦୁ ଜ୍ୟୋତିର୍ବିଦ୍ୟା ଅନୁସାରେ ଏହା ଜହ୍ନର ପ୍ରଥମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି ଏବଂ ପୂର୍ଣ୍ଣିମା ଓ ଅମାବାସ୍ୟାର ପର ଦିନ ଭାବରେ ଗଣାଯାଇଥାଏ । କାର୍ତ୍ତିକ ମାସର ଶୁକ୍ଳ ପ୍ରତିପଦ ବଳି ପ୍ରତିପଦା ନାମରେ ମଧ୍ୟ ଜଣା । ହିନ୍ଦୁ ପୁରାଣ ଅନୁସାରେ ଏହି ଦିନ ବାମନ ଅବତାରରେ ବିଷ୍ଣୁ ବଳିଙ୍କୁ ପାତାଳକୁ ଚାପି ଦେଇଥିଲେ ।

ଆଧାର

Tags:

ଅମାବାସ୍ୟାଓଡ଼ିଶାକାର୍ତ୍ତିକକୃଷ୍ଣପକ୍ଷଗୋଆଜହ୍ନତିଥିପଶ୍ଚିମ ବଙ୍ଗପୂର୍ଣ୍ଣିମାବିଷ୍ଣୁମହାରାଷ୍ଟ୍ରହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ବୃହସ୍ପତି୨୭ ଅପ୍ରେଲ୩ ସେପ୍ଟେମ୍ବରସୁଶାନ୍ତ ସିଂହରାଧାନାଥ ରାୟଓଡ଼ିଆ କାବ୍ୟ କବିତାଅଶୋକ (ସମ୍ରାଟ)ବିଜ୍ଞାନଅଶୋକ ସମ୍ରାଟଓଡ଼ିଆ ସାହିତ୍ୟର ଇତିହାସନନ୍ଦ କିଶୋର ବଳକୃଷ୍ଣଓଡ଼ିଶା ବିଧାନ ସଭାମୋହନ ଭୋଗ୧୯ ଫେବୃଆରୀପକ୍ଷଚନ୍ଦକା ହାତୀ ଅଭୟାରଣ୍ୟଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଆସନସିଂହକଣ୍ଡୋମମହୁମାଛି୨୪ ଅପ୍ରେଲରାଉରକେଲାସ୍ପେନଶିମିଳିପାଳ ଜାତୀୟ ଉଦ୍ୟାନବୈଦେହୀଶ ବିଳାସଉପେନ୍ଦ୍ର ଭଞ୍ଜଆହେ ଦୟାମୟ ବିଶ୍ୱ ବିହାରୀରାସନ କାର୍ଡ଼ (ଭାରତ)ଆମ୍ବଜଳବିଦ୍ୟୁତ୍୨୦ ଅପ୍ରେଲଧର୍ମେନ୍ଦ୍ର ପ୍ରଧାନପରିବେଶତପସ୍ୱିନୀଜ୍ଞାନପୀଠ ପୁରସ୍କାରଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଶ୍ରୀ ଅରବିନ୍ଦକାଳିନ୍ଦୀ ଚରଣ ପାଣିଗ୍ରାହୀମାଗୁଣି ଚରଣ ଦାସଉଇକିକଥାଚିନ୍ତାମଣି ମହାନ୍ତିକଟକ ଜିଲ୍ଲାବାଲେଶ୍ୱର ଜିଲ୍ଲାଖ୍ରୀଷ୍ଟ ଧର୍ମଇଣ୍ଡୋନେସିଆଦାମୋଦର ରାଉତଦେବଦୁର୍ଲ୍ଲଭ ଦାସଗୋପାଳ ଚନ୍ଦ୍ର ପ୍ରହରାଜଆଲେକ୍‌ଜାଣ୍ଡର୍ ମହାନପଦ୍ମ ଲୋଚନ ପଣ୍ଡାଶବ୍ଦ (ପଦ)ଉତ୍ତମ ମହାନ୍ତିପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଅଚ୍ୟୁତାନନ୍ଦ ଦାସଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୬୦୨ଗୋପବନ୍ଧୁ ଦାସନଦୀଭଗବତୀ ଚରଣ ପାଣିଗ୍ରାହୀପଞ୍ଚସଖାପଖାଳ ଦିବସରଜକଳିଙ୍ଗ ଯୁଦ୍ଧ୧୭୯୫ବିଭୂତି ପଟ୍ଟନାୟକଉତ୍କଳ ଦିବସ🡆 More