ନିକିତା କୃସ୍ଚେଭ

ନିକିତା କୃସ୍ଚେଭ ବା ନିକିତା ସର୍ଜେୟେଭିଚ କୃସ୍ଚେଭ (ଇଂରାଜୀ ଭାଷାରେ Nikita Sergeyevich Khrushchev (୧୫ ଏପ୍ରିଲ, ଅନ୍ୟ ଉତ୍ସ ୩ ଏପ୍ରିଲ, ୧୮୯୪ – ୧୧ ସେପ୍ଟେମ୍ବର ୧୯୭୧) ଜଣେ ସୋଭିଏଟ ରାଜନୀତିଜ୍ଞ (Soviet statesman) ଥିଲେ ଯିଏ କମ୍ମ୍ୟୁନିଷ୍ଟ ପାର୍ଟିର (Communist Party of the Soviet Union) ପ୍ରଥମ ସେକ୍ରେଟାରୀ ଭାବରେ ସୋଭିଏଟ ୟୁନିଅନ‌କୁ ଶୀତଳ ଯୁଦ୍ଧ (Cold War) ସମୟରେ କମ୍ମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସେକ୍ରେଟାରୀ (first secretary) ଭାବରେ ସନ ୧୯୫୩ରୁ ୧୯୬୪ ପର୍ଯ୍ୟନ୍ତ ନେତୃତ୍ୱ ଦେଇଥିଲେ ଓ ସନ ୧୯୫୮ରୁ ୧୯୬୪ ପର୍ଯ୍ୟନ୍ତ ସୋଭିଏଟ ୟୁନିଅନର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ଋଷିଆରେ ସ୍ଟାଲିନ ରାଜତ୍ୱର ଅନ୍ତ (de-Stalinization) କରିବାରେ ସେ ଦାୟୀ ଥିଲେ, ସୋଭିଏଟ ସ୍ପେସ ପ୍ରୋଗ୍ରମକୁ ସମର୍ଥନ କରିଥିଲେ ଓ କେତେକ ଅପେକ୍ଷାକୃତ ଘରୋଇ ପଲିସିରେ ଉଦାରତା ପୂର୍ଣ୍ଣ ସୁଧାର ଆଣିଥିଲେ । ସନ ୧୯୬୪ରେ ତାଙ୍କର ପାର୍ଟି ସ‌ହକର୍ମୀମାନେ ତାଙ୍କୁ କ୍ଷମତାଚ୍ୟୁତ କରିଦେଇଥିଲେ ଓ ତାଙ୍କ ବଦଳରେ ଲିଓନିଦ ବ୍ରେଜନେଭଙ୍କୁ (Leonid Brezhnev) ପ୍ରଥମ ସେକ୍ରେଟାରୀ ଓ ଆଲେକ୍ସି କୋସିଜିନଙ୍କୁ (Alexei Kosygin) ପ୍ରଧାନ ମନ୍ତ୍ରୀ ପଦବୀରେ ଅଲଙ୍କୃତ କରେଇଥିଲେ ।

Nikita Khrushchev
Никита Хрущёв
ନିକିତା କୃସ୍ଚେଭ
Khrushchev in 1963
First Secretary of the Communist Party of the Soviet Union
କାର୍ଯ୍ୟକାଳ
14 September 1953 – 14 October 1964
ପୂର୍ବ ଅଧିକାରୀGeorgy Malenkov (de facto)
ପର ଅଧିକାରୀLeonid Brezhnev
Chairman of the Council of Ministers
of the Soviet Union
କାର୍ଯ୍ୟକାଳ
27 March 1958 – 14 October 1964
First Deputies
See list
  • Frol Kozlov
  • Alexei Kosygin
  • Dmitriy Ustinov
  • Lazar Kaganovich
  • Anastas Mikoyan
ପୂର୍ବ ଅଧିକାରୀNikolai Bulganin
ପର ଅଧିକାରୀAlexei Kosygin
ବ୍ୟକ୍ତିଗତ ସବିଶେଷ
ଜନ୍ମ
Nikita Sergeyevich Khrushchev

(1894-04-15)୧୫ ଅପ୍ରେଲ ୧୮୯୪
Kalinovka, Kursk Governorate, Russian Empire
ମୃତ୍ୟୁ୧୧ ସେପ୍ଟେମ୍ବର ୧୯୭୧(1971-09-11) (ବୟସ ୭୭)
Moscow, Russian SFSR, Soviet Union
ଜାତୀୟତାSoviet
ରାଜନୀତିକ ଦଳSoviet Communist Party (1918–1964)
ଜୀବନ ସାଥୀ
  • Yefrosinia Khrushcheva (1914–19, died)
  • Nina Kukharchuk (Khrushcheva) (1923–71, survived as widow)
ସନ୍ତାନ
  • Yulia Khrushcheva (1915–81)
  • Leonid (1917–43)
  • Rada Khrushcheva (1929–2016)
  • Sergei (1935–present)
  • Elena Khrushcheva (1937–72)
ଶିକ୍ଷାନୁଷ୍ଠାନIndustrial Academy
ପୁରସ୍କାରHero of the Soviet Union
Hero of Socialist Labor (thrice)
ସନ୍ତକନିକିତା କୃସ୍ଚେଭ
Military service
ଆନୁଗତ୍ୟSoviet Union
Branch/serviceRed Army
Years of service1941–45
ର‍୍ୟାଙ୍କLieutenant General
କମାଣ୍ଡ୍‌ସSoviet Armed Forces
ଯୁଦ୍ଧWorld War II
Central institution membership
  • 1939–64: Full member, 18th, 19th, 20th, 22nd Presidium
  • 1949–64: 18th, 19th, 20th, 22nd Secretariat
  • 1949–52: 18th Orgburo
  • 1938–39: Candidate member, 17th Politburo
  • 1934–64: Full member, 17th, 18th, 19th, 20th, 22nd Central Committee

Other offices held
  • 1956–64: Chairman, Bureau of the Central Committee of the Russian SFSR
  • 1947–49: First Secretary, Communist Party of Ukraine (Bolsheviks)
  • 1938–47: First Secretary, Communist Party of Ukraine (Bolsheviks)
  • 1949–53: First Secretary, Moscow Regional Committee
  • 1944–47: Chairman, Ukrainian Council of Ministers
  • 1938–47: First Secretary, Kiev Regional Committee
  • 1938–47: First Secretary, Kiev City Committee
  • 1935–38: First Secretary, Moscow Regional Committee
  • 1934–50: First Secretary, Moscow City Committee
Leader of the Soviet Union
  • Stalin/Malenkov (interim)
  • Brezhnev

କୃସ୍ଚେଭଙ୍କ ଜନ୍ମ ଏପ୍ରିଲ ୧୫, ୧୮୯୪ରେ ( ) ହୋଇଥିଲା, ଜନ୍ମସ୍ଥାନ କାଲିନୋଭକା (Kalinovka,) ଯାହା ଏବେକାର କୁର୍ସକ ଓବ୍ଲାସ୍ଟ ନାମରେ ପରିଚିତ ଓ ଉକ୍ରାନିଆନ ସୀମାରେ () ଅବସ୍ଥିତ । ତାଙ୍କ ପିତାମାତାଙ୍କ ନାମ ସର୍ଜେଇ କୃସ୍ଚେଭ ଓ ଜେନିୟା କୃସ୍ଚେଭ ଥିଲା ଓ ସେମାନେ ଋଷିଆର ଗୋଟିଏ ଗରିବ ଚାଷୀ ପରିବାରର ସଦସ୍ୟ ଥିଲେ । ତାଙ୍କର ଯୁବାବସ୍ଥାରେ ସେ ଧାତୁ ଶ୍ରମିକ ଭାବରେ ନିଯୁକ୍ତ ହୋଇଥିଲେ ଓ ଋଷିଆର ଗୃହ ଯୁଦ୍ଧ ସମୟରେ ସେ ରାଜନୀତିକ କମିସାର (political commissar) ହୋଇଥିଲେ । ଲାଜର କାଗାନୋଭିଚଙ୍କ ସାହାଯ୍ୟରେ ସେ ଧୀରେ ଧୀରେ ସୋଭିଏଟ ଶାସନ କଳର ଉପରକୁ ଉଠିଲେ । ଜୋସେଫ ସ୍ଟାଲିନ‌ଙ୍କର (Joseph Stalin's) ଗ୍ରେଟ ପର୍ଜକୁ (purges) ବୈଧ କ‌ହୁଥିଲେ ଓ ହଜାର ହଜାର ଲୋକଙ୍କର ଗିରଫଦାରୀଙ୍କୁ ସମର୍ଥନ କରୁଥିଲେ । ଉକ୍ରେନିଆନ ଏସଏସଆରକୁ ଶାସନ କରିବାକୁ ସ୍ଟାଲିନ କୃସ୍ଚେଭଙ୍କୁ ପଠେଇଥିଲେ ଓ ସେଠାରେ ସେ ପର୍ଜେସ ଚଲେଇଲେ । ସୋଭିଏଟ ୟୁନିଅନର ଗ୍ରେଟ ପାଟ୍ରିଓଟିକ ଯୁଦ୍ଧ (Great Patriotic War (Eastern Front of World War II)) ସମୟରେ କୃସ୍ଚେଭ ପୁନର୍ବାର କମିଶାର ନିଯୁକ୍ତ ହୋଇଥିଲେ ତ‌ଥା ସ୍ଟାଲିନ ଓ ଓ ତାଙ୍କର ଜେନେରାଲଙ୍କ ମଧ୍ୟରେ ଯୋଗସୂତ୍ର କାମ କରୁଥିଲେ । ରକ୍ତାକ୍ତ ସ୍ଟାଲିନ‌ଗ୍ରାଡ ପ୍ରତିରୋଧ (defense of Stalingrad) ସମୟରେ କୃସ୍ଚେଭ ସେଠାରେ ଥିଲେ ଓ ସାରା ଜୀବନ ସେ ଏଥିପାଇଁ ଗର୍ବ ଅନୁଭବ କରୁଥିଲେ । ଯୁଦ୍ଧ ପରେ ସେ ଉକ୍ରେନ ଫେରିଆସିଲେ ଓ ପୁନର୍ବାର ସ୍ଟାଲିନଙ୍କର ଏକ ନିକଟ ଉପଦେଷ୍ଟା ଭାବରେ କାମ କରିବା ନିମନ୍ତେ ଡାକରା ପାଇ ଯାଇଥିଲେ ।

ମାର୍ଚ୍ଚ ୫, ୧୯୫୩ରେ ସ୍ଟାଲିନ‌ଙ୍କ ମୃତ୍ୟୁ ହେବା ପରେ ସୃଷ୍ଟି ହୋଇଥିବା କ୍ଷମତା କନ୍ଦଳରେ ତାଙ୍କର ପ୍ରଥମ ସେକ୍ରେଟାରୀଙ୍କୁ କାଉନସିଲ ଅଫ ମିନିଷ୍ଟରରେ ରଖିବା ପରେ କୃସ୍ଚେଭ ବିଜୟୀ ହୋଇଥିଲେ । ଫେବ୍ରୁଆରୀ ୨୫, ୧୯୫୬ରେ ହୋଇଥିବା ପାର୍ଟି କଂଗ୍ରେସରେ ସେ ଏକ ସିକ୍ରେଟ ସ୍ପିଚ ବା ଗୁପ୍ତ ବକ୍ତବ୍ୟ ଦେଇଥିଲେ ଯେଉଁଥିରେ ସେ ସ୍ଟାଲିନ‌ଙ୍କର ପର୍ଜେସକୁ ସେ ଭର୍ତ୍ସନା କରିଥିଲେ ଓ ଏହା ପରେ ସୋଭିଏଟ ୟୁନିଅନରେ ଏକ ସ୍ୱଳ୍ପ ଅତ୍ୟାଚାରୀ ଯୁଗ ଆରମ୍ଭ କରିଥିଲେ ।

ଆଧାର


Tags:

en:Alexei Kosyginen:Cold Waren:Communist Party of the Soviet Unionen:First Secretary of the Communist Party of the Soviet Unionen:Leonid Brezhneven:Politicianen:Sovieten:de-Stalinizationଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ଚାନ୍ଦ୍ରମାସରବର୍ଟ ହିଲ୍ବିଦ୍ୟାଳୟପରୀକ୍ଷାମାର୍ଚ୍ଚମୟୂରଭଞ୍ଜ ଜିଲ୍ଲାମୁକ୍ତିକାନ୍ତ ମଣ୍ଡଳରତ୍ନାକର ଚଇନିଥାଲକୁଡ଼ିହେପାଟାଇଟିସ ବିସତ୍ୟେନ୍ଦ୍ର ନାଥ ବୋଷମହୁଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଦାଶରଥି ଦାସଜୀବସାର ଗଆନନ୍ଦ ଶଙ୍କର ଦାସଶ୍ରୀଲଙ୍କାର ଭୂଗୋଳକଟକଧରିତ୍ରୀଆରିଷ୍ଟୋଟଲଟିଣପାକ୍ରିଟିନିବଭକ୍ତ ଚରଣ ଦାସକୁଜିବର ପ‌ତ୍ରପ୍ଲୁଟୋଚିଲିକା (କବିତା)ବିଜୁ ପଟ୍ଟନାୟକଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅର୍ଥଶାସ୍ତ୍ରସୀତାକାନ୍ତ ମହାପାତ୍ରଇରା ମହାନ୍ତିଦ୍ୱିତୀୟ ଭାସ୍କରନେପଚୁନବଣ୍ଡ (ଅର୍ଥ)୨୭ ଜୁନଓଡ଼ିଶାକଟକ ଜିଲ୍ଲାଖଞ୍ଜଣିଓଡ଼ିଶାର ଲୋକନୃତ୍ୟଯାଜପୁର ଜିଲ୍ଲାଓଡ଼ିଆ ରାମାୟଣରବୀନ୍ଦ୍ରନାଥ ଠାକୁରରମାକାନ୍ତ ରଥଲକ୍ଷ୍ମୀକାନ୍ତ ମହାପାତ୍ରଲଘିଷ୍ଠ ସାଧାରଣ ଗୁଣିତକମହମ୍ମଦ ମୋକିମ୍ଭାରତଯୁକ୍ତରାଷ୍ଟ୍ର ଆମେରିକାପୂର୍ଣ୍ଣଚ୍ଛେଦବୈଷ୍ଣବ ପାଣିଦଶାବତାରଶ୍ରୀରାଧାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଉଦ୍ଭିଦ ବିଜ୍ଞାନମହାଦେଶସ୍ତନ୍ୟପାୟୀପ୍ରଦୀପ କୁମାର ପାଣିଗ୍ରାହୀବଡ଼ ଏରାଜୟଦେବକଖାରୁ ଫୁଲ ଭଜାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଢଗ ଢମାଳିସ୍ତନନୀଳକଣ୍ଠ ଦାସଉଦୟନାଥ ଷଡ଼ଙ୍ଗୀଅଶ୍ରୁମୋଚନ ମହାନ୍ତି୭୦୧ରଥଗଡ଼ଜାତ କୃଷକ🡆 More