ରଥ ସପ୍ତମୀ

ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବେ ପାଳନ କରାଯାଏ ।ସୂର୍ଯ୍ୟ ଦେବତାଙ୍କର ଉପାସନା ଏଇ ଦିନ କରାଯାଏ ।

ରଥ ସପ୍ତମୀ
ରଥ ସପ୍ତମୀ
ସୂର୍ଯ୍ୟ ନିଜ ପତ୍ନୀ ସରନ୍ୟୁ ଓ ଛାୟାଙ୍କ ସହ
ଅନ୍ୟ ନାମମାଘ ସପ୍ତମୀ, ସୂର୍ଯ୍ୟ ଜୟନ୍ତୀ, ଭାନୂ ସପ୍ତମୀ
ପାଳନକାରୀହିନ୍ଦୁ
ତାରିଖମାଘ ଶୁକ୍ଳ ସପ୍ତମୀ
୨୦୨୪ ତାରିଖdate missing (please add)
ସମ୍ପର୍କିତସୂର୍ଯ୍ୟଙ୍କ ପୂଜା ଓ ଉପାସନା

ଅଞ୍ଚଳ

କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି । ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାହା କୃଷ୍ଣ ପାଗୋଡା ଭାବେ ଖ୍ୟାତ ଏହିଠାରେ ଅବସ୍ଥିତ।

ସଂକ୍ଷେପରେ

ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏଥିରେ ଓଡ଼ିଶା ତଥା ଭାରତର ବିଭିନ୍ନ ଦେଶରୁ ଭକ୍ତମାନେ ଏକତ୍ରିତ ହୋଇଥାନ୍ତି । ତା’ଛଡା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏମିତି ମନୋରମ ଉତ୍ସବର ଆନନ୍ଦ ନେବାପାଇଁ ଆସିଥାନ୍ତି । ଏଇ ଦିନ ମହୋଦଧିରେ ସ୍ନାନ ପୂର୍ବକ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ଓ ପ୍ରଣାମ କରନ୍ତି ।

ଆଧାର

Tags:

ମାଘସପ୍ତମୀ

🔥 Trending searches on Wiki ଓଡ଼ିଆ:

ଗୁରୁଦୀନକୃଷ୍ଣ ଦାସଇଣ୍ଡିଆନ ପ୍ରିମିଅର ଲିଗସୀତାକାନ୍ତ ମହାପାତ୍ର୨୫ ମାର୍ଚ୍ଚହୀରାକୁଦ ବନ୍ଧଜର୍ଜ କ୍ୟାଣ୍ଟରପ୍ଲେଗସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନଚନ୍ଦନ ବୋଡ଼ାଇବୋଲା ଭୂତାଣୁ ରୋଗପଳାଶଉଇକିପିଡ଼ିଆ୧୯୬୦ଜିତେନ୍ଦ୍ର ହରିପାଲଛବିଳ ମଧୁ ବର୍ଣ୍ଣବୋଧ୭ ଫେବୃଆରୀଶ୍ରୀ ଅରବିନ୍ଦବିଜୟ ମିଶ୍ର୨ ଅକ୍ଟୋବରପଞ୍ଚଲିଙ୍ଗେଶ୍ୱରଅକ୍ଷୟ ମହାନ୍ତିଅଟଳ ବିହାରୀ ବାଜପେୟୀସଚିନ ତେନ୍ଦୁଲକରକିଶୋରୀ ଚରଣ ଦାସ୧୬୬୨ରାଶି ଓ ନକ୍ଷତ୍ରଦୋହାକୋଷ ଓ ବୌଦ୍ଧ ଗାନ୧୩ ମାର୍ଚ୍ଚ୭ (ସଂଖ୍ୟା)ପାଇକ ବିଦ୍ରୋହଗୋପବନ୍ଧୁ ଦାସ୧ ଜୁଲାଇସଂଯୁକ୍ତା ରାଉତବର କୋଳିଟାଇଫଏଡଫକୀରପୁରଦକ୍ଷିଣ ଆଫ୍ରିକାକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଓଡ଼ିଶାର ପର୍ବପର୍ବାଣି୧୮୩୩ବିଶ୍ୱତାପନଚାଉଳଜର୍ମାନୀଚିନ୍ତାମଣି ବେହେରା୨୦ ମାର୍ଚ୍ଚକେନ୍ଦୁଝର ଜିଲ୍ଲାଓଡ଼ିଆ ଭାଗବତଆଇଭରି କୋଷ୍ଟଅଗସ୍ତ୍ୟଗୋପପୁର (ଗପ ସଙ୍କଳନ)ଆଡ଼ୋବିଜଗନ୍ନାଥଙ୍କ ବେଶକ୍ରସ ସାଇଟ୍ ସ୍କ୍ରିପଟିଂତନ୍ତ୍ରଚେନ୍ନାଇ ଏକ୍ସପ୍ରେସଓଡ଼ିଆ ଚଉତିଶାଉଇକିମିଡ଼ିଆ ମୁଭମେଣ୍ଟ୧୧ ମାର୍ଚ୍ଚଓଡ଼ିଶାର ଲୋକନୃତ୍ୟଯୌନ ଉତ୍ପୀଡ଼ନଉଇକିଡାଟାଓଡ଼ିଆ ସାହିତ୍ୟଗଣନ ସଂଖ୍ୟାଭାଷାବୀଣାପାଣି ମହାନ୍ତି🡆 More