ଲିଖନ ଶୈଳୀ

ଉଇକିପିଡିଆର ଲିଖନ ଶୈଳୀ ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକରେ କିପରି ଲେଖାଯିବ ତାହା ବାବଦରେ ଅଧିକ ସୂଚନା ଦେଇଥାଏ । ଲେଖାଗୁଡ଼ିକୁ ସ୍ପଷ୍ଟ, ନିରପେକ୍ଷ, ଓଡ଼ିଆ ବ୍ୟାକରଣ ଅନୁସାରେ ନିର୍ଭୁଲ ଓ ମାନକ କରିବା ସହ ଲେଖାର ମୋଟାମୋଟି ସଜାଣିକୁ ସଳଖ କରିବା ଏହାର ଲକ୍ଷ୍ୟ । ସରଳ ଭାଷା ସବୁଠାରୁ ଗ୍ରହଣଯୋଗ୍ୟ । ଅନାବଶ୍ୟକ ଭାବେ ଦ୍ୱନ୍ଦାତ୍ମକ ଓ ଜଟିଳ ଶବ୍ଦରୁ ଦୂରେଇ ରହନ୍ତୁ । ଅପେକ୍ଷାକୃତ ଭାବେ ଆଗରୁ ଅନେକ ଥର ଘଟିଥିଲେ ତାହାର ସମାଧାନ ପାଇଁ ଏହି ପୃଷ୍ଠାରେ ନୂଆ ବିଷୟବସ୍ତୁ ଯୋଡ଼ାଯାଇପାରିବ ।

ଏକ ପ୍ରସଙ୍ଗ ମଧ୍ୟରେ ଶୈଳୀ ଏବଂ ସଜାଣି ସୁସଙ୍ଗତ ହେବା ଉଚିତ । ତେବେ ଏହା ଯେ ସମଗ୍ର ଉଇକିପିଡ଼ିଆ ଭିତରେ ଜରୁରୀ ନୁହେଁ । ଲିଖନ ଶୈଳୀ ଅଧୀନରେ ଏକାଧିକ ଶୈଳୀ ଗ୍ରହଣୀୟ ହୋଇଥିଲେ ପରିଚାଳକମାନେ ଏକ ଶକ୍ତ କାରଣ ବିନା ଏକ ପ୍ରସଙ୍ଗରେ ସେହି ଶୈଳୀ ଭିତରୁ ଗୋଟିଏରୁ ଅନ୍ୟଟିକୁ ପରିବର୍ତ୍ତନ କରିବା ଅନୁଚିତ । ବିକଳ୍ପ ଶୈଳୀ ଆଧାରରେ ସମ୍ପାଦନା ଯୁଦ୍ଧ ଗ୍ରହଣୀୟ ନୁହେଁ । କୌଣସି ଲେଖାରେ କେଉଁ ଶୈଳୀ ବ୍ୟବହାର କରାଯିବ ତାହା ଆଲୋଚନାରେ ସ୍ଥିର କରିଯାଇନପାରିଲେ ପ୍ରଥମ ପ୍ରମୁଖ ଯୋଗଦାନକାରୀଙ୍କଦ୍ୱାରା ବ୍ୟବହୃତ ଶୈଳୀକୁ ମାନିନିଅନ୍ତୁ । ଏକ ଶୈଳୀ କିମ୍ବା ସେହି ପ୍ରକାର ବିତର୍କର ସମାଧାନ ଅସମ୍ଭବ ହୋଇଗଲେ ଆଉଥରେ ଲେଖିବା ଦ୍ୱାରା ସମସ୍ୟାଟିର ସମାଧାନ ହୋଇପାରିବ କି ନାଁ ଦେଖନ୍ତୁ ।

ଲିଖନ ଶୈଳୀ ଆଲୋଚନା ପୃଷ୍ଠାରେ ଶୈଳୀ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ।

Tags:

🔥 Trending searches on Wiki ଓଡ଼ିଆ:

ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅନାଦି ଚରଣ ସାହୁମିଳିତ ଜାତିସଂଘବିଦ୍ୟୁତସତ୍ୟ ସାଇ ବାବାକାନାଡ଼ାରତ୍ନାକର ଚଇନିଆଜାଦ ହିନ୍ଦ୍ ଫୌଜଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୬୩୩ସାରଳା ଦାସପ୍ରଧାନ ପୃଷ୍ଠାଗୋପବନ୍ଧୁ ଦାସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନଟବର ସାମନ୍ତରାୟଆନନ୍ଦପୁରବୈକୁଣ୍ଠନାଥ ପଟ୍ଟନାୟକବିଅରଭକ୍ତ ଚରଣ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିବାହଓଡ଼ିଶା ପ୍ରିମିଅର ଲିଗଏକ୍ସକ୍ୟୁଜ ମିସୋରିଷଦ୍ରୌପଦୀ ମୁର୍ମୁଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରିୟା ସେନଜୟନ୍ତୀ ପଟ୍ଟନାୟକପୁରୀ ଜିଲ୍ଲାବିର୍ସା ମୁଣ୍ଡାଲକ୍ଷ୍ମଣ ନାୟକହୃତ୍‌ପିଣ୍ଡଚନ୍ଦ୍ରଗୁପ୍ତକୁକୁରପରଶୁରାମବେଣୁଧର ରାଉତଆଚାର୍ଯ୍ୟ ହରିହରଭଗବତ ଗୀତାପୃଥିବୀପାଲାମନୋଜ ପଟ୍ଟନାୟକ (ଗୀତିକାର)ସମାଜ (ଖବରକାଗଜ)କାଳିନ୍ଦୀ ଚରଣ ପାଣିଗ୍ରାହୀଜଗନ୍ନାଥଙ୍କ ବେଶନାରୀବାଦଭୂମିକା ଦାଶଏଡା ଲଭ୍‌ଲେସ୍‌ଉଇକିପିଡ଼ିଆମାସଗଣନ ସଂଖ୍ୟାଉତ୍କଳ ସମ୍ମିଳନୀଯୋଗଏସ୍କେରିସିଆ କୋଲାଇଲକ୍ଷ୍ମୀକାନ୍ତ ମହାପାତ୍ରଗନରିଆwiki.phtmlଅକ୍ଷାଂଶରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ସରକାର୧ ଫେବୃଆରୀଚନ୍ଦନ ବୋଡ଼ାମହାତ୍ମା ଗାନ୍ଧୀସାଇକେଲ🡆 More