ତସଲିମା ନସରିନ: କବି, ସ୍ତମ୍ଭକାର, ଉପନ୍ୟାସକ

ତସଲିମା ନସରିନ (ଜନ୍ମ ୨୫ ଅଗଷ୍ଟ ୧୯୬୨) ଜଣେ ବଙ୍ଗଳାଦେଶର ପୁରାତନ ଡାକ୍ତର ଓ ବଙ୍ଗଳା ଲେଖିକା । ସେ ୧୯୯୪ଠାରୁ ଆତ୍ମନିର୍ବାନରେ ରହୁଅଛନ୍ତି । ୧୯୮୦ରୁ ଆରମ୍ଭ କରି ୨୦ ଦଶକ ଭିତରେ ସେ ଜଣେ ନାରିବାଦୀ ଓ ଇସଲାମ ବିରୋଧି ଲେଖିକା ଭାବରେ ଲୋକଲୋଚନକୁ ଆସିଥିଲେ ।

ତସଲିମା ନସରିନ
ବିଶ୍ୱ ନାସ୍ତିକ ସମ୍ମିଳନୀ ୨୦୧୦ରେ ଭାଷଣ ଦେବା ସମୟରେ ତସଲିମା ନସରିନ
ବିଶ୍ୱ ନାସ୍ତିକ ସମ୍ମିଳନୀ ୨୦୧୦ରେ ଭାଷଣ ଦେବା ସମୟରେ ତସଲିମା ନସରିନ
ଜନ୍ମ ଓ ଜନ୍ମସ୍ଥାନ (1962-08-25) ୨୫ ଅଗଷ୍ଟ ୧୯୬୨ (ବୟସ ୬୧)
ମଇମନସିଂହ, ବଙ୍ଗଳା ଦେଶ
ବୃତ୍ତିକବି, ସ୍ତମ୍ଭକାର, ଔପ୍ୟନ୍ୟାସିକା
ଜାତୀୟତାବଙ୍ଗଳାଦେଶୀ, ସୁଇଡେନିୟ
ସମୟ୧୯୭୩ – ଅଧୁନା
ବିଷୟମାନବବାଦୀ
ସାହିତ୍ୟର ଆନ୍ଦୋଳନନାରୀ ଅଧିକାର, ମାନବାଧିକର, ଧର୍ମନିରପେକ୍ଷ ଆନ୍ଦୋଳନ

ଦସ୍ତଖତତସଲିମା ନସରିନ: କବି, ସ୍ତମ୍ଭକାର, ଉପନ୍ୟାସକ
ୱେବସାଇଟ
Official website

୧୯୯୪ରେ ବଙ୍ଗଳାଦେଶ ଛାଡ଼ିବା ପରେ ସେ ଅନେକ ଦେଶରେ ରହି ଆସିଛନ୍ତି । ଅଧୁନା ସେ (ଜୁନ ୨୦୧୧ ଠାରୁ) ନୂଆ ଦିଲ୍ଲୀରେ ରହୁଛନ୍ତି ।. ସେ ଧର୍ମନିରପେକ୍ଷ, ମାନବବାଦୀ, ଚିନ୍ତାର ସ୍ୱାଧୀନତା, ଆଇନ ଆଗରେ ସଭିଙ୍କୁ ସମାନ ଅଧିକାର, ନାରୀ ଅଧିକାର ଆଦି ନିମନ୍ତେ ଜନମତ ଗଠନରେ ସକ୍ରିୟ ।

ଆଧାର

Tags:

ବଙ୍ଗଳା ଭାଷାବଙ୍ଗଳାଦେଶ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଲିପିଭାରତୀୟ ସ୍ୱାଧୀନତା ଆନ୍ଦୋଳନମାଳିକାଚନ୍ଦ୍ରଗୁପ୍ତଶାନ୍ତନୁ କୁମାର ଆଚାର୍ଯ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାହୃତ୍‌ପିଣ୍ଡନମିତା ଅଗ୍ରୱାଲଯୋଗକଳମଶାଗସାରଳା ସମ୍ମାନଅଲାରନାଥ ମନ୍ଦିରରାସାୟନିକ ମୌଳିକଗାର୍ଗୀ ମହାନ୍ତିସମୁଦ୍ରଉଇକିକମନ୍ସମ୍ୟାଲେରିଆଭାରତୀୟ ମୁଦ୍ରାମକର (ରାଶି)ଓଡ଼ିଶା ପ୍ରିମିଅର ଲିଗଆସିକାମହାଭାରତଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଭୂମିଜ ଜାତିୱାଟରଲୁ ଯୁଦ୍ଧଜ୍ଞାନକୋଷଜଣ୍ଡିସ୍ଗଣନ ସଂଖ୍ୟାନେମାଳଭୁବନେଶ୍ୱରଭଗବତ ଗୀତାତାଳଚେରଖଣ୍ଡାୟତଗଜଲଓଡ଼ିଶା ବିଧାନ ସଭାସୌର ଜଗତଓଡ଼ିଶା ଆଦର୍ଶ ବିଦ୍ୟାଳୟ୧୨ ଡିସେମ୍ବରଓଡ଼ିଆଚିଲିକା ହ୍ରଦମନୋଜ ଦାସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମୋରୋକ୍କୋରବୀନ୍ଦ୍ରନାଥ ଠାକୁରଓକିଲ ଦିବସବିର୍ସା ମୁଣ୍ଡାଦ୍ୱିତୀୟ ବିଶ୍ୱଯୁଦ୍ଧକଙ୍କାଳଖୋର୍ଦ୍ଧା ଜିଲ୍ଲାତାରାତାରିଣୀ ମନ୍ଦିରକଣ୍ଡୋମପ୍ରତିଭା ରାୟସୀତାକାନ୍ତ ମହାପାତ୍ରସଂଗୀତବୁନ୍ଦିଆ ଖିରିଆନନ୍ଦପୁରମହାତ୍ମା ଗାନ୍ଧୀଟେସାମୋରେଲିନଏକ୍ସକ୍ୟୁଜ ମିଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଦାମୋଦର ରାଉତ୨୫ ମାର୍ଚ୍ଚସଜନାକାନାଡ଼ାଗୋଦାବରୀଶ ମିଶ୍ର🡆 More