ଧର୍ମର ହେବ ଜୟ: ୨୦୦୫ର ଓଡ଼ିଆ କଥାଚିତ୍ର

ଧର୍ମର ହେବ ଜୟ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ ଓ ସୀତାରାମ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଧର୍ମର ହେବ ଜୟ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସୀତାରାମ ପଟ୍ଟନାୟକ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ବିଜୟ ମହାନ୍ତି
କାଜଲ ମିଶ୍ର
ଜୟୀରାମ ସାମଲ
କୁନା ତ୍ରିପାଠୀ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶଧର୍ମର ହେବ ଜୟ: ଅଭିନୟ, ଗୀତ ଓ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, କାଜଲ ମିଶ୍ର, ଅକ୍ଷୟ ବସ୍ତିଆ, କୁନା ତ୍ରିପାଠୀ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ବସନ୍ତରାଜ ସାମଲ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । କୁମାର ବାପି, ଶୈଳଭାମା ମହାପାତ୍ର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

ଧର୍ମର ହେବ ଜୟ ଅଭିନୟଧର୍ମର ହେବ ଜୟ ଗୀତ ଓ ସଙ୍ଗୀତଧର୍ମର ହେବ ଜୟ ଆଧାରଧର୍ମର ହେବ ଜୟ ବାହାର ଆଧାରଧର୍ମର ହେବ ଜୟ

🔥 Trending searches on Wiki ଓଡ଼ିଆ:

ଗୌତମ ବୁଦ୍ଧମନ୍ଦାରଜନ ଗଣ ମନମେଘମୂଷାକାନୀକାଙ୍ଗାଳି ଚରଣ ପଣ୍ଡାସୀତା ବିବାହଶନିତପସ୍ୱିନୀଅମୃତା ପ୍ରୀତମଗନରିଆଉତ୍କଳ ସାହିତ୍ୟ ସମାଜକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୧୯ ମାର୍ଚ୍ଚମାୟାଧର ମାନସିଂହନିତ୍ୟାନନ୍ଦ ମହାପାତ୍ରଯୋଗଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଅଚ୍ୟୁତ ସାମନ୍ତକବାଟପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଷ୍ଣବ ଚରଣ ସାମଲଚନ୍ଦନ ଯାତ୍ରାଆମ୍ବେଦକର ଜୟନ୍ତୀମହୁମଦବଡ଼ଦିନ ଗଛଶଶିଭୂଷଣ ରାୟସ୍ତନଅବକାଶ ବେଶଚାର୍ମି କୌରଅଭିମନ୍ୟୁ ସାମନ୍ତସିଂହାରକିଶୋରୀ ଚରଣ ଦାସଚନ୍ଦ୍ରଭାନୁ ସିଂହ ଦେଓବିକ୍ରମ କେଶରୀ ଦେଓଉତ୍କଳ ରତ୍ନ ସମ୍ମାନଅମୃତ ଫଳରାଷ୍ଟ୍ରୀୟ ସ୍ୱୟଂସେବକ ସଂଘଲଡୁଠିଆକିଆ ବେଶଷଢ଼େଇଖଳା-ଖରସୁଆଁ ଜିଲ୍ଲାଗୁରୁ ପ୍ରସାଦ ମହାନ୍ତିଆଜ୍‌ମା୧୭୨୫ଜବାହରଲାଲ ନେହେରୁପ୍ରଭାତ ରଞ୍ଜନ ବିଶ୍ୱାଳପ୍ରଧାନ ପୃଷ୍ଠାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବି. ଆର. ଆମ୍ବେଦକରଗୀତଗୋବିନ୍ଦଛେନା ତାଡ଼ିଆଉମେଶଚନ୍ଦ୍ର ସରକାରରାଜେନ୍ଦ୍ର ନାରାୟଣ ସିଂହଦେଓଅଦାବିବାହଓଡ଼ିଶାର କଳାମାନସିକ ସ୍ୱାସ୍ଥ୍ୟନବରାତ୍ରୀପରଶମଣି (ଉପନ୍ୟାସ)ନନ୍ଦିଘୋଷଅନନ୍ତ ପଟ୍ଟନାୟକବୀଣାପାଣି ମହାନ୍ତିଦାଶରଥୀ ଜେନାଶିରିଡ଼ିଚାନ୍ଦବାଲି୨୦୦୬ବିଭୂତି ପଟ୍ଟନାୟକଇଉକାଲିପଟାସ୍🡆 More