ଗଗନଦୀପ କୌର

ଗଗନଦୀପ କୌର (ଜନ୍ମ -୧୯୯୪ ) ଜଣେ ଭାରତୀୟ ମହିଳା ଅର୍ଚର । ସେ ଭାରତର ପଞ୍ଜାବ ରାଜ୍ୟରୁ  ମହିଳା ଆର୍ଚରିରେ ଆନ୍ତର୍ଜାତିକ ପଦକ ଜିତିଥିବା ପ୍ରଥମ ମହିଳା ।ସେ ସାଥି ଅର୍ଚର ଝାନୁ ହାସଡା , ଭାଗ୍ୟବତୀ ଚାନୁଙ୍କ ସହ ମହିଳା ଦଳଗତ ପ୍ରତିଯୋଗିତାରେ ମାଲେସିଆ  ମହିଳା ଦଳକୁ ପରାସ୍ତ କରିଥିଲେ । ତାଙ୍କୁ ଏଥିପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ତରଫରୁ 2 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେ 2010 ମସିହା ଦିଲ୍ଲୀଠାରେ ହେଇଥିବା କମନୱେଲ୍‌ଥ ଗେମରେ ଭାରତ ପାଇଁ ଅର୍ଚେରୀରେ ପ୍ରତିଯୋଗିତା କରିଥିଲେ । ସେ ୨୦୧୧ ମସିହାରେ ଚୀନର ଶେଞ୍ଝେନଠାରେ ମଧ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ । 

ଗଗନଦୀପ କୌର 
ଗଗନଦୀପ କୌର
ଜନ୍ମ୧୯୯୪ 
ପାଟିଆଲା , ପଞ୍ଜାବ 
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ 
ବୃତ୍ତିଆର୍ଚର 

ଆଧାର 

Tags:

ଚୀନପଞ୍ଜାବଭାରତମାଲେସିଆ

🔥 Trending searches on Wiki ଓଡ଼ିଆ:

ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଅଶ୍ରୁମୋଚନ ମହାନ୍ତିଓଡ଼ିଶା ପ୍ରିମିଅର ଲିଗଦାଶରଥି ଦାସଦ୍ୱିତୀୟ ଭାସ୍କରକୃଷ୍ଣପ୍ରସାଦ ମିଶ୍ରସଂକ୍ରାନ୍ତିଜନ୍ମ ନିରୋଧଟୁକୁନି ସାହୁମନୋଜ କୁମାର ମିଶ୍ରନବଗୁଞ୍ଜରଜନ ଗଣ ମନକାଞ୍ଚି ଅଭିଯାନଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାକ୍ରିଟିନିବଗୋଦାବରୀଶ ମିଶ୍ରରାମାୟଣଚାନ୍ଦ୍ରମାସଖଡ଼ଗପୁରରାଧାନାଥ ରାୟ୦ (ସଂଖ୍ୟା)ଟାହିଆଲାଗି ବେଶକଣ୍ଡୋମପ୍ରାଣକୃଷ୍ଣ ପରିଜାଅଷ୍ଟ୍ରିଆ୭ (ସଂଖ୍ୟା)ଛାରପୋକସରୋଜିନୀ ସାହୁଆଶୁତୋଷ ପରିଡ଼ାବିନ୍ଦୁନେମାଳନୋବେଲ ପୁରସ୍କାରଶଙ୍କରାଚାର୍ଯ୍ୟ୨୬ ଅପ୍ରେଲଆନ୍ଧ୍ର ପ୍ରଦେଶପ୍ରତାପରୁଦ୍ର ଦେବରସଗୋଲାପଲଉଭାରତୀୟ ସ୍ୱାଧୀନତା ଆନ୍ଦୋଳନଶାନ୍ତନୁ କୁମାର ଆଚାର୍ଯ୍ୟସମ୍ବଲପୁରଆନନ୍ଦ ଶଙ୍କର ଦାସଗଣ୍ଡାଭୂଗୋଳପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚିନ୍ତାମଣି ବେହେରାମେସିନ ଲର୍ଣ୍ଣିଙ୍ଗ୍ରୋହିତ ଶର୍ମାକାଳିନ୍ଦୀ ଚରଣ ପାଣିଗ୍ରାହୀଶତ୍ରୁଘ୍ନ ପାଣ୍ଡବଭାରତର ସଂସଦସମର ସଲିମ ସାଇମନସୂଚନା ପ୍ରଯୁକ୍ତିବିଦ୍ୟାଭକ୍ତ ଚରଣ ଦାସସୁଇଜରଲ୍ୟାଣ୍ଡ୧୦୫୪କଳାପାହାଡ଼ରାଜାରାଣୀ ମନ୍ଦିରରାମ ନବମୀଅନ୍ନଦା ଶଙ୍କର ରାୟଶାରଳା ପୁରସ୍କାରବିଶ୍ୱ ଏଡ୍‌ସ ଦିବସଓଡ଼ିଶୀ ସଙ୍ଗୀତପ୍ଲୁଟୋମୟୂରବନ୍ଦେ ଉତ୍କଳ ଜନନୀତିଳ ଚତୁର୍ଥୀମଧୁସୂଦନ ରାଓକୃଷ୍ଣଚନ୍ଦ୍ର ପାଣିଗ୍ରାହୀମ୍ୟାଲେରିଆରାଜନୀତି ବିଜ୍ଞାନ🡆 More