୨: ବର୍ଷ

୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

ଶତାବ୍ଦୀ: ଖ୍ରୀ.ପୂ 1st ଶତାବ୍ଦୀ – 1st ଶତାବ୍ଦୀ – 2nd ଶତାବ୍ଦୀ
ଦଶନ୍ଧି: ଖ୍ରୀ.ପୂ ୨୦ ଦଶକ  ଖ୍ରୀ.ପୂ ୧୦ ଦଶକ  ଖ୍ରୀ.ପୂ ୦ ଦଶକ  – ୦ ଦଶକ –  ୧୦ ଦଶକ  ୨୦ ଦଶକ  ୩୦ ଦଶକ
ବର୍ଷ:   ଖ୍ରୀ.ପୂ ୨  ଖ୍ରୀ.ପୂ ୧  ଖ୍ରୀ. ୧ – ଖ୍ରୀ. ୨ –  ଖ୍ରୀ. ୩  ଖ୍ରୀ. ୪  ଖ୍ରୀ. ୫

ସାଂଖ୍ୟିକ ସାର୍ଥକତା

୨: ସାଂଖ୍ୟିକ ସାର୍ଥକତା, ଘଟଣା, ଅଜ୍ଞାତ ତିଥି ଘଟଣା 
The twos of all four suits in playing cards


ପୃଥିବୀର ଅନ୍ୟାନ୍ୟ ଭାଷା ଭଳି, ଭାରତର ପୁରାତନ ସଂସ୍କୃତ ଭାଷାରେ ଯେ କେବଳ ସଂଖ୍ୟା ଓ ବିଶେଷ୍ୟ ପଦର ବହୁବଚନ ଥିଲା ତାହା ନୁହେଁ, ବରଂ ୨ର ସାର୍ଥକତା ପାଇଁ ସମସ୍ତ ବିଶେଷ୍ୟ ପଦର ଏକବଚନ (୧) ରୂପ, ଦ୍ୱିବଚନ (୨) ରୂପ, ଓ ବହୁବଚନ (୨ରୁ ଅଧିକ) ରୂପ ମଧ୍ୟ ଅଛି । ୨ର ସାର୍ଥକତା (୨ଟି ଗୋଡ଼, ୨ଟି ନାକପୁଡ଼ା, ୨ଟି ଆଖି, ୨ଟି ହାତ, ପ୍ରଭୃତି) ହେତୁ ଏହାକୁ ଗୁରୁତ୍ୱପୂର୍ଣ ଭାବେ ଦେଖାଯାଏ ।

ଦୁଇ (, èr) ଚାଇନା ସଂସ୍କୃତିରେ ଏକ ଭଲ ସଂଖ୍ୟି । ଏକ ଚାଇନା କଥା ଅନୁଯାୟୀ, "ଭଲ ଜିନିଷ ହଳ' ଯୋଡାରେ ଆସେ" । ଏକ ଉତ୍ପାଦନରେ ଦୁଇଟି ପ୍ରତୀକ ବ୍ୟବହାର କରିବା ସାଧାରଣ ହୋଇଗଲାଣି, ଉଦାହରଣ ସ୍ୱରୂପ ଦୁଇଟି ଖୁସୀ, ଦୁଇଟି ମୁଦ୍ରା, ଦୁଇଟି ହାତୀ, ପ୍ରଭୃତି । କାଣ୍ଟୋନିଜ ଲୋକମାନେ ୨ ସଂଖ୍ୟାକୁ ପସନ୍ଦ କରନତି, କାରଣ କାଣ୍ଟୋନିଜରେ ଏହା, "ସହଜ" () ଶବ୍ଦ ପରି ଶୁଣାଯାଏ ।

ଫିନଲ୍ୟାଣ୍ଡରେ, ସ୍ୱାଧୀନତା ଦିବସରେ ଦୁଇଟି ମହମବତୀ ଜଳାଯାଏ । ୧୯୭୨ ମସିହା ପୂର୍ବ ଇଣ୍ଡୋନେସିଆ ଓ ମାଳୟର ବନାନରେ, କୁ ଓରାଂ "ମଣିଷ,ଓରାଂ-ଓରାଂ କିମ୍ବା ଓରାଂ୨ "ଲୋକମାନେ" ପ୍ରଭୃତି ହିସାବରେ ବ୍ୟବହାର କରାଯାଉଥିଲା ।

ଜ୍ୟୋତିଷ ଶାସ୍ତ୍ରରେ ବୃଷ ହେଉଛି ଦ୍ୱିତୀୟ ରାଶି ।

ଘଟଣା

ଜାନୁଆରୀ-ମାର୍ଚ୍ଚ

ଅପ୍ରେଲ-ଜୁନ

ଜୁଲାଇ-ସେପ୍ଟେମ୍ବର

ଅକ୍ଟୋବର-ଡିସେମ୍ବର

ଅଜ୍ଞାତ ତିଥି ଘଟଣା

ଜନ୍ମ

ଜାନୁଆରୀ-ମାର୍ଚ୍ଚ

ଅପ୍ରେଲ-ଜୁନ

ଜୁଲାଇ-ସେପ୍ଟେମ୍ବର

ଅକ୍ଟୋବର-ଡିସେମ୍ବର

ମୃତ୍ୟୁ

ଜାନୁଆରୀ-ମାର୍ଚ୍ଚ

ଅପ୍ରେଲ-ଜୁନ

ଜୁଲାଇ-ସେପ୍ଟେମ୍ବର

ଅକ୍ଟୋବର-ଡିସେମ୍ବର

ଆଧାର

Tags:

୨ ସାଂଖ୍ୟିକ ସାର୍ଥକତା୨ ଘଟଣା୨ ଅଜ୍ଞାତ ତିଥି ଘଟଣା୨ ଜନ୍ମ୨ ମୃତ୍ୟୁ୨ ଆଧାରଗ୍ରେଗୋରି ପାଞ୍ଜି

🔥 Trending searches on Wiki ଓଡ଼ିଆ:

ପ୍ରେମଓଡ଼ିଶା ଆଦର୍ଶ ବିଦ୍ୟାଳୟସବ୍ୟସାଚୀ ମିଶ୍ରବିମ୍ବାଧର କୁଅଁରମାସରାକ୍ଷୀ ପୂର୍ଣ୍ଣିମାବି. ଆର. ଆମ୍ବେଦକରଘର ବାହୁଡ଼ାଫୁଲଆଲେକ୍‌ଜାଣ୍ଡର୍ ମହାନଜହ୍ନଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୫ ମାର୍ଚ୍ଚଓଡ଼ିଶାର ଲୋକନୃତ୍ୟଗାଲୁଆପରିସଂଖ୍ୟାନଲକ୍ଷ୍ମୀକାନ୍ତ ମହାପାତ୍ରଅଦାଅଶୋକ (ସମ୍ରାଟ)ହାଡ଼ଫୁଟିବାଘଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ସମ୍ମିଳନୀଭକ୍ତ ଚରଣ ଦାସଗଣନ ସଂଖ୍ୟାଅଭିରାମ ପରମହଂସରଜବକ୍ସି ଜଗବନ୍ଧୁଗାର୍ଗୀ ମହାନ୍ତିଓଡ଼ିଶୀଦୀନକୃଷ୍ଣ ଦାସଗୁଣନମିଳିତ ଜାତିସଂଘମନୋଜ ଦାସପଟ୍ଟଚିତ୍ରଅଖିଳ ନାୟକଯୁକ୍ତରାଷ୍ଟ୍ର ଆମେରିକାଫକୀର ମୋହନ ସେନାପତିଓଡ଼ିଆ ଲିପିଶ୍ରୀନିବାସ ରାମାନୁଜନପୁରୀ ଜିଲ୍ଲାନମିତା ଅଗ୍ରୱାଲକୃଷ୍ଣତରୁଣକାନ୍ତି ମିଶ୍ରଚଉତିଶାମହାଦେଶଓଡ଼ିଶା ବିଧାନ ସଭାଅଣସରଗଙ୍ଗଶିଉଳୀଏସ୍କେରିସିଆ କୋଲାଇମହିଳା ଯୌନାଙ୍ଗ ଛେଦନହନୁମାନ ଚାଳିଶାପ୍ରଥମ ବିଶ୍ୱଯୁଦ୍ଧଭୂମିଜ ଜାତିସମ୍ବଲପୁରୀ ଭାଷାପ୍ରଥମାଷ୍ଟମୀସଞ୍ଜୀବ କୁମାର ମଲ୍ଲିକନାରୀବାଦମାଟିର ମଣିଷ (ଉପନ୍ୟାସ)ଉତ୍କଳ ଦୀପିକାଆସିକାଜର୍ଜ କ୍ୟାଣ୍ଟରଉଇକିମିଡ଼ିଆ ଫାଉଣ୍ଡେସନଜ୍ଞାନପୀଠ ପୁରସ୍କାର🡆 More