ସପ୍ତମୀ

ଚନ୍ଦ୍ରପକ୍ଷର ସପ୍ତମ ଦିବସ - ଚନ୍ଦ୍ରର ସପ୍ତମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ସପ୍ତମୀକୁ କୃଷ୍ଣା ସପ୍ତମୀ ଓ ଶୁକ୍ଳପକ୍ଷର ସପ୍ତମୀକୁ ଶୁକ୍ଳା ସପ୍ତମୀ କୁହାଯାଇଥାଏ ।

  • ବିଜୟା ସପ୍ତମୀ: କୌଣସି ମାସର ଶୁକ୍ଳପକ୍ଷ ସପ୍ତମୀ ତିଥି ରବିବାରରେ ପଡ଼ିଲେ ସେହିଦିନ ବିଜୟା ସପ୍ତମୀ ହୁଏ ।
  • ବୈଶାଖ ଶୁକ୍ଳ ସପ୍ତମୀ: ଜହ୍ନୂ ସପ୍ତମୀ: ଜାହ୍ନବୀ ବା ଗଙ୍ଗାଙ୍କ ପୂଜା ହୁଏ ।
  • ବୈଶାଖ ଶୁକ୍ଳା ସପ୍ତମୀ: ଶର୍କରା ସପ୍ତମୀ: ସ୍ୱବର୍ଣ୍ଣାଶ୍ୱ ପୂଜା
  • ଭାଦ୍ରବ ଶୁକ୍ଳ ସପ୍ତମୀ: ଲଳିତା ସପ୍ତମୀ: କୁକ୍‌କୁଟୀ ବ୍ରତ
  • ଆଶ୍ୱିନ ଶୁକ୍ଳ ସପ୍ତମୀ: ମହାସପ୍ତମୀ ବା ପୋଥିପୂଜା ସପ୍ତମୀ ବା ନବ ପତ୍ରିକ ସପ୍ତମୀ
  • ମାର୍ଗଶୀର ଶୁକ୍ଳ ସପ୍ତମୀ: ମିତ୍ର ସପ୍ତମୀ
  • ମାଘ ସପ୍ତମୀ: ରଥ ସପ୍ତମୀ, ଆରୋଗ୍ୟ ସପ୍ତମୀ ବା ମାକରୀ ସପ୍ତମୀ ବା ଅରୁଣୋଦୟ ସପ୍ତମୀ ବା ଚନ୍ଦ୍ରଭାଗା ସପ୍ତମୀ ବା ମାଘୀ ସପ୍ତମୀ
  • କଲ୍ୟାଣ ସପ୍ତମୀ
  • ବିଶୋକ ସପ୍ତମୀ
  • କମଳ ସପ୍ତମୀ
  • ମନ୍ଦାର ସପ୍ତମୀ
  • ଶୁଭ ସପ୍ତମୀ

ଆଧାର

Tags:

ତିଥି

🔥 Trending searches on Wiki ଓଡ଼ିଆ:

ପର୍ଫେନାଜାଇନପରୀକ୍ଷାଅଚ୍ୟୁତାନନ୍ଦ ଦାସମନୋରଞ୍ଜନ ଦାସରାଣୀ ଲକ୍ଷ୍ମୀବାଈଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ତ୍ରିପୁରା ମିଶ୍ରମୟୂରଭଞ୍ଜ ଜିଲ୍ଲାନେଲସନ ମଣ୍ଡେଲାଫତୁରାନନ୍ଦସୁନାବେଶଶ୍ରବଣ ( ରାମାୟଣ ର ଚରିତ୍ର )ସରଳା ଦେବୀଓଡ଼ିଆ ସାହିତ୍ୟର ଇତିହାସଫକୀର ମୋହନ ସେନାପତି୨୯ ମାର୍ଚ୍ଚଶ୍ରୀ ଅରବିନ୍ଦକିଶୋରୀ ଚରଣ ଦାସବଳଦ୍ୱିତୀୟ ଭାସ୍କରସିଦ୍ଧାନ୍ତ ମହାପାତ୍ରଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାc3bn4ଭୂମିକମ୍ପଓଡ଼ିଆ ଲିପିସାମାଜିକ ଆନ୍ଦୋଳନପାରମିତା ଶତପଥୀୟୁରୋପସତ୍ୟେନ୍ଦ୍ର ନାଥ ବୋଷ୩୦ ଅପ୍ରେଲଆଜାଦ ହିନ୍ଦ୍ ଫୌଜବିଜ୍ଞାନମଙ୍ଗଳା ମନ୍ଦିରଆପେଣ୍ଡିସାଇଟିସହୃଷୀକେଶ ମଲ୍ଲିକମହୁବିରଳା ମନ୍ଦିର, ହାଇଦ୍ରାବାଦଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମଙ୍ଗଳୁ ଚରଣ ବିଶ୍ୱାଳଗୋଲୋକ ବିହାରୀ ଧଳମହାବିଦ୍ୟା୧୯୮୪ଶାରଳା ପୁରସ୍କାରମନମୋହନ ସାମଲ୨୦ ଅଗଷ୍ଟଖାସି ମାଂସ ତରକାରୀମାଟିର ମଣିଷମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାବିର୍ସା ମୁଣ୍ଡାଦେବୁ ବୋଷଜଳଦେବସ୍ନାନ ପୂର୍ଣ୍ଣିମାତପନ କୁମାର ପ୍ରଧାନଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଆଚାର୍ଯ୍ୟ ହରିହରପ୍ରଧାନ ପୃଷ୍ଠାଦୁର୍ଗା ପୂଜାଚବିଶ ଗୁରୁବିଶ୍ୱ ମ୍ୟାଲେରିଆ ଦିବସକାଶୀ ବିଶ୍ୱନାଥ ମନ୍ଦିରଆରିଷ୍ଟୋଟଲଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ୫ ନଭେମ୍ବରଧନୁ (ରାଶି)ଭୀମ ଭୋଇବଣଭୋଜି ବେଶଦୀପା ସାହୁ (୧୯୮୫ ଜନ୍ମ)ଘରହେମୋଫିଲିଆକୁତାମ ଚଣ୍ଡୀ ମନ୍ଦିରଦଗ୍ଧ🡆 More