କୁରାଳ ପଞ୍ଚମୀ: ଏକ ହିନ୍ଦୁ ପର୍ବ

କୁରାଳ ପଞ୍ଚମୀ (ଓଢ଼ଣ ଷଷ୍ଠୀ ପର୍ବ ନାମରେ ମଧ୍ୟ ଜଣା) ଏକ ହିନ୍ଦୁ ପର୍ବ । କୁରାଳ ପଞ୍ଚମୀ କୁମ୍ଭାରମାନେ ପାଳନ କରିଥାଆନ୍ତି । ମାର୍ଗଶିର ମାସ ପଞ୍ଚମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମ୍ଭାରମାନେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥାଆନ୍ତି । ପୂଜା ପାଞ୍ଚଦିନ ଧରି ଚାଲେ । ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ ।

କୁରାଳ ପଞ୍ଚମୀ
କୁରାଳ ପଞ୍ଚମୀ: ଏକ ହିନ୍ଦୁ ପର୍ବ
କୁରାଳ ପଞ୍ଚମୀରେ କୁମ୍ଭାର ସମ୍ପ୍ରଦାୟଙ୍କଦ୍ୱାରା ପୂଜିତ ଇଷ୍ଟଦେବତା ରୁଦ୍ରପାଳ ଏବଂ ଦେବୀ ରତ୍ନେଶ୍ୱରୀ
ପାଳନକାରୀକୁମ୍ଭାର ସଂପ୍ରଦାୟ
ପ୍ରକାରଧାର୍ମିକ
ବିଶେଷତାଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା
ପର୍ବ ପାଳନପୂଜା, ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ
ତାରିଖମାର୍ଗଶିର ଶୁକ୍ଳ ପଞ୍ଚମୀ - ଶୁକ୍ଳ ନବମୀ
୨୦୨୪ ତାରିଖdate missing (please add)

କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ । କୌରବମାନେ ଜଉଘରେ ପାଣ୍ଡବମାନଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ଜଉଘରର ଏକ ଗୁପ୍ତ ସୁଡ଼ଙ୍ଗ ଥିବା ବିଷୟରେ ବିଦୂର ଶ୍ରୀକୃଷ୍ଣଙ୍କୁ କହିଥିଲେ । ଶ୍ରୀକୃଷ୍ଣ ସେହି ଗୁପ୍ତ ସୁଡ଼ଙ୍ଗର ସୂଚନା ପାଣ୍ଡବମାନଙ୍କୁ ଦେଇଥିଲେ । ଉକ୍ତ ସୁଡ଼ଙ୍ଗ ଦେଇ ପାଣ୍ଡବମାନେ ଆସି କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ, ଯାହାକି ଦ୍ରୁପଦ ରାଜ୍ୟରେ ଅବସ୍ଥିତ । ଅର୍ଜୁନ ମାଛ ଆଖିକୁ ଲାକ୍ଷ ବିନ୍ଧି ଦୌପଦୀଙ୍କୁ ପଞ୍ଚମୀ ଦିନ ବିବାହ କରି କୁମ୍ଭାରଶାଳକୁ ଆସି ହସ୍ତିନା ଫେରିଥିଲେ ।

ଆଧାର

Tags:

ମାର୍ଗଶିରହିନ୍ଦୁ

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ମେହେରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହୃଷୀକେଶ ପଣ୍ଡାନବଗୁଞ୍ଜରପ୍ରସନ୍ନ କୁମାର ପାଟ୍ଟଶାଣୀସୁଭାଷ ଶତପଥୀପାରୁଲ ଯାଦବଏ. ପି. ଜେ. ଅବଦୁଲ କଲାମହନୁମାନ ଚାଳିଶାରଘୁନାଥ ପରିଚ୍ଛାପକ୍ଷଓଡ଼ିଆ ଭାଗବତକିଶୋରୀ ଚରଣ ଦାସୟୁରୋପସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିନଅଙ୍କ ଦୁର୍ଭିକ୍ଷବୌଦ୍ଧ ଧର୍ମଆସନଭାରତୀୟ ସମ୍ବିଧାନଶକ୍ତି ପୀଠଶାନ୍ତନୁ କୁମାର ଆଚାର୍ଯ୍ୟଧରିତ୍ରୀସରସ୍ୱତୀଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଭୂଗୋଳସାମାଜିକ ବିଜ୍ଞାନଓଡ଼ିଶା ସରକାରହନୁମାନନମିତା ଅଗ୍ରୱାଲପଦାର୍ଥଇଟାମାଟି ଗ୍ରାମଅଷ୍ଟ୍ରେଲିଆଓଡ଼ିଆ ସାହିତ୍ୟଗୁଣନଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶବ୍ଦ (ଧ୍ୱନି)କୁଞ୍ଜବିହାରୀ ଦାଶମଧୁସୂଦନ ଦାସୟୁ ଟ୍ୟୁବଭାରତର ସଂସ୍କୃତିହିନ୍ଦୁ ବିବାହ ଅଧିନିୟମ, ୧୯୫୫ଅଖିଳ ମୋହନ ପଟ୍ଟନାୟକଅକ୍ଷୟ ତୃତୀୟାଅନ୍ତରା ଚକ୍ରବର୍ତ୍ତୀଜଳବିଦ୍ୟୁତ୍ଜଗଦୀଶ ମହାନ୍ତିଫିଫା ବିଶ୍ୱକପସୁକୁମାର ସେନଶ୍ରୀରାମ ପଣ୍ଡାବ୍ରାହ୍ମଣଉଇକିକମନ୍ସନନ୍ଦିଘୋଷଜୟ ଜଗନ୍ନାଥବିମ୍ବାଧର କୁଅଁରବୌଦ୍ଧ ଜିଲ୍ଲାବଳଦେବଜୀଉ ମନ୍ଦିରଲୁଣଇଂଲଣ୍ଡଚୈତ୍ରବକ୍ସି ଜଗବନ୍ଧୁମହାବୀର ଜୈନ🡆 More