ଧର୍ମର ହେବ ଜୟ: ୨୦୦୫ର ଓଡ଼ିଆ କଥାଚିତ୍ର

ଧର୍ମର ହେବ ଜୟ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ ଓ ସୀତାରାମ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଧର୍ମର ହେବ ଜୟ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସୀତାରାମ ପଟ୍ଟନାୟକ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ବିଜୟ ମହାନ୍ତି
କାଜଲ ମିଶ୍ର
ଜୟୀରାମ ସାମଲ
କୁନା ତ୍ରିପାଠୀ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶଧର୍ମର ହେବ ଜୟ: ଅଭିନୟ, ଗୀତ ଓ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, କାଜଲ ମିଶ୍ର, ଅକ୍ଷୟ ବସ୍ତିଆ, କୁନା ତ୍ରିପାଠୀ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ବସନ୍ତରାଜ ସାମଲ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । କୁମାର ବାପି, ଶୈଳଭାମା ମହାପାତ୍ର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

ଧର୍ମର ହେବ ଜୟ ଅଭିନୟଧର୍ମର ହେବ ଜୟ ଗୀତ ଓ ସଙ୍ଗୀତଧର୍ମର ହେବ ଜୟ ଆଧାରଧର୍ମର ହେବ ଜୟ ବାହାର ଆଧାରଧର୍ମର ହେବ ଜୟ

🔥 Trending searches on Wiki ଓଡ଼ିଆ:

ନିର୍ମଳା (ଉପନ୍ୟାସ)ଜଗନ୍ନାଥ ଦାସହନୁମାନ ଚାଳିଶାଜଗନ୍ନାଥଙ୍କ ବେଶଗଡ଼ଜାତ କୃଷକଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଅଧର ପଟ୍ଟନାୟକଭାରତ ସରକାର୨୦୦୬ଗୋଦାବରୀଶ ମିଶ୍ରରାସାୟନିକ ମୌଳିକରକ୍ତଓଡ଼ିଶାର ଇତିହାସପାଇକ ବିଦ୍ରୋହୟୁ ଟ୍ୟୁବବାରବାଟି ଦୁର୍ଗଶୀତଳ ଷଷ୍ଠୀ ଯାତ୍ରାନାରାୟଣ ସାହୁ୨୦୧୨ଥାଲକୁଡ଼ିକୁଜିବର ପ‌ତ୍ରଜଗନ୍ନାଥକୋଣାର୍କ ସୂର୍ଯ୍ୟ ମନ୍ଦିରଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀନେପଚୁନପ୍ରାଣବନ୍ଧୁ କରବୁଧହେମଲତା ମାନସିଂହବୈଷ୍ଣବ ଚରଣ ସାମଲଫେବୃଆରୀ ୨୮ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫାଇଲେରିଆଦଶାବତାରଉଦ୍ଭିଦ ବିଜ୍ଞାନବ୍ରୁସେଲୋସିସଗାଲୁଆଛାନ୍ଦରାଣୀ ଲକ୍ଷ୍ମୀବାଈଢଗ ଢମାଳିନନ୍ଦନକାନନ ଜୀବ ଉଦ୍ୟାନଓଡ଼ିଶାର ଲୋକନୃତ୍ୟଜଳଶ୍ରୀନିବାସ ରାମାନୁଜନବାଙ୍କୀହାଡ଼ଫୁଟିବସନ୍ତ କୁମାର ଶତପଥୀଜିମି ୱେଲ୍ସଶିବତୃପ୍ତି ଦାସ୭୦୧ଅଷ୍ଟ୍ରେଲିଆପୁଥୁପ୍ପାଲ୍ଲୀ, କୋଟ୍ଟାୟାମଧର୍ମେନ୍ଦ୍ର ପ୍ରଧାନ୧୮ ଅକ୍ଟୋବରଭ୍ୟାକୁମ୍ କ୍ଲିନର୍୧୯୬୧ଜଗନ୍ନାଥ ପ୍ରସାଦ ଦାସସମ୍ବଲପୁର ଜିଲ୍ଲାଇଣ୍ଡିଆନ ପ୍ରିମିଅର ଲିଗଉଇକିପିଡ଼ିଆମାର୍ଚ୍ଚଛବିଳ ମଧୁ ବର୍ଣ୍ଣବୋଧରାମ ନବମୀଜୀବସାର ଗଶ୍ୱେତସାରପ୍ରତିଭା ରାୟବେଣୁଧର ରାଉତ🡆 More