ମୀମାଂସା: ୨୦୧୬ର ଓଡ଼ିଆ କଥାଚିତ୍ର

ମୀମାଂସା ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପ୍ରଦୀପ ଦାଶଙ୍କ ସମନାମବିଶିଷ୍ଟ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ । ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଲିପି । ତାଙ୍କ ସ‌ହ ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ ପ୍ରମୁଖ ଅଭିନୟ କରିଥିଲେ ।

ମୀମାଂସା
ନିର୍ଦ୍ଦେଶକଚକ୍ରଧର ସାହୁ
ପ୍ରଯୋଜକସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପପ୍ରଦୀପ ଦାଶ
ଚିତ୍ରନାଟ୍ୟସୂତନୁ ଗୁପ୍ତା
କଳାକାରଲିପି
ହର ରଥ
ମୀନକେତନ
ମନୋଜ ପଟ୍ଟନାୟକ
ସୁରେଶ ବଳ
ଅଶୋକ ଦାସ
ସଙ୍ଗୀତରତନେସ୍ ଭଗତ୍
ଚିତ୍ରଗ୍ରହଣପ୍ରଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୫ ଅଗଷ୍ଟ ୨୦୧୬
ଦେଶମୀମାଂସା: ଅଭିନୟ, କାହାଣୀ, ଗୀତ ଓ ସଙ୍ଗୀତ ଭାରତ
ଭାଷାଓଡ଼ିଆ

"ମଣିଷ‌ପଣିଆ, ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ହିଁ ଥିଲା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଉପଜୀବ୍ୟ ।" ସାମାନ୍ୟ ଟଙ୍କା କେଇଟା ପାଇଁ ମଣିଷମାନେ କେଉଁଭଳି ଭାବରେ ହଠାତ୍ ବଦଳିଯାଆନ୍ତି ତାହା ଦୃଶ୍ୟାୟନ ହୋଇଥିଲା ଏହି ଚଳଚ୍ଚିତ୍ରରେ ।

ଅଭିନୟ

କାହାଣୀ

ଗୋଟିଏ ମସ୍ୟଜୀବିର ନିଖୋଜ ହେବା ଏବଂ ଏହାକୁ ନେଇ ତା'ର ସମ୍ପର୍କୀୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଥାକୁ ନେଇ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ରଟି ।

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମୁମ୍ବାଇର ସଙ୍ଗୀତ ନିର୍ଦ୍ଦେଶକ ରତନେସ୍ ଭଗତ୍ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ଜିତେନ୍ଦ୍ର ପ୍ରଧାନ ଏବଂ ମୋହିତ ଚକ୍ରବର୍ତ୍ତୀ । ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି ଏବଂ ଅମନ ତ୍ରୀଖା ପ୍ରମୁଖ କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଧିମା ଧିମା ପ୍ରେମରେ" 
2."ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି" 
3."ଆରେ ସାଥି ଆ" 
4."ଢେଉ ଫେରେ କୂଳେ" 

ଆଧାର

ବାହାର ଆଧାର

Tags:

ମୀମାଂସା ଅଭିନୟମୀମାଂସା କାହାଣୀମୀମାଂସା ଗୀତ ଓ ସଙ୍ଗୀତମୀମାଂସା ଆଧାରମୀମାଂସା ବାହାର ଆଧାରମୀମାଂସାପ୍ରଦୀପ ଦାଶମୀନକେତନଲିପି (ଅଭିନେତ୍ରୀ)ସୁରେଶ ବଳହର ରଥ

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାରୀତା ସାହୁମଙ୍ଗଳା ମନ୍ଦିରଓଡ଼ିଶାର ଦୋଳଯାତ୍ରାମର୍ଦ୍ଦଳଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଗରିଷ୍ଠ ସାଧାରଣ ଗୁଣନୀୟକମିଳିମିଳାଅଯୁଗ୍ମ ସଂଖ୍ୟାବୁଧବାରଭାରତର ଜାତୀୟ ପତାକାଡାରିଫେନାସିନରତି ରଞ୍ଜନ ମିଶ୍ରଗୁରୁନରେନ୍ଦ୍ର ମୋଦୀଇନ୍‌ଫ୍ଲୁଏଞ୍ଜାଅଭିମନ୍ୟୁ ସାମନ୍ତସିଂହାର୧୪୯୯ମନ୍ମଥ ନାଥ ଦାସମେଷ (ରାଶି)ରାମଚନ୍ଦ୍ର ମିଶ୍ରକୁଞ୍ଜବିହାରୀ ଦାଶକପିଳେନ୍ଦ୍ର ଦେବଓଡ଼ିଆ କଥାଚିତ୍ର ଜଗତପରିସଂଖ୍ୟାନମହାତ୍ମା ଗାନ୍ଧୀବଳଭଦ୍ର ମାଝୀଇଣ୍ଡିଆନ ପ୍ରିମିଅର ଲିଗଫକୀର ମୋହନ ସେନାପତିକଳ୍ପନା ଚାୱଲାପ୍ଲାଟିପସହାତମାଉସଦେବୀପ୍ରସନ୍ନ ପଟ୍ଟନାୟକନେଲସନ ମଣ୍ଡେଲାଆଖିୱାଘା ସୀମା ସମାରୋହବାଘଚିତ୍ତରଞ୍ଜନ ଦାସପାଇକ ବିଦ୍ରୋହବଳରାମ ଦାସଭାରତର ସଂସ୍କୃତିଉମେଶଚନ୍ଦ୍ର ସରକାରଉଇକିପୋଥିଧର୍ମେନ୍ଦ୍ର ପ୍ରଧାନସଂତୃପ୍ତ ମିଶ୍ରନବରାତ୍ରୀଭାରତତନ୍ଦ୍ରାଲୋକର ପ୍ରହରୀଅପରିମେୟ ସଂଖ୍ୟାମହା ଶିବରାତ୍ରିଓଡ଼ିଶାର ସାଂସଦ ମାନଙ୍କର ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୌତମ ବୁଦ୍ଧଚନ୍ଦ୍ରଭାନୁ ସିଂହ ଦେଓ୨୧୨୯ ମାର୍ଚ୍ଚବୀର ସୁରେନ୍ଦ୍ର ସାଏଲଳିତା (୧୯୪୯ର ସିନେମା)ଶନି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପୂର୍ଣ୍ଣଚନ୍ଦ୍ର ସ୍ୱାଇଁଭାରତୀୟ ଡାକ ସେବାପ୍ରଧାନମନ୍ତ୍ରୀ ଜନଧନ ଯୋଜନାକଟକ🡆 More