ଦ୍ୱିତୀୟା

'ଦ୍ୱିତୀୟା' ଚନ୍ଦ୍ରପକ୍ଷର ଦ୍ୱିତୀୟ ଦିବସ - ଚନ୍ଦ୍ରର ଦ୍ୱିତୀୟ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ପ୍ରତିପଦର ପରବର୍ତ୍ତୀ ଓ ତୃତୀୟାର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଦ୍ୱିତୀୟାକୁ କୃଷ୍ଣା ଦ୍ୱିତୀୟା ଓ ଶୁକ୍ଳ ପକ୍ଷର ଦ୍ୱିତୀୟାକୁ ଶୁକ୍ଳା ଦ୍ୱିତୀୟା କୁହାଯାଇଥାଏ ।

  • ଆଷାଢ଼ ଶୁକ୍ଳ ଦ୍ୱିତୀୟା: ଜଗନ୍ନାଥଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା
  • ଆଶ୍ୱିନ କୃଷ୍ଣ ଦ୍ୱିତୀୟା: ଗୁପ୍ତ ଗୁଣ୍ଡିଚା
    ଶ୍ରୀମନ୍ଦିରର ଦେବୀପୀଠ ବିମଳା ମନ୍ଦିରରେ ଷୋଳପୂଜା ଆରମ୍ଭରୁ ମହାପ୍ରଭୁଙ୍କୁ ପ୍ରତିନିଧି ମାଧବ ଓ ଦେବୀଙ୍କ ପ୍ରତିନିଧି ଦୁର୍ଗା ରୁନ୍ଧା ହୋଇ ରହିଥାନ୍ତି । ୯ଦିନ ପରେ ଦୁର୍ଗାମାଧବ ଏକତ୍ର ହୋଇ ପାଲିଙ୍କିଯାତ୍ରାରେ ବିଜେ କରନ୍ତି । ଏହି ପାଲିଙ୍କିଯାତ୍ରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ । ଶ୍ରୀମନ୍ଦିରରୁ ବାହାରି ଦୁର୍ଗାମାଧବ ରଥରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି ।

ଆଧାର

Tags:

ତିଥିପ୍ରତିପଦ

🔥 Trending searches on Wiki ଓଡ଼ିଆ:

ଟାଇଫଏଡ୧୯୬୦ହରେକୃଷ୍ଣ ମହତାବଦିବ୍ୟସିଂହ ଦେବବିଜୁ ପଟ୍ଟନାୟକରଘୁନାଥ ମୁର୍ମୁସ୍ୱାମୀ ବିବେକାନନ୍ଦଲାଟିନ ଭାଷାତାଜିକିସ୍ତାନଭୀମ ପୃଷ୍ଟିବିଭୂତି ପଟ୍ଟନାୟକରମାକାନ୍ତ ରଥକଣ୍ଡୋମଯୀଶୁଉଇକିଡାଟାଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରାମଶଙ୍କର ରାୟବର କୋଳିକେନ୍ଦୁଝର ଜିଲ୍ଲାଭଗବତ ଗୀତାଓଡ଼ିଆ ବାହାଘରସୂଚନା ଅଧିକାର ଆଇନ ୨୦୦୫ଏକ୍ସକ୍ୟୁଜ ମି୧୯୩୬ତେଲୁଗୁ ଭାଷାକାର୍ତ୍ତିକ ପୂର୍ଣ୍ଣିମାକଳିଙ୍ଗ ଯୁଦ୍ଧଗଣନ ସଂଖ୍ୟାଆଣ୍ଟୋନ ଚେକୋଭମେକ୍ସିକୋଜହ୍ନଓଡ଼ିଆ ସାହିତ୍ୟର ଇତିହାସହିନ୍ଦୀଓଉକମ୍ପ୍ୟୁଟରକୁଜିବର ପ‌ତ୍ରନିତାଇ ପାଲିତରାଜକିଶୋର ରାୟAsthmaଜର୍ଜ କ୍ୟାଣ୍ଟରନବକଳେବରଉତ୍କଳ ସମ୍ମିଳନୀଜୀବନାନନ୍ଦ ପାଣିହନୁମାନଗୁଡ୍ ବୟସଂସଦୀୟ ଗଣତନ୍ତ୍ରଆଇଭରି କୋଷ୍ଟଅଟିଜିମ୍‌ଶେଉଳରାମବ୍ରାହ୍ମ ସମାଜପଞ୍ଚଲିଙ୍ଗେଶ୍ୱରଇରା ମହାନ୍ତିଯୌନ ଉତ୍ପୀଡ଼ନଜୟଦେବତୋ ପାଇଁ ନେବି ମୁଁ ଶହେ ଜନମଅଖିଳ ମୋହନ ପଟ୍ଟନାୟକପ୍ରମୁଖ ଅବସାଦ ବେମାରୀଭାରତର ଜାତୀୟ ପତାକାକଟକ ଜିଲ୍ଲାତେଜସ୍କ୍ରିୟ କ୍ଷୟନନ୍ଦ କିଶୋର ବଳଚାଉଳଗୋଦାବରୀଶ ମହାପାତ୍ରରୁଦ୍ର ପାଣିଗ୍ରାହୀ🡆 More