ଉପନ୍ୟାସ ଲଜ୍ଜା: ତସଲିମା ନାସରିଙ୍କ ଲିଖିତ ଉପନ୍ୟାସ

ଲଜ୍ୟା (ବଙ୍ଗଳା: লজ্জা Lôjja) (Shame) ତସଲିମା ନସରିନଙ୍କଦ୍ୱାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ଲୋଜା  ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା  ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରାଯାଇଥିଲା ।  ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା ।   ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।

ଲଜ୍ୟା  
Cover of Book named Lajja.jpg
ଲେଖକତସଲିମା ନସରିନ
ଦେଶବଙ୍ଗଳାଦେଶ
ଭାଷାବଙ୍ଗାଳୀ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ୧୯୯୩
ମାଧ୍ୟମ ପ୍ରକାରPrint (Hardback & Paperback)
ପୃଷ୍ଠା୩୦୨
ISBN1-57392-165-3
OCLC ନମ୍ବର37322498
Dewey Decimal891.4/437 21
LC ClassificationPK1730.3.A65 L3513 1997

ନସରିନ ବହିଟିକୁ ଭାରତର ଉପ-ମହାଦେଶରେ ବାସ  କରୁଥିବା ସମସ୍ତଙ୍କୁ ସମର୍ପଣ କରିଥିଲେ।  

ସାରାଂଶ 

ଲଜ୍ୟା  ୧୯୯୨ରେ ଭାରତରେ  ବାବରୀ ମସଜିଦ ଧ୍ୱଂସ ହେବା ପରେ ବଙ୍ଗଳାଦେଶରେ ଆରମ୍ଭ ହୋଇଥିବା ଅଣ-ହିନ୍ଦୁ ଦଙ୍ଗା ଉପରେ ଆଧାରିତ । ବହିଟି ମୂଳ ରୂପେ ଦର୍ଶେଚି କି କିପରି ଦଙ୍ଗାରେ ଅଳ୍ପସଙ୍ଖକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଇଥିଲା । 

ଅନୁବାଦ 

ଲଜ୍ୟା  ଆରବ, ଜର୍ମନ, ଇଂରାଜୀ, ଓଡ଼ିଆ , ଉର୍ଦ୍ଦୁ , ମାରାଠି , ପଞ୍ଜାବୀ , ତାମିଳ , ଗୁଜରାଟୀ , କନ୍ନଡ , ନେପାଳୀ , ଫିନ୍ନିଶ ଓ ଅନ୍ୟ ଭାଷାରେ ଅନୁବାଦ ହୋଇଛି ।  

ଆଧାର

Tags:

ତସଲିମା ନସରିନବଙ୍ଗଳା ଭାଷା

🔥 Trending searches on Wiki ଓଡ଼ିଆ:

ଆଫ୍ରିକାଦଶହରା୧ ଅକ୍ଟୋବରନୂଆପଡ଼ା ଜିଲ୍ଲାଡୁପିଟ୍ରେନ୍ସ କଣ୍ଟ୍ରାକଚରହରେକୃଷ୍ଣ ବେହେରାଓଡ଼ିଆ ଭାଷାହିମାଳୟାନ ଏକ୍ସପ୍ରେସୱେଜୟପୁର, ରାଜସ୍ଥାନଓଡ଼ିଆ ସାହିତ୍ୟର ଇତିହାସଯୌନ ସମ୍ଭୋଗହରେକୃଷ୍ଣ ମହତାବଡାଇନୋସରରଜାବଖରି,ଦଶ ବିଦ୍ୟା ମହଲ,୧୯୮୯ମିଥୁନ (ରାଶି)ଶବ୍ଦ (ଧ୍ୱନି)ଅଖିଳ ମୋହନ ପଟ୍ଟନାୟକଶ୍ରୀରୂପା ମିତ୍ର ଚୌଧୁରୀଭକ୍ତ ଚରଣ ଦାସଭାରତୀୟ ଦଣ୍ଡ ସଂହିତା, ୧୮୬୦ଭାରତ ଛାଡ଼ ଆନ୍ଦୋଳନବାରବାଡୋସପୋତାଗଡ଼ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟବୁଏନ୍ସ ଏଆରସବରୁଣରୋମାନିଆପାଟଦେଇ୦ (ସଂଖ୍ୟା)ଉପେନ୍ଦ୍ର ଭଞ୍ଜଜବାହରଲାଲ ନେହେରୁବାଗ୍ ଯନ୍ତ୍ରଗୋପପୁର (ଗପ ସଙ୍କଳନ)ସାଲବେଗଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିକଳାହାଣ୍ଡି ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅନ୍ନପୂର୍ଣ୍ଣା ମହାରଣାୟୁନେସ୍କୋ୫ ଡିସେମ୍ବରଜଗନ୍ନାଥ ମନ୍ଦିରସୂର୍ଯ୍ୟଅଚ୍ୟୁତାନନ୍ଦ ଦାସପାର୍ବତୀ ଘୋଷଫକୀର ମୋହନ ସେନାପତିଓଡ଼ିଶାର ସଂସ୍କୃତିକୁମ୍ଭ (ରାଶି)ଢଗ ଢମାଳିମନସ୍କକାଶୀ ବିଶ୍ୱନାଥ ମନ୍ଦିରହରିହର ବାହିନୀପତିମିଳିତ ଜାତିସଂଘକୁଲନ ବାଗେକୁନ୍ତଳା କୁମାରୀ ଆଚାର୍ଯ୍ୟସୁନାମିଚୋଡ଼ଗଙ୍ଗ ଦେବକପିଳାସ ଶିବ ମନ୍ଦିରଅସହଯୋଗ ଆନ୍ଦୋଳନ୧୯୮୬ୟୁକ୍ରେନକୋଶଳ କ୍ରାନ୍ତି ଦଳଅରଣ୍ୟ ରୋଦନଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଆ ଉଇକିପିଡ଼ିଆରବର୍ଟ ମୂଗ🡆 More