ଫିନଲ୍ୟାଣ୍ଡ

ଫିନଲ୍ୟାଣ୍ଡ ଉତ୍ତର ଇଉରୋପରେ ଥିବା ଏକ ଦେଶ।ଏହି ଦେଶଟିର ଆନୁଷ୍ଠାନିକ ନାମ ରିପବ୍ଲିକ ଅଫ୍ ଫିନଲାଣ୍ଡ । ଏହାର ପଶ୍ଚିମରେ ସୁଇଡେନ,ଉତ୍ତରରେ ନରୱେ,ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛନ୍ତି ।ଆୟତନ ଦୃଷ୍ଟିରୁ ଫିନଲ୍ୟାଣ୍ଡ ଇଉରୋପର ଆଠନମ୍ବର ଦେଶ ıଏହାର ଲୋକ ସଂଖ୍ୟାମାତ୍ର ୫୫ ଲକ୍ଷ ମଧ୍ୟରେ ıଫିନଲ୍ୟାଣ୍ଡର ରାଜଧାନୀର ନାମ ହେଲସିଙ୍କି ।

ଫିନଲ୍ୟାଣ୍ଡ
ଫିନଲ୍ୟାଣ୍ଡ ପତାକା
ଫିନଲ୍ୟାଣ୍ଡ
ଫିନଲ୍ୟାଣ୍ଡ ଅବସ୍ଥିତି

ଇତିହାସ

ଦ୍ୱାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ସୁଇଡେନର ଏକ ଅଂଶ ବିଶେଷ ଥିଲା । ପୁଣି ୧୮୦୯ରୁ ୧୯୦୭ପର୍ଯ୍ୟନ୍ତ ଏହା ଋଷିଆ ଅଧୀନରେ ରହିଥିଲା ı ୧୯୧୭ରେ ଏକ ଗୃହଯୁଦ୍ଧ କ୍ରମେ ଋଷିଆ କର୍ତ୍ତୃତ୍ୱରୁ ବାହାରି ଏହା ସ୍ୱାଧୀନ ହେଲା । ୧୯୫୫ରେ ଫିନଲ୍ୟାଣ୍ଡ ଜାତିସଂଘର ସଦସ୍ୟ ଏବଂ ୧୯୯୫ରେ ଇଉରୋପୀୟ ୟୁନିୟନର ସଦସ୍ୟଭାବେ ସ୍ୱୀକୃତି ପାଇଲା ।

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଓ ଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।

ଭାଷା

ଆଧାର

ଅଧିକ ତଥ୍ୟ

Tags:

ଫିନଲ୍ୟାଣ୍ଡ ଇତିହାସଫିନଲ୍ୟାଣ୍ଡ ଭୂଗୋଳଫିନଲ୍ୟାଣ୍ଡ ଧର୍ମଫିନଲ୍ୟାଣ୍ଡ ପ୍ରଶାସନିକ ବିଭାଜନଫିନଲ୍ୟାଣ୍ଡ ଭାଷାଫିନଲ୍ୟାଣ୍ଡ ଆଧାରଫିନଲ୍ୟାଣ୍ଡ ଅଧିକ ତଥ୍ୟଫିନଲ୍ୟାଣ୍ଡଇଉରୋପଇସ୍ତୋନିଆଋଷିଆନରୱେସୁଇଡେନ

🔥 Trending searches on Wiki ଓଡ଼ିଆ:

୮ ଅପ୍ରେଲ୨୦୦୭ଜ୍ୟୈଷ୍ଠମହାଭାରତଫକୀର ମୋହନ ସେନାପତିଶୈଳବାଳା ଦାସ୧ ସେପ୍ଟେମ୍ବରସତୀ (ହିନ୍ଦୁ ଦେବୀ)ମଧୁସୂଦନ ରାଓଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଶାବେଲମଙ୍ଗଳା ମନ୍ଦିରଗୁଣନ୫ ମଇ୧୮୬୬ଜଗନ୍ନାଥ ମନ୍ଦିରବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହିମା ଧର୍ମଇଣ୍ଟରନେଟଶାରଳା ପୁରସ୍କାରଖପୁରୀ କଣା ଅସ୍ତ୍ରୋପଚାରନରେନ୍ଦ୍ର ମୋଦୀ୨ ଜୁନସୁନା୨୭ ଅପ୍ରେଲଭଦଭଦଳିଆନୃସିଂହ ଚରଣ ପଣ୍ଡାଧାତୁଜ୍ଞାନକୋଷଶୁକ୍ରଫାଲଗୁନମହମ୍ମଦଶେଷ ଶ୍ରାବଣଆଚାର୍ଯ୍ୟ ହରିହରଲୋକ ସଭାଇଂରାଜୀ ଭାଷାମହାତ୍ମା ଗାନ୍ଧୀପ୍ରାଣକୃଷ୍ଣ ପରିଜାପୁରୀଗୋପାଳ ଛୋଟରାୟକେନ୍ଦୁଝର ଜିଲ୍ଲାନନ୍ଦ କିଶୋର ବଳପ୍ରସନ୍ନ କୁମାର ପାଟ୍ଟଶାଣୀଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତୁଷାରକାନ୍ତି ବେହେରାବୈକୁଣ୍ଠନାଥ ପଟ୍ଟନାୟକତ୍ରିକୋଣମିତିପୋଙ୍ଗଲଦୀପକ ମିଶ୍ରଓଡ଼ିଆ ସାହିତ୍ୟର ଇତିହାସନୃସିଂହବିଜୟ ମିଶ୍ରପଣା ସଂକ୍ରାନ୍ତିରମାଦେବୀ ଚୌଧୁରୀଧର୍ମକଳାପାହାଡ଼ସଂସଦୀୟ ଗଣତନ୍ତ୍ରଅଶ୍ୱିନୀ କୁମାର ଘୋଷ୧୭୯୫ନକ୍ସଲବାଦଓଟାୱାଅଭିମନ୍ୟୁ ସାମନ୍ତସିଂହାରବଳଦେବଜୀଉ ମନ୍ଦିର🡆 More