ରୋଲ୍ ନଂ-୨୭ ସୁଜାତା ସେନାପତି

ରୋଲ୍ ନଂ-୨୭ ସୁଜାତା ସେନାପତି, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ରୋଲ୍ ନଂ-୨୭ ସୁଜାତା ସେନାପତି
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଦୀପକ ମିଶ୍ର
କଳାକାରଅର୍ଚ୍ଚିତା ସାହୁ
ମିହିର ଦାସ
ଚୌଧୁରୀ ଜୟପ୍ରକାଶ ଦାସ
ଜୀବନ ପଣ୍ଡା
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୧ ଫେବୃଆରୀ ୨୦୨୧
ଦେଶରୋଲ୍ ନଂ-୨୭ ସୁଜାତା ସେନାପତି ଭାରତ
ଭାଷାଓଡ଼ିଆ

ଅର୍ଚ୍ଚିତା ସାହୁ, ମିହିର ଦାସ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ଏକା ଏକା"ସୂର୍ଯ୍ୟ ମହାପାତ୍ରଅନନ୍ୟା ଶ୍ରୀତମ ନନ୍ଦ 

ଆଧାର

ବାହାର ଆଧାର

Tags:

ରୋଲ୍ ନଂ-୨୭ ସୁଜାତା ସେନାପତି ଅଭିନୟରୋଲ୍ ନଂ-୨୭ ସୁଜାତା ସେନାପତି କାହାଣୀରୋଲ୍ ନଂ-୨୭ ସୁଜାତା ସେନାପତି ଗୀତ ଏବଂ ସଙ୍ଗୀତରୋଲ୍ ନଂ-୨୭ ସୁଜାତା ସେନାପତି ଆଧାରରୋଲ୍ ନଂ-୨୭ ସୁଜାତା ସେନାପତି ବାହାର ଆଧାରରୋଲ୍ ନଂ-୨୭ ସୁଜାତା ସେନାପତି

🔥 Trending searches on Wiki ଓଡ଼ିଆ:

କୋଣାର୍କ ସୂର୍ଯ୍ୟ ମନ୍ଦିରବିଶ୍ୱନାଥ କରବିରଳା ମନ୍ଦିର, କୋଲକାତା୪ ଇଡିଅଟସ୍ମନୋଜ ଦାସଙ୍କ କଥା ଓ କାହାଣୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଶୀ ବିଶ୍ୱନାଥ ମନ୍ଦିରଯକୃତବୈଷ୍ଣବ ଚରଣ ସାମଲଗୋପାଳ କୃଷ୍ଣ ରଥଗର୍ଭାଶୟ କର୍କଟତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଚିତ୍ତରଞ୍ଜନ ଦାସବୀଣାପାଣି ମହାନ୍ତିକୃଷ୍ଣଚନ୍ଦ୍ର ପାଣିଗ୍ରାହୀପୂର୍ଣ୍ଣଚ୍ଛେଦପାର୍ବତୀଶରତ କୁମାର ମହାନ୍ତିଓଡ଼ିଶା ସରକାରଯଶୋବନ୍ତ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧରବୀନ୍ଦ୍ରନାଥ ଠାକୁରବାଙ୍କୀ୦ (ସଂଖ୍ୟା)ସିଦ୍ଧାନ୍ତ ମହାପାତ୍ରହୃତ୍‌ପିଣ୍ଡଶ୍ୱେତସାରଟ୍ରାଲୋକିନୁମାବରାମଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନତାରିଣୀ ମନ୍ଦିର, ଘଟଗାଁଓ ଅନ୍ଧଗଳିଶ୍ରୀତମ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହେମୋଫିଲିଆରାଜ୍ୟ ସଭାଓପନ-ସୋର୍ସ ସଫ୍ଟୱେରଓଡ଼ିଶାର ମାପ ବ୍ୟବସ୍ଥାଭଦ୍ରକଦୀପା ସାହୁ (୧୯୮୫ ଜନ୍ମ)ଧନୁ (ରାଶି)ନୟାଗଡ଼ ଜିଲ୍ଲାମନୋରଞ୍ଜନ ଦାସନାରୀବାଦଚାଟ୍ ଜିପିଟିରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଏ. ପି. ଜେ. ଅବଦୁଲ କଲାମକୁଞ୍ଜବିହାରୀ ଦାଶଓଡ଼ିଆ ରାମାୟଣଛାନ୍ଦଖଞ୍ଜଣିସତ୍ୟବାଦୀ ବନ ବିଦ୍ୟାଳୟରାଜନୀତି ବିଜ୍ଞାନବଉଳପ୍ରତୀକ୍ଷାଭାରତୀୟ ସ୍ୱାଧୀନତା ଆନ୍ଦୋଳନଆଖିସମ୍ବଲପୁର ଜିଲ୍ଲାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅଂଶୁପା ହ୍ରଦସତ୍ୟେନ୍ଦ୍ର ନାଥ ବୋଷଇଣ୍ଡିଆନ ପ୍ରିମିଅର ଲିଗଗିରିଧର ଗମାଙ୍ଗପୁନମ ମିଶ୍ରଫତୁରାନନ୍ଦନନ୍ଦନକାନନ ଜୀବ ଉଦ୍ୟାନତୁଳସୀ ଗଛଚରକଅକ୍ଷାଂଶଅଣ୍ଡାମନୋଜ ଦାସ🡆 More