ଓସ୍ତ

ଓସ୍ତ ବା ଅଶ୍ୱତ୍ଥ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଓଡ଼ିଶାର ରାଜ୍ୟ ବୃକ୍ଷ ।

ଅଶ୍ୱତ୍ଥ (ଓସ୍ତ)
ଓସ୍ତ
ଅଶ୍ୱତ୍ଥ ଗଛର ଗଣ୍ଡି ଓ ପତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Rosales
କୁଳ: Moraceae
ପ୍ରଜାତି: Ficus
ଜାତି: F. religiosa
ବାଇନୋମିଆଲ ନାମ
Ficus religiosa

ବିବିଧ ଭାରତୀୟ ପ୍ରାଦେଶିକ ନାମ

ଏହି ଗଛ ତଳେ ବୁଦ୍ଧ ବୁଦ୍ଧତ୍ୱ ଲାଭ କରିଥିବା ହେତୁ ଏହାକୁ ବୋଧିଦ୍ରୁମ ମଧ୍ୟ କୁହାଯାଏ । ତେବେ ଅନ୍ୟାନ୍ୟ ଭାଷାନୁସାରେ କିଛି ଉଲ୍ଲେଖଯୋଗ୍ୟ ନାମଗୁଡ଼ିକ ହେଲା:

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଓସ୍ତ, ଅଶ୍ୱତ୍ଥ
ସଂସ୍କୃତ ପିପ୍ପଳ, ଚଳଦଳ, ଅଶ୍ୱଥି, ବୋଧିଦ୍ରୂମ, ଗଜାସନ ଓ ଚଳପତ୍ର
ହିନ୍ଦୀ ପିପ୍ପଳ
ତେଲୁଗୁ କୁଳୁଦିରୁ, ଚେଟ୍ଟୁ, ଇଚ୍ଚେଟୁ
ବଙ୍ଗଳା ଅଶୋଥି

ଶାସ୍ତ୍ରୋକ୍ତ ଗୁଣ

ଓସ୍ତ 
ମହାବୋଧି ଦେଉଳରେ ଥିବା ବୋଧି (ଓସ୍ତ)ବୃକ୍ଷ

କଷାୟ ରସ, ଗୁରୁପାକ, ପିତ୍ତଘ୍ନ, ଶୀତବୀର୍ଯ୍ୟ, ବର୍ଣକାକର ତଥା ଶ୍ଳେଷ୍ମ, କଫ, ବ୍ରଣ, କ୍ଷତ, ରକ୍ତବିକୃତି, ଗଳକ୍ଷତ, ମୁଖକ୍ଷତ, ଦନ୍ତପୀଡ଼ା, ଯୋନିରୋଗ ଓ ପ୍ରମେହ ଆଦି ରୋଗର ନିବାରକ ।

ଅମଙ୍ଗଳ ଦୂର ହେବ ବୋଲି ଆଶାକରି ଅନେକ ଲୋକ ଏହି ଗଛ ମୂଳରେ ପ୍ରତ୍ୟହ ଧୂପ ଓ ଦୀପ ପ୍ରଦାନ କରିଥାନ୍ତି ।

ଆଧାର

ଅଧିକ ତଥ୍ୟ

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
  • Sacred fig description
  • Benefits of Peepal
  • Entry on Bodhi Tree in the Buddhist Dictionary of Pali Proper Names
  • ଓସ୍ତ  "article name needed. Encyclopædia Britannica Eleventh Edition (11th ed.). 1911.
  • ଓସ୍ତ  "Peepul" . Encyclopedia Americana. 1920.

Tags:

ଓସ୍ତ ବିବିଧ ଭାରତୀୟ ପ୍ରାଦେଶିକ ନାମଓସ୍ତ ଶାସ୍ତ୍ରୋକ୍ତ ଗୁଣଓସ୍ତ ଆଧାରଓସ୍ତ ଅଧିକ ତଥ୍ୟଓସ୍ତ

🔥 Trending searches on Wiki ଓଡ଼ିଆ:

ଡାକ ମୁନସୀଆଉରଙ୍ଗଜେବଗୀତଗୋବିନ୍ଦପୂର୍ଣ୍ଣଚ୍ଛେଦନେମାଳମୟୂରମାଟିର ମଣିଷକଟକଓଡ଼ିଶାର ସଂସ୍କୃତିଯୌନ ଉତ୍ପୀଡ଼ନକୋଣାର୍କଖାରବେଳମହାତ୍ମା ଗାନ୍ଧୀଫେବୃଆରୀମହାବିଦ୍ୟାରାୟଗଡ଼ା ଜିଲ୍ଲାସରୋଜିନୀ ସାହୁଭାରତୀୟ ସଂଖ୍ୟା ପ୍ରଣାଳିଉତ୍ତମ ମହାନ୍ତିଲକ୍ଷ୍ମୀନାରାୟଣ ସାହୁଉଇକିଅଭିଧାନଆନ୍ତର୍ଜାତିକ ମହିଳା ଦିବସମହାରାଷ୍ଟ୍ରସୋନପୁର ରାଜ୍ୟବିଭୂତି ପଟ୍ଟନାୟକଗୋଲୋକ ବିହାରୀ ଧଳଭାରତର ସଂସ୍କୃତିଓଡ଼ିଶୀ ସଙ୍ଗୀତବ୍ରଜନାଥ ରଥପୁରୀ୧୭୪୬ସମ୍ବଲପୁରହୃଷୀକେଶ ମଲ୍ଲିକପାକ୍ରିଟିନିବରାଶି ଓ ନକ୍ଷତ୍ରଭଦଭଦଳିଆକୋଚିଲାରବର୍ଟ ହିଲ୍ଓଡ଼ିଆ ସାହିତ୍ୟର ଇତିହାସଶନିବାରମହାଦେଶଗୋପୀନାଥ ମହାନ୍ତିଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶୈଳବାଳା ଦାସଶରତ କୁମାର ମହାନ୍ତିଲକ୍ଷ୍ମୀଏମିସ ଲୋକଅର୍ଚ୍ଚିତା ସାହୁଜିନା ସାମଲଲିମାମଇ ଦିବସଅଖିଳ ମୋହନ ପଟ୍ଟନାୟକଶ୍ରୀଶାସ୍ତି (ଓଡ଼ିଆ କଥାଚିତ୍ର)ଜୟୀ ରାଜଗୁରୁଶେୟାର ବଜାରଦୀପା ସାହୁ (୧୯୮୫ ଜନ୍ମ)ଭାରତୀୟ ସମ୍ବିଧାନସୁରେନ୍ଦ୍ର ମହାନ୍ତିରାଜ୍ୟ ସଭାସୋନାଲ ମାନସିଂହ୭ (ସଂଖ୍ୟା)ଉତ୍କଳ ଦିବସଆମ୍ବସମୀର ରଞ୍ଜନ ଦାଶ୨୭ ଜୁନଚିତ୍ତରଞ୍ଜନ ତ୍ରିପାଠୀଲସି🡆 More