ଚକ୍ଷୁବନ୍ଧନ: ୨୦୨୧ର ଓଡ଼ିଆ କଥାଚିତ୍ର

ଚକ୍ଷୁବନ୍ଧନ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତପନ କୁମାର ଦାସ । ଦିଲ୍ଲୀପ କୁମାର ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରାଜେନ୍ଦ୍ର ମହାନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଚକ୍ଷୁବନ୍ଧନ
ନିର୍ଦ୍ଦେଶକରାଜେନ୍ଦ୍ର ମହାନ୍ତ
ପ୍ରଯୋଜକତପନ କୁମାର ଦାସ
କାହାଣୀଦିଲ୍ଲୀପ କୁମାର ଚୌଧୁରୀ
କଳାକାରଭୂମିକା ଦାଶ
ରାଜ ରାଜେଶ
ଇସାନି ସେନଗୁପ୍ତା
ଋଷି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୦ ସେପ୍ଟେମ୍ବର ୨୦୨୧
ଦେଶଚକ୍ଷୁବନ୍ଧନ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଭୂମିକା ଦାଶ, ରାଜ ରାଜେଶ, ଇସାନି ସେନଗୁପ୍ତା ଓ ଋଷି । ଦିଲ୍ଲୀପ ଚୌଧୁରୀ, ପ୍ରଶାନ୍ତ ପାତ୍ର, ତିଳୋତ୍ତମା, ଦିଲ୍ଲୀପ ବଳବନ୍ତରାୟ, ବିନି ଚାଟାର୍ଜୀ, ସାଇ ପ୍ରକାଶ, କମଳାକାନ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।

ଅଭିନୟ

  • ଭୂମିକା ଦାଶ
  • ରାଜ ରାଜେଶ ପଣ୍ଡା
  • ଇସାନି ସେନଗୁପ୍ତା
  • ଋଷି
  • ଦିଲ୍ଲୀପ ଚୌଧୁରୀ
  • ପ୍ରଶାନ୍ତ ପାତ୍ର
  • ତିଳୋତ୍ତମା
  • ଦିଲ୍ଲୀପ ବଳବନ୍ତରାୟ
  • ବିନି ଚାଟାର୍ଜୀ
  • ସାଇ ପ୍ରକାଶ
  • କମଳାକାନ୍ତ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଓ ରଜନୀ ଶତପଥୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ରତିକାନ୍ତ ଶତପଥୀ, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ଜହର"ରତିକାନ୍ତ ଶତପଥୀ 
2."ତୁମେ କି ସେଇ ଚିତ୍ରଲେଖା"ଅଭିଜିତ ମଜୁମଦାର 
3."ମନ ମୋର ପକ୍ଷୀ ପକ୍ଷୀ ଲାଗେ"  

ଆଧାର

ବାହାର ଆଧାର

Tags:

ଚକ୍ଷୁବନ୍ଧନ ଅଭିନୟଚକ୍ଷୁବନ୍ଧନ କାହାଣୀଚକ୍ଷୁବନ୍ଧନ ଗୀତ ଏବଂ ସଙ୍ଗୀତଚକ୍ଷୁବନ୍ଧନ ଆଧାରଚକ୍ଷୁବନ୍ଧନ ବାହାର ଆଧାରଚକ୍ଷୁବନ୍ଧନ

🔥 Trending searches on Wiki ଓଡ଼ିଆ:

ରାଧାନାଥ ରାୟଭାରତୀୟ ସ୍ୱାଧୀନତା ଆନ୍ଦୋଳନଯକୃତଉଦୟନାଥ ଷଡ଼ଙ୍ଗୀକବାଟଇଣ୍ଡିଆନ ପ୍ରିମିଅର ଲିଗବିଜ୍ଞାନପ୍ରତିଭା ରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଆଖିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମାଣବସା ଗୁରୁବାରଗୀତଗୋବିନ୍ଦଢଗ ଢମାଳିଅକ୍ଷୟ ତୃତୀୟାନମିତା ଅଗ୍ରୱାଲପ୍ରତିଭା ଶତପଥୀନଅଙ୍କ ଦୁର୍ଭିକ୍ଷଜୟୀ ରାଜଗୁରୁଅଚ୍ୟୁତାନନ୍ଦ ଦାସମୟୂରବିଷମ କଟକପାରମିତା ଶତପଥୀଓଡ଼ିଆ କଥାଚିତ୍ର ଜଗତବିଦ୍ୟୁତପ୍ରଭା ଦେବୀବିଦ୍ୟାଳୟରାଉରକେଲାରାଶି ଓ ନକ୍ଷତ୍ରଶାରଳା ପୁରସ୍କାରଦ୍ୱିତୀୟ ଭାସ୍କରଭୀମ ଭୋଇଲିଙ୍ଗରାଜ ମନ୍ଦିରପ୍ରସନ୍ନ କୁମାର ପଣ୍ଡାପଠାଣି ସାମନ୍ତରାଜକିଶୋର ରାୟ୧ମ ଓଡ଼ିଶା ବିଧାନ ସଭାପ୍ରଥମ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାରତୀୟ ସମ୍ବିଧାନଭାରତ ସରକାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନବ୍ୟାସଦେବ୧୭୪୬ଓଡ଼ିଆ ଉଇକିପିଡ଼ିଆଜୀବସାର ଗବରଗଛତ୍ରିଭୁଜନବକଳେବରଚୈତନ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକବିସୂର୍ଯ୍ୟ ବଳଦେବ ରଥଅଚ୍ୟୁତ ନାୟକରାମ ନବମୀରଥଯାତ୍ରାଶ୍ରୀରାଧାଧର୍ମେନ୍ଦ୍ର ପ୍ରଧାନଫରିନା ଆଜାଦଜ୍ଞାନକୋଷପଖିଆରାମକୃଷ୍ଣ ପରମହଂସପାଇକ ଆଖଡ଼ାଚିଲିକା ହ୍ରଦ୨୦ ଅଗଷ୍ଟଜ୍ୟୋତିର୍ଲିଙ୍ଗ୧୯୦୫ଶନିବାରନୀଳକଣ୍ଠ ଦାସଉପନିଷଦଟମ୍ ଖା କାଇ🡆 More