ଏମିତି ଭାଇ ଜଗତେ ନାହିଁ: ୧୯୯୪ର ଓଡ଼ିଆ କଥାଚିତ୍ର

ଏମିତି ଭାଇ ଜଗତେ ନାହିଁ, ୧୯୯୪ରେ ମୁକ୍ତିଲାଭ କରିଥିବ ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନପୂର୍ଣ୍ଣା ନନ୍ଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଓ ସ୍ୱର ସଂଯୋଜନା କରିଥିଲେ ।

ଏମିତି ଭାଇ ଜଗତେ ନାହିଁ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକଅନପୂର୍ଣ୍ଣା ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ରାଇମୋହନ ପରିଡ଼ା
ହର ପଟ୍ଟନାୟକ
ସୁରେଶ ବଳ
ସଙ୍ଗୀତପ୍ରଶାନ୍ତ ନନ୍ଦ
ଚିତ୍ରଗ୍ରହଣଭି. ପ୍ରଭାକର
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୬ ଜାନୁଆରୀ ୧୯୯୪
ଦେଶଏମିତି ଭାଇ ଜଗତେ ନାହିଁ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ହର ପଟ୍ଟନାୟକ, ସୁରେଶ ବଳ, ଶ୍ରୀକାନ୍ତ ଗୌତମ, ଶଙ୍କର ବାସୁ ମଲ୍ଲିକ, ପୃଥ୍ୱୀରାଜ ନାୟକ, ଶତାବ୍ଦୀ ରାୟ, ପ୍ରତିଭା ସାହୁ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ସୁବାସ ଦାସ, ଅନୀତ ଗୋସ୍ୱାମୀ, କବିତା କ୍ରିଷ୍ଣମୂର୍ତ୍ତୀ, ଜଲି ମୁଖାର୍ଜୀ, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଏମିତି ଭାଇ ଜଗତେ ନାହିଁ ଅଭିନୟଏମିତି ଭାଇ ଜଗତେ ନାହିଁ କାହାଣୀଏମିତି ଭାଇ ଜଗତେ ନାହିଁ ଗୀତ ଏବଂ ସଙ୍ଗୀତଏମିତି ଭାଇ ଜଗତେ ନାହିଁ ଆଧାରଏମିତି ଭାଇ ଜଗତେ ନାହିଁ ବାହାର ଆଧାରଏମିତି ଭାଇ ଜଗତେ ନାହିଁ

🔥 Trending searches on Wiki ଓଡ଼ିଆ:

ଆଲୋକରାଜକିଶୋର ରାୟ୨୦୦୬ଚାନ୍ଦ୍ରମାସଜ୍ଞାନକୋଷ୨୯ ମାର୍ଚ୍ଚଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଚବିଶ ଗୁରୁସତୀ ଅନୁସୂୟାvji40ବସନ୍ତ କୁମାର ଶତପଥୀନୀଳକଣ୍ଠ ଦାସଓଡ଼ିଆ ଉଇକିପିଡ଼ିଆଓମ'ଙ୍କ ନିୟମସଂକ୍ରାନ୍ତିରାଜକିଶୋର ପଟ୍ଟନାୟକପଲଉଫକୀର ମୋହନ ସେନାପତିପ୍ରାଣୀକଟକ ଜିଲ୍ଲାବେଣୁଧର ରାଉତବଣଭୋଜି ବେଶକୁଜିବର ପ‌ତ୍ରମୁକ୍ତିକାନ୍ତ ମଣ୍ଡଳଯଦୁମଣି ମହାପାତ୍ରବିର୍ସା ମୁଣ୍ଡାହରେକୃଷ୍ଣ ମହତାବଗଣ୍ଡାସୁନାଭୀମ ପୃଷ୍ଟିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱନାଥ କରବେଦବ୍ୟାସଦେବଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବିଷମ କଟକପ୍ଲୀହାଶେୟାର ବଜାରମାୟାଧର ମାନସିଂହରାଜାରାଣୀ ମନ୍ଦିରଶାସ୍ତି (ଓଡ଼ିଆ କଥାଚିତ୍ର)ଜାଭା (ପ୍ରୋଗ୍ରାମିଂ ଭାଷା)ଭାରତୀୟ ସମ୍ବିଧାନବୌଦ୍ଧ ଧର୍ମଗୋପାଳ ଛୋଟରାୟକୋଚିଲାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନେମାଳରଥଯାତ୍ରାଓଡ଼ିଆ ଭାଗବତଦୁର୍ଗା ପୂଜାସ୍ତନଫେବୃଆରୀମହାଦେଶଧାତୁବଉଳସମୟ (କାଳ)ସତ୍ୟନାରାୟଣ ରାଜଗୁରୁପଥ ଓ ପୃଥିବୀହୀରାକୁଦ ବନ୍ଧରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସ୍ଥୌଲ୍ୟତାଗୌରୀଶଙ୍କର ରାୟ୨୦ ଅଗଷ୍ଟଭୀମ ଭୋଇକାଳୀଚରଣ ପଟ୍ଟନାୟକସ୍ୱର ବର୍ଣ୍ଣଲକ୍ଷ୍ମୀ ପୁରାଣଓପନ-ସୋର୍ସ ସଫ୍ଟୱେରମାର୍ଚ୍ଚ ୨୧ଏ. ପି. ଜେ. ଅବଦୁଲ କଲାମଦ୍ୱିତୀୟ ବିଶ୍ୱଯୁଦ୍ଧ🡆 More