ଆଷାଢ଼

ଆଷାଢ଼ା (ପୂର୍ବାଷାଢ଼ା ବା ଉତ୍ତରାଷାଢ଼ା) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସକୁ ଆଷାଢ଼ ମାସ କୁହାଯାଏ। ଏହା ଓଡ଼ିଆ ହିନ୍ଦୁମାନଙ୍କର ତୃତୀୟ ଚାନ୍ଦ୍ରମାନ ମାସ। ଏହାର ପୂର୍ବବର୍ତ୍ତୀ ମାସ ଜ୍ୟୈଷ୍ଠ ଓ ପରବର୍ତ୍ତୀ ମାସ ଶ୍ରାବଣ ଅଟେ। ଏଇ ମାସର କୃଷ୍ଣପକ୍ଷ ଓ ପୂର୍ବବର୍ତ୍ତୀ ଦୁଇ ମାସରେ ଗ୍ରୀଷ୍ମ ଋତୁ ହୁଏ। ଏଇ ମାସର ଶୁକ୍ଳପକ୍ଷ ଓ ପରବର୍ତ୍ତୀ ମାସରେ ବର୍ଷା ଋତୁ ହୁଏ।

ପର୍ବପର୍ବାଣି

ଏହି ମାସର ଋତୁ

ଲୋକ ଭାବନ୍ତି ଯେ ଆଷାଢ଼ ହେଉଛି ବର୍ଷା ଋତୁର ମାସ। ହେଲେ କିନ୍ତୁ ଏଇଟା ସତ ନୁହେଁ। ଏହି ମାସର କୃଷ୍ଣପକ୍ଷରେ ଗ୍ରୀଷ୍ମ ଋତୁ ହୁଏ ଏବଂ ଶୁକ୍ଳପକ୍ଷରେ ବର୍ଷା ଋତୁ ହୁଏ।

କାରଣ ଜ୍ୟୈଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରା ଦିବ୍ୟ ସ୍ନାନ କରନ୍ତି ଯାହାଦ୍ୱାରା ତାଙ୍କୁ ଜ୍ବର ହେଇଯାଏ। ସେଇଲାଗି ପ୍ରକୃତି ରାଗିଯାଏ ଆଉ ଗ୍ରୀଷ୍ମ ହୁଏ।

ପୁଣି ଯେବେ ସେ ଆଷାଢ଼ ଅମାବାସ୍ୟାରେ ଆଖି ଖୋଲନ୍ତି ତେବେ ପ୍ରକୃତି ପ୍ରସନ୍ନ ହୁଏ ଓ ବର୍ଷା ଋତୁ ପ୍ରାରମ୍ଭ ହୁଏ।

Tags:

ଜ୍ୟୈଷ୍ଠଶ୍ରାବଣ

🔥 Trending searches on Wiki ଓଡ଼ିଆ:

ମହିମା ଧର୍ମହୋଲିରିୟା ଦେଚକ୍ରଧର ମହାପାତ୍ରଲଣ୍ଡନରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୋରିଷଗନରିଆହନୁମାନ ଚାଳିଶାଉଇକିମିଡ଼ିଆ ମୁଭମେଣ୍ଟକଳାପାହାଡ଼କଙ୍କାଳବି. ଆର. ଆମ୍ବେଦକରଜ୍ଞାନକୋଷସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଆଚାର୍ଯ୍ୟ ହରିହରଶ୍ରୀରାଧାଶ୍ରାଦ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶାରଳା ପୁରସ୍କାରସୁରେନ୍ଦ୍ର ମହାନ୍ତିରାଜକିଶୋର ରାୟଦାମୋଦର ରାଉତପ୍ରଦୀପ କୁମାର ପାଣିଗ୍ରାହୀପ୍ରତିଭା ଶତପଥୀଭାରତୀୟ ସ୍ୱାଧୀନତା ଆନ୍ଦୋଳନ୧୦ ଅଗଷ୍ଟରାମଚନ୍ଦ୍ର ବେହେରାବ୍ରାଉଜରଖଣ୍ଡାୟତଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜୟ ଜଗନ୍ନାଥସାରଳା ଦାସଓଡ଼ିଆ କଥାଚିତ୍ର ଜଗତକାଳିନ୍ଦୀ ଚରଣ ପାଣିଗ୍ରାହୀହେଲୋ ନେଟୱର୍କପ୍ଲୀହାୟୁରୋପଚିତ୍ତରଞ୍ଜନ ଦାସଦଶାଶ୍ୱମେଧ ଘାଟଚେରୋ ଜାତିସମ୍ବଲପୁର ଜିଲ୍ଲାଆଲେକ୍‌ଜାଣ୍ଡର୍ ମହାନତାରିଣୀ ମନ୍ଦିର, ଘଟଗାଁଜଗନ୍ନାଥ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସ୍ୱିଡେନକେନ୍ଦୁଝର ଗଡ଼ଜାତ ରାଜ୍ୟଲସ ଏଞ୍ଜଲେସ ଲେକର୍ସଅନୁଗୋଳ ଜିଲ୍ଲାପୁରୀ ଜିଲ୍ଲାରାଜ ଯୋଗଦୀନକୃଷ୍ଣ ଦାସରଥଯାତ୍ରାଦଶାବତାରଓଡ଼ିଆ ସାହିତ୍ୟଆସିକାଚୈତ୍ର ମଙ୍ଗଳବାର ଓଷାଏଲିନା ସାମନ୍ତରାୟବୀଣାପାଣି ମହାନ୍ତିପ୍ରତିଭା ରାୟକାନାଡ଼ାଅଭିରାମ ପରମହଂସଗୋପାଳ ଛୋଟରାୟବୈଷ୍ଣବ ଚରଣ ସାମଲବନ୍ଧୁତାଅଦାକଦଳୀବୁଧବାରରାକ୍ଷୀ ବାନ୍ଧିଲି ମୋ ରଖିବ ମାନ🡆 More