ଭାଷା

ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।

ଭାଷା
ମେକ୍ସିକୋର ଟିଓଟିହୁଆକାନରେ ଏକ ମୂର୍ତି (ଖ୍ରୀଷ୍ଟପୂର୍ବ 200 ଖ୍ରୀଷ୍ଟାବ୍ଦ) ଜଣେ ବ୍ୟକ୍ତିଙ୍କ ମୁଖରୁ ଏକ ବକ୍ତବ୍ୟ ସ୍କ୍ରୋଲ୍ ନିର୍ଗତ କରୁଥିବା ଚିତ୍ରଣ କରିଥାଏ, ଯାହା ବକ୍ତବ୍ୟର ପ୍ରତୀକ
ଭାଷା
କ୍ୟୁନିଫର୍ମ ହେଉଛି ଲିଖିତ ଭାଷାର ପ୍ରଥମ ଜଣାଶୁଣା ରୂପ, କିନ୍ତୁ କଥିତ ଭାଷା ଅତିକମରେ ଦଶହଜାର ବର୍ଷ ଲେଖାକୁ ପୂର୍ବାନୁମାନ କରେ
ଭାଷା
ଆମେରିକୀୟ ସଙ୍କେତ ଭାଷା ଶିଖୁଥିବା ଦୁଇ ଯୁବକ ଯୁବତୀ
ଭାଷା
ବ୍ରେଲି ଲେଖା ଭାଷାକୁ ଏକ କ ile ଶଳ ରୂପରେ ପ୍ରତିନିଧିତ୍ୱ କରେ

ମଣିଷ ଭାଷା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସର୍ଜୀବଙ୍କ ମଧ୍ୟରେ ସ୍ୱତନ୍ତ୍ର । ଏହାର ଜଟିଳ ଗଠନ ଶୈଳୀ ଭାବ ପ୍ରକାଶ ପାଇଁ ଏକ ବୃହତ୍ତର କ୍ଷେତ୍ର ଯୋଗାଇଥାଏ ଯାହାକି ବର୍ତ୍ତମାନ ସୁଦ୍ଧା ଜଣାଥିବା ସମସ୍ତ ପ୍ରାଣୀମାନଙ୍କ ଯୋଗାଯୋଗ ପ୍ରଣାଳୀ ଅପେକ୍ଷା ଉତ୍କୃଷ୍ଟ । ଏହି ପ୍ରାଣୀ-ଯୋଗାଯୋଗ ପ୍ରଣାଳୀ ସାଧାରଣତଃ ମନୁଷ୍ୟ ଭଳି ସାମାଜିକ ନହୋଇ ଅନୁବଂଶୀୟ ହୋଇଥାଏ ।

== ସଂଜ୍ଞା ପ୍ରକରଣ == ମନୁଷ୍ଯର ମୁଖନିଃସୃତ ସାର୍ଥକ ଧ୍ୱନିମାନଙ୍କ ସମାହାରକୁ ଭାଷା କୁହାଯାଏ ।

ଉତ୍ପତି

ଭାଷା ବିଜ୍ଞାନ

ଐତିହାସିକ, ତୁଳନାତ୍ମକ, ବର୍ଣ୍ଣନାତ୍ମକ, ବ୍ୟାବହାରିକ, ବ୍ୟାକରଣଗତ କିମ୍ବା ଅର୍ଥଗତ ଭାଷା ସମ୍ବନ୍ଧୀୟ ଯେକୌଣସି ଆଲୋଚନାକୁ ଆମେ ଭାଷାତତ୍ତ୍ୱର ଅନ୍ତର୍ଗତ ବୋଲି ଧରିନେଉ । ଭାଷା ଆଲୋଚନା କ୍ଷେତ୍ରରେ ଇଂରାଜୀ ଭାଷାରେ ଫିଲଲଜି ଓ ଲିଙ୍ଗୁଇଷ୍ଟିକସ୍ ବୋଲି ଦୁଇଟି ଶବ୍ଦ ପ୍ରଚଳିତ । ପୂର୍ବରୁ ସେମାନଙ୍କଦ୍ୱାରା ସୂଚିତ ଅର୍ଥରେ ବିଶେଷ ବ୍ୟବଧାନ ଥିବା ପରି ମନେହେଉନଥିଲା । ଅନ୍ତତଃ ଭାରତବର୍ଷରେ ଆମ୍ଭେମାନେ ଦୁଇଟିଯାକ ଶବ୍ଦକୁ ଏକପ୍ରକାର ଅର୍ଥରେ ବ୍ୟବହାର କରୁଥିଲୁ । ଏବେ କିନ୍ତୁ ସେମାନଙ୍କୁ ଦୁଇଟି ସ୍ୱତନ୍ତ୍ର ଅର୍ଥରେ ବ୍ୟବହାର କରାଯାଉଛି । ସେଥିପାଇଁ ଓଡ଼ିଆ ଭାଷାରେ "ଫିଲଲଜି" ପାଇଁ "ଭାଷାଜ୍ଞାନ" ଓ "ଲିଙ୍ଗୁଇଷ୍ଟିକସ୍" ପାଇଁ "ଭାଷାବିଜ୍ଞାନ" ଶବ୍ଦ ରଖିବା ଆବଶ୍ୟକ ହୋଇଛି ।

ଗଠନ

ଧ୍ୱନି ଓ ସଂକେତ

ବ୍ୟାକରଣ

ବିବିଧତା

ଅଧିକ ଦେଖନ୍ତୁ

  1. ବାଗ୍ ଯନ୍ତ୍ର
  2. ସ୍ୱର
  3. ବ୍ୟଞ୍ଜନ
  4. ସିଲେବ୍ଲ ବା ଅକ୍ଷର

ଆଧାର

ବାହାର ଲିଙ୍କ

Tags:

ଭାଷା ଉତ୍ପତିଭାଷା ବିଜ୍ଞାନଭାଷା ଗଠନଭାଷା ବିବିଧତାଭାଷା ଅଧିକ ଦେଖନ୍ତୁଭାଷା ଆଧାରଭାଷା ବାହାର ଲିଙ୍କଭାଷା

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ରାଓଗୋବିନ୍ଦ ତ୍ରିପାଠୀ୧୪ ଅଗଷ୍ଟବରଗଡ଼ ଜିଲ୍ଲାଗୋପାଳକୃଷ୍ଣ ପଟ୍ଟନାୟକବିଭୂତି ପଟ୍ଟନାୟକବନମାଳୀ ଦାସଶୁକ୍ରବାରମହେନ୍ଦ୍ର ସିଂହ ଧୋନିଓଡ଼ିଶାର ସଂସ୍କୃତିକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆଠଗଡ଼ ଗଡ଼ଜାତ ରାଜ୍ୟଇତିହାସ୨୪ ଅକ୍ଟୋବରପୃଥିବୀଆଲାପ୍ପୁଝାଭଗବତ ଗୀତାଦାସକାଠିଆ୨୭ ଅପ୍ରେଲମୋଗଲ ସାମ୍ରାଜ୍ୟବସନ୍ତ କୁମାରୀ ପଟ୍ଟନାୟକଚିନ୍ତାମଣିଶ୍ୱର ଶିବ ମନ୍ଦିରସ୍ୱାମୀ ବିବେକାନନ୍ଦଓଡ଼ିଆ ନବବର୍ଷତପସ୍ୱିନୀବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)ରବି ପଟ୍ଟନାୟକକାହ୍ନୁଚରଣ ମହାନ୍ତିଉଇକିମିଡ଼ିଆ ମୁଭମେଣ୍ଟଧର୍ମଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମସରୋଜିନୀ ନାଇଡୁପଦ୍ମ ଫୁଲଓଡ଼ିଆ ଲିପିତାରିଣୀ ଚରଣ ପାତ୍ରଜଗତ(ଜୀବବୀଜ୍ଞାନ)ପ୍ରସନ୍ନ କୁମାର ପାଟ୍ଟଶାଣୀଏକାଦଶୀମଟର ସାଇକେଲସୁରେଶ କୁମାର ରାଉତରାୟବର୍ଷାଇଣ୍ଟରନେଟଗଞ୍ଜାମ ଜିଲ୍ଲାସ୍ତନସଖୀ କଣ୍ଢେଇ ନାଚପୁନମ ମିଶ୍ର୬ ସେପ୍ଟେମ୍ବରକାନାଡ଼ା୨୦୦୫ସୁଭାଷ ଚନ୍ଦ୍ର ବୋଷସୀତା ବିବାହଭାରତୀୟ ସମ୍ବିଧାନ୨୨ ଅକ୍ଟୋବରଜୈନବାଦଲିଙ୍ଗରାଜ ମନ୍ଦିରପ୍ରଧାନ ପୃଷ୍ଠା୧୧୮ବିଜୁ ପଟ୍ଟନାୟକଚଣ୍ଡୀଖୋଲମାଳତୀ ଚୌଧୁରୀଦୁଃଶାସନ ଜେନାଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାମାଧବୀ ଦାସୀ୧୨ ଜୁନ୧୯୬୧ର ଓଡ଼ିଆ କଥାଚିତ୍ରଆହେ ଦୟାମୟ ବିଶ୍ୱ ବିହାରୀଅକ୍ଟୋବରବୌଦ୍ଧ ଧର୍ମମାଛ ଭଜାଓଡ଼ିଆ ଚଉତିଶାନରେନ୍ଦ୍ର ମୋଦୀରାସନ କାର୍ଡ଼ (ଭାରତ)🡆 More