ଖଲିଆକାନୀ

]

ଖଲିଆକାନୀ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ପଞ୍ଚାୟତ ସମିତିଗୋଲାମୁଣ୍ଡା
ଗ୍ରାମ ପଞ୍ଚାୟତଖଲିଆକାନୀ
ତହସିଲଗୋଲାମୁଣ୍ଡା
Time zoneIST (+୫.୩୦)
ଡାକ କୋଡ଼
୭୬୬୦୧୫
Area code୦୬୬୭୨
ଯାନବାହାନ ପଞ୍ଚୀକରଣOD-08

ଖଲିଆକାନୀ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ

ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣାଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର

Tags:

ଖଲିଆକାନୀ ଗମନାଗମନଖଲିଆକାନୀ ଶିକ୍ଷାଖଲିଆକାନୀ ସଂସ୍କୃତିଖଲିଆକାନୀ ଆଧାରଖଲିଆକାନୀ

🔥 Trending searches on Wiki ଓଡ଼ିଆ:

ରାଜକିଶୋର ପଟ୍ଟନାୟକମାଲକାନଗିରି ଜିଲ୍ଲାହନୁମାନରାଧାନାଥ ରାୟଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରଣବ ପ୍ରକାଶ ଦାସତମନ୍ନା ବ୍ୟାସହାଡ଼ଫୁଟିଓଡ଼ିଆ ସାହିତ୍ୟବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟିଣଟାହିଆଲାଗି ବେଶଶିଶୁ ଅନନ୍ତ ଦାସମାୟାଧର ମାନସିଂହଗୋଲୋକ ବିହାରୀ ଧଳସୌରୀନ୍ଦ୍ର ବାରିକରାଣୀ ଲକ୍ଷ୍ମୀବାଈତିଳ ଚତୁର୍ଥୀମଧୁସୂଦନ ରାଓ୨୯ ମାର୍ଚ୍ଚତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୪ ଇଡିଅଟସ୍ଖାରବେଳନୋବେଲ ପୁରସ୍କାରଶାସ୍ତିପ୍ରତାପରୁଦ୍ର ଦେବବାଇଶି ପାହାଚବୈକୁଣ୍ଠନାଥ ପଟ୍ଟନାୟକଜ୍ୟୋତିର୍ଲିଙ୍ଗଚୈତନ୍ୟଛାନ୍ଦବିଜୟ ମିଶ୍ରପଠାଣି ସାମନ୍ତଅକ୍ଷାଂଶଇଣ୍ଟରନେଟଜାହାଙ୍ଗୀରଚାଟ୍ ଜିପିଟିଓଡ଼ିଆ କବି ମାନଙ୍କର ତାଲିକାଇତିହାସଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଜୟନ୍ତ ପଣ୍ଡାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଖିଲିପାନ୧୭୪୬ମଇ ଦିବସରାମଚନ୍ଦ୍ର ବେହେରାସମ୍ବଲପୁରବସନ୍ତ କୁମାର ଶତପଥୀଦ୍ଵାରକାଧୀଶ ମନ୍ଦିରବିରଜା ମନ୍ଦିରରୋହିତ ଶର୍ମାଭୁବନେଶ୍ୱରୟୁ ଟ୍ୟୁବଆରିଷ୍ଟୋଟଲମାଲେସିଆ୧୯୦୫ରାଜନୀତି ବିଜ୍ଞାନଟମ୍ ଖା କାଇ୨୧ଭଣ୍ଡ ଗଣେଶସତୀ (ହିନ୍ଦୁ ଦେବୀ)ମୁକ୍ତିକାନ୍ତ ମଣ୍ଡଳଅଂଶୁଘାତପର୍ଫେନାଜାଇନରବର୍ଟ ହିଲ୍କୋଣାର୍କଉଇକିପିଡ଼ିଆ ସମୂହର ତାଲିକାଶ୍ରାଦ୍ଧପକ୍ଷମାଁ ପୀତାମ୍ବର ମନ୍ଦିର🡆 More