ଏ ଯୁଗର କୃଷ୍ଣ ସୁଦାମା: ଓଡ଼ିଆ କଥାଚିତ୍ର

ଏ ଯୁଗର କୃଷ୍ଣ ସୁଦାମା, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ । ବିନୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏ ଯୁଗର କୃଷ୍ଣ ସୁଦାମା
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକବସନ୍ତ ନାୟକ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀବିନୟ ନାୟକ
କଳାକାରଉତ୍ତମ ମହାନ୍ତି, ମିଥୁନ ଚକ୍ରବର୍ତ୍ତି, ବର୍ଷା ପ୍ରିୟଦର୍ଶିନୀ, ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୩
ଦେଶଏ ଯୁଗର କୃଷ୍ଣ ସୁଦାମା: ଓଡ଼ିଆ କଥାଚିତ୍ର ଭାରତ
ଭାଷାଓଡ଼ିଆ

ମିଥୁନ ଚକ୍ରବର୍ତ୍ତୀ, ଉତ୍ତମ ମହାନ୍ତି, ହର ପଟ୍ଟନାୟକ, ସୂରଜ କୁମାର, ବର୍ଷା ପ୍ରିୟଦର୍ଶିନୀ, ରଚନା ବାନାର୍ଜୀ, ଜୟୀରାମ ସାମଲ, ଜ୍ୟୋତି ମିଶ୍ର, ଦେବୁ ବୋଷ, ଉଷସୀ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଶବ୍ଦ (ପଦ)ଗଣନ ସଂଖ୍ୟାରାଣୀ ଲକ୍ଷ୍ମୀବାଈଆନ୍ତର୍ଜାତିକ ମହିଳା ଦିବସଆଚାର୍ଯ୍ୟ ହରିହରଓଡ଼ିଆ ଖାଦ୍ୟମେସିନ ଲର୍ଣ୍ଣିଙ୍ଗ୍ପ୍ରାଣବନ୍ଧୁ କରକାଶୀ ବିଶ୍ୱନାଥ ମନ୍ଦିରଖଡ଼ଗପୁରଦ୍ୱିତୀୟ ଭାସ୍କରମଧୁସୂଦନ ରାଓଉଇକିପିଡ଼ିଆଲଘିଷ୍ଠ ସାଧାରଣ ଗୁଣିତକସୁଇଜରଲ୍ୟାଣ୍ଡପାକ୍ରିଟିନିବ୨୫ ଅପ୍ରେଲଗୋଦାବରୀଶ ମିଶ୍ରତପନ କୁମାର ପ୍ରଧାନପକୋଡ଼ାସରୋଜିନୀ ନାଇଡୁସାରଥୀ ବାବାବୈଷ୍ଣବ ପାଣିଯକୃତଭାରତc3bn4ବଳରାମ ଦାସଶ୍ରଦ୍ଧାକର ସୂପକାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୭ (ସଂଖ୍ୟା)ସରଳା ଦେବୀଗୁରୁପ୍ରସାଦ ମହାନ୍ତିଚୈତନ୍ୟଭୀମ ପୃଷ୍ଟିବିରଜା ମନ୍ଦିରଚୁଡ଼ାକୁଞ୍ଜବିହାରୀ ଦାଶହରିପ୍ରସାଦ ଚୌରାଶିଆଲକ୍ଷ୍ମୀନାରାୟଣ ସାହୁମାର୍ଚ୍ଚ ୨୧ଗିରିଜା କୁମାର ବଳୀୟାରସିଂହଓଡ଼ିଆ ରାନ୍ଧଣାଓ ଅନ୍ଧଗଳିଅଧର ପଟ୍ଟନାୟକସତୀ ଅନୁସୂୟାବସନ୍ତ କୁମାର ଶତପଥୀଆଖିରାକ୍ଷୀ ପୂର୍ଣ୍ଣିମାଯୌନ ଉତ୍ପୀଡ଼ନବିରିୟାନୀସ୍ୱର ବର୍ଣ୍ଣବଉଳଜନ୍ମ ନିରୋଧ୭୦୧୧୬୬୫ଜିମି ୱେଲ୍ସପାରାଦୀପ ବନ୍ଦରସମ୍ବଲପୁର ଜିଲ୍ଲାକଳସା ଚଉତିଶାଅଣସରଜୟଦେବପୁରୀ ଜିଲ୍ଲାଅନନ୍ତ ବାସୁଦେବ ମନ୍ଦିରଯାଜପୁର ଜିଲ୍ଲାପଲଉଓଡ଼ିଆ କଥାଚିତ୍ର ଜଗତକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀ (ଖବରକାଗଜ)ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଓଡ଼ିଆ କବି ମାନଙ୍କର ତାଲିକା🡆 More