ଷଷ୍ଠୀ

'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ । ଚନ୍ଦ୍ରଙ୍କର ହ୍ରାସ ଓ ବୃଦ୍ଧିଜନିତ ଷଷ୍ଠ କଳାଯୁକ୍ତ ତିଥି । ପଞ୍ଚମୀର ପରବର୍ତ୍ତୀ ଓ ସପ୍ତମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ । ସାଧାରଣତଃ କୃଷ୍ଣପକ୍ଷର ତିଥିମାନଙ୍କରେ ବ୍ରତ ଓ ପୂଜା ଆଦିର ବିଧାନ ନାହିଁ ଶୁକ୍ଳ ଷଷ୍ଠୀରେ ବ୍ରତ, ପୂଜା ଓ ଉପବାସାଦି ବିଧେୟ ।

ପର୍ବପର୍ବାଣି

  • ବୈଶାଖ ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ।
  • ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ: ଆରଣ୍ୟ ଷଷ୍ଠୀ; ବଙ୍ଗଦେଶରେ ଏ ଷଷ୍ଠୀର ନାମ 'ଜାମାଇ ଷଷ୍ଠୀ'
  • ଆଷାଢ଼ ଶୁକ୍ଳ ଷଷ୍ଠୀ: କାର୍ଦ୍ଦମୀ ଷଷ୍ଠୀ ।
  • ଶ୍ରାବଣ ଷଷ୍ଠୀ: ଲୁଣ୍ଠନା ଷଷ୍ଠୀ ।
  • ଭାଦ୍ରବ ଶୁକ୍ଳ ଷଷ୍ଠୀ: ମନ୍ଥନ ଷଷ୍ଠୀ/ ଚପେଟା ଷଷ୍ଠୀ; ଷଠି ଓଷା (ଷଷ୍ଠୀ ଦେବୀଙ୍କପୂଜା) ।
  • ଆଶ୍ୱିନ କୃଷ୍ଣ ଷଷ୍ଠୀ: ଘାଟ ଷଷ୍ଠୀ – ଗଜ ପୂଜା ।
  • ଆଶ୍ୱିନ ଶୁକ୍ଳ ଷଷ୍ଠୀ: ଦୂର୍ଗା ଷଷ୍ଠୀ – ଦୂର୍ଗାଙ୍କର ଶାରଦୀୟା ମହାପୂଜାର ଅଧିବାସ ।
  • କାର୍ତ୍ତିକ ଶୁକ୍ଳ ଷଷ୍ଠୀ: ନାଡ଼ୀ ଷଷ୍ଠୀ – ସ୍କନ୍ଧ ପୂଜା, ଛଠ ପୂଜା
  • ମାର୍ଗଶୀର ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ/ ଓଢ଼ଣ ଷଷ୍ଠୀ/ ଗୁହ ଷଷ୍ଠୀ ।
  • ପୌଷ ଶୁକ୍ଳ ଷଷ୍ଠୀ: ଅନ୍ନ ଷଷ୍ଠୀ – ଲକ୍ଷ୍ମୀ ପୂଜା ।
  • ମାଘ ଶୁକ୍ଳ ଷଷ୍ଠୀ: ଶୀତଳା ଷଷ୍ଠୀ ।
  • ଚୈତ୍ର ଶୁକ୍ଳ ଷଷ୍ଠୀ: ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଧ ଷଷ୍ଠୀ – କାର୍ତ୍ତିକେୟ ପୂଜା ଓ ଉପବାସ ।
    ମତାନ୍ତରେ ଫାଲ୍ଗୁନ କୃଷ୍ଣ ଷଷ୍ଠୀକୁ ସ୍କନ୍ଧ ଷଷ୍ଠୀ ବୋଲାଯାଏ । ଷଷ୍ଠୀରେ ଦେହରେ ତୈଳ ଲଗାଇବା ନିଷିଦ୍ଧ; ଷଷ୍ଠୀରେ ଯାତ୍ରା କଲେ ଲୋକ ବ୍ୟାଧିଯୁକ୍ତ ହୁଏ ଷଷ୍ଠୀ ତିଥିରେ ଜାତ ବ୍ୟକ୍ତି ବିଦ୍ୱାନ୍, ବରିଷ୍ଠ, ଚତୁର, ସୁକୀର୍ତ୍ତି, ପ୍ରଲମ୍ବାହୁ, ବ୍ରଣକୀର୍ଣ୍ଣ ଗାତ୍ର, ସତ୍ୟପ୍ରତିଷ୍ଠ, ଧନପୁତ୍ରଯୁକ୍ତ ଓ ଚିରାୟୁ ହୁଅନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ପୂଜା (ଉପାସନା)ଗୋପିକା ଅନିଲପ୍ରଥମ ବିଶ୍ୱଯୁଦ୍ଧନିତ୍ୟାନନ୍ଦ ମହାପାତ୍ରମହିମା ଧର୍ମହେପାଟାଇଟିସହେମନ୍ତ ଦାସରମାକାନ୍ତ ରଥବାଞ୍ଛାନିଧି ମହାନ୍ତିଓଡ଼ିଆ ରାମାୟଣରାମାୟଣଉପେନ୍ଦ୍ର ଭଞ୍ଜସିରହିନ୍ଦ-ଫତେହଗଡ଼ନମିତା ଅଗ୍ରୱାଲଭାରତୀୟ ଜାତୀୟ କଂଗ୍ରେସଆଳୁ ଭଜାରବି କାନୁନଗୋରତି ରଞ୍ଜନ ମିଶ୍ରରହସ୍ୟସ୍ୱର ବର୍ଣ୍ଣନିରଞ୍ଜନ ପଟ୍ଟନାୟକଚକ୍ରବର୍ତ୍ତୀ ରାଜଗୋପାଳାଚାରୀପାରାଥାଇରଏଡ ଗ୍ରନ୍ଥିଜୀବସାର କସୁନାଜିନା ସାମଲପୃଥିବୀନୀଲ ଆର୍ମଷ୍ଟ୍ରଙ୍ଗ୧ ଜାନୁଆରୀଗଇଁଠାମହାପ୍ରସାଦଧନୁଷ୍ଟଙ୍କାରଜ୍ୟୋତିଷଶାସ୍ତ୍ରଦରବାର (କବିତା)ନବମୀତେଲୁଗୁ ଭାଷାଲକ୍ଷ୍ମୀନାରାୟଣ ସାହୁବନ୍ଦେ ଉତ୍କଳ ଜନନୀଘୁମୁରା ନାଚମଟର ସାଇକେଲଜ୍ଞାନପୀଠ ପୁରସ୍କାରସୀତା ବିବାହସ୍କନ୍ଦ ପୁରାଣଅତ୍ୟୁଚ୍ଚ ମସ୍ତିଷ୍କ ଇଡିମାଇମେଲସାପପୁରୀ ଜିଲ୍ଲାଜାପାନୀ ଭାଷାମାର୍ଟିନ ଲୁଥର କିଙ୍ଗ ଜୁନିଅରଓଡ଼ିଆ ଭାଷାପଶୁପତିହନୁମାନଗଙ୍ଗାଧର ମେହେରସୀତାକାନ୍ତ ମହାପାତ୍ରଦୁର୍ଗାଚାଲ୍ ଟିକେ ଦୁଷ୍ଟ ହବାଆଲାନ ଟ୍ୟୁରିଙ୍ଗ୧୯ ଅପ୍ରେଲଏକା ତୁ ଏକା ମୁଁଜର୍ମାନୀଯୁକ୍ତରାଷ୍ଟ୍ର ଆମେରିକାସାଲେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳକୃଷ୍ଣ ପଟ୍ଟନାୟକଦେବୀପ୍ରସନ୍ନ ପଟ୍ଟନାୟକରାମଶଙ୍କର ରାୟପୃଥିବୀର ବାୟୁମଣ୍ଡଳଓଡ଼ିଆ ଖାଦ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସତ୍ୟବାଦୀ ବନ ବିଦ୍ୟାଳୟ🡆 More