ନବମୀ: ତିଥି

'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଅଷ୍ଟମୀର ପରବର୍ତ୍ତୀ ଓ ଦଶମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ।

  • ଚୈତ୍ର ଶୁକ୍ଳ ନବମୀ: ରାମ ନବମୀ - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ।
    ପାରମ୍ପରିକ ରୀତି ମତେ ନବମୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ରଥଯାତ୍ରା ଲାଗି ରଥ କାଠ ଚିରଟ କାର୍ଯ୍ୟର ଶୁଭାରମ୍ବ ହୋଇ ହୋଇଥାଏ ।
    କାଞ୍ଜିଅଁଳା ଓଷା, ସନ୍ତାନସନ୍ତତି ଥିବା ମହିଳାମାନେ ଷଠୀଦେବୀଙ୍କ ନିକଟରେ ନିଜ ପିଲାମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏ ଉପବାସ କରିଥାନ୍ତି ୤

ଆଧାର

Tags:

ଅଷ୍ଟମୀତିଥିଦଶମୀପକ୍ଷ

🔥 Trending searches on Wiki ଓଡ଼ିଆ:

ଓଧ୨୧୨୦୦୪୨ ଜୁନନାରୀବାଦବାଞ୍ଛାନିଧି ମହାନ୍ତିବର୍ଷା ପ୍ରିୟଦର୍ଶିନୀପଖାଳ ଦିବସ୧୮୬୬ଯୁକ୍ତରାଷ୍ଟ୍ର ଆମେରିକାହନୁମାନ ଜୟନ୍ତୀସିନାପାଲିୟୁ ଟ୍ୟୁବହଂକଂଓଡ଼ିଶାର ସଂସ୍କୃତିକ୍ଲାଉଡ଼ ଟେକ୍ନୋଲୋଜିମେଟ୍ରୋନିଡାଜୋଲଆଲେକ୍‌ଜାଣ୍ଡର୍ ମହାନକଲମ୍ବିଆବିଜୟ ମିଶ୍ରଓଡ଼ିଶାର ଭୂଗୋଳଅଚ୍ୟୁତାନନ୍ଦ ଦାସAnifrolumab୨୦ ଅପ୍ରେଲସତୀ (ହିନ୍ଦୁ ଦେବୀ)ଫିଫା ବିଶ୍ୱକପବଡ଼ଦିନଶିବବେଣୁଧର ରାଉତସୁନନ୍ଦା ଦାସଫୁଲହନୁମାନନଦୀବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଜିନା ସାମଲଗନ୍ଧମାର୍ଦନ୬ ଜୁଲାଇଦୀନକୃଷ୍ଣ ଦାସସାତକଡ଼ି ହୋତାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଆ କଥାଚିତ୍ର ଜଗତପ୍ରାଣୀସାହି ଯାତରଘୁନାଥ ପରିଚ୍ଛାଗୋଦାବରୀଶ ମହାପାତ୍ରହିପୋପୋଟାମସଶୁକ୍ରବାରବିଜୁ ପଟ୍ଟନାୟକକବିସୂର୍ଯ୍ୟ ବଳଦେବ ରଥଉଇକିଅଭିଧାନ୧ ସେପ୍ଟେମ୍ବରମଣିଷଆଣ୍ଟିଅକ୍ସିଡାଣ୍ଟତରଳ ଝାଡ଼ାପ୍ରତିଭା ଶତପଥୀସୌଭାଗ୍ୟ କୁମାର ମିଶ୍ରରମାଦେବୀ ଚୌଧୁରୀମନମୋହନ ସାମଲମୋହନ ଭୋଗସୁଦଶା ବ୍ରତରବି ସିଂସୋମବାରଚନ୍ଦକା ହାତୀ ଅଭୟାରଣ୍ୟ🡆 More