କବି: ତା ଲେଖୁଥିବା ବ୍ୟକ୍ତି

କବି  ଜଣେ ବ୍ୟକ୍ତି ଯିଏ କବିତା ଲେଖିଥାଆନ୍ତି । .

କବିତାର ବ୍ୟାଖ୍ୟା ଭିନ୍ନ ପ୍ରକାରରେ ହେଇପାରେ । ତାହା ସ୍ଥଳ ବିଶେଷ , ସମୟାନୁସାରେ ବଦଳି ଥାଏ । କବି ତାଙ୍କ କବିତାକୁ ଲେଖା ଆକାରରେ ବା ଦର୍ଶକଙ୍କ ଆଗରେ ପ୍ରଦର୍ଶନ ଜରିଆରେ ଉପସ୍ଥାପନ କରି ଥାନ୍ତି । 

Poet
କବି: History, ଶିକ୍ଷା, ପୁନଶ୍ଚ ଦେଖଣା 
Orpheus, poet of classical mythology
Occupation
NamesPoet, troubador, bard
Vocation
Activity sectors
Literary
Description
CompetenciesWriting
Education required
None
Related jobs
Novelist, writer, lyricist
କବି: History, ଶିକ୍ଷା, ପୁନଶ୍ଚ ଦେଖଣା 
Postmortal fictional portrait of Slovak poet Janko Kráľ (1822-1876) - an idealized romanticized picture of "how a real poet should look like" in Western culture.
କବି: History, ଶିକ୍ଷା, ପୁନଶ୍ଚ ଦେଖଣା 
The Italian Giacomo Leopardi was mentioned by the University of Birmingham as "one of the most radical and challenging of nineteenth-century thinkers".

କବିତା ଲିଖନ ବାସ୍ତବରେ ଏକ ଯୋଗାଯୋଗ ମାଧ୍ୟମ । କବିତା କୌଣଶୀ ଦ୍ରବ୍ୟ,  ଘଟଣା , ବିଷୟବସ୍ତୁ , ବ୍ୟକ୍ତି ବା ଭାବନା ଉପରେ ଆଧାରିତ ହେଇପାରେ । ଆବହମାନ କଳାରୁ କବି ଓ କବିତାର ସ୍ଥିତି ରହିଛି । କବିତାର ଭାବ , ଶୈଳୀ ଓ ସ୍ଥାନ ସମୟ ଅନୁସାରେ ପରିବର୍ତନ ହେଇଥାଏ । 

History

ପ୍ରାଚୀନ ରମ ସମୟରେ ଧନୀ ଶ୍ରେଣୀର ଲୋକ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ କବି ମାନଙ୍କୁ ପେଶାଦାର ଭାବରେ ରହିବାକୁ ପ୍ରେରଣା ଦେଉଥିଲେ । ସେମାନେ ଉତ୍ଚ କୋଟି କବିତା ପାଇଁ କବି ମାନଙ୍କୁ ନିଯୋଜିତ କରୁଥିଲେ । 

ଇସଲାମିକ ଆରବୀୟ କବିମାନେ ଏଇତିହାସିକ ମାନଙ୍କ ପରି ଇତିହାସକୁ କବିତା ଆକାରରେ ଲେଖୁଥିଲେ । ଅନ୍ୟ ଧର୍ମରେ ମଧ୍ୟ କନିମାନେ ଘଟଣାବଳୀକୁ କବିତା ଆକାରରେ ଲିପିବଦ୍ଧ କରି ତାହାକୁ ସବୁଦିନ ପାଇଁ ଇତିହାସ ଭାବେ ରଖିଯାଇଛନ୍ତି । 

 Renaissance ପିରିଅଡରେ ଇଉରୋପରେ କବି ମାନଙ୍କୁ ରାଜକୀୟ ସହାୟତା ମିଳୁଥିଲା । ତେବେ ଅନେକ କବି ଅନନ୍ୟ ସୂତ୍ରରୁ ମଧ୍ୟ ଆଯର ବ୍ୟବସ୍ଥା କରୁଥିଲେ । 

ରୋମାନ୍ଥିକ ପିରିୟଡରେ ବହୁସଙ୍ଖ୍ୟାରେ କବି ପେଷାଦାର ଭାବେ ତାଙ୍କ କବିତାକୁ ପ୍ରକାଶନ କରି ଚାଲିଲେ । ଏହି କବି ମାନଙ୍କ ମଧ୍ୟରେ ୱିଲିୟମ ବାର୍ଡସ୍ୱାର୍ଥ , ରବର୍ଟ ବର୍ନ ଆଦି ଅନ୍ତର୍ଭୁକ୍ତ । 

ଶିକ୍ଷା

ମୁଖ୍ଯତଃ ଶିକ୍ଷିତ ବ୍ୟକ୍ତି ବିଶେଷମାନେ କବିତା ଲେଖୁଥିଲେ ମଧ୍ୟ କିଛି ସ୍ୱଳ୍ପ ଶିକ୍ଷିତ ଲୋକ ମଧ୍ୟ କବି ଭାବରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କ୍ରିଏଟିଭ ଲେଖା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏଥିରେ କବିତା ଲିଖନ ଶୈଳୀ ମଧ୍ୟ ଏକ ଅଂଶ । 

ପୁନଶ୍ଚ ଦେଖଣା 

  • List of poets
  • Bard
  • Lyricist
  • Poet Laureate
  • Prose poetry
  • Expressionism
  • Writer

ଆଧାର 

ପୁନଶ୍ଚ ପଠନ 

  • Reginald Gibbons (ed), The Poet's Work: 29 poets on the origins and practice of their art. University of Chicago Press (1979). ISBN 9780226290546 at Google Books

ବାହାର ଲିଙ୍କ 

Tags:

କବି Historyକବି ଶିକ୍ଷାକବି ପୁନଶ୍ଚ ଦେଖଣା କବି ଆଧାର କବି ପୁନଶ୍ଚ ପଠନ କବି ବାହାର ଲିଙ୍କ କବି

🔥 Trending searches on Wiki ଓଡ଼ିଆ:

ବଂଶୀଧର ପଣ୍ଡାସାଲବେଗଜଳନ୍ଧର ଦେବଓଡ଼ିଶାଚମ୍ପାବେଦଉତ୍କଳ ବ୍ରାହ୍ମଣଲୋକ ସଭାର ବାଚସ୍ପତି୧୦୨ଆଲଫ୍ରେଡ଼ ନୋବେଲକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭଗବତୀ ଚରଣ ପାଣିଗ୍ରାହୀବାହାରିନଜୋର୍ଡାନଅଚ୍ୟୁତାନନ୍ଦ ଦାସରଜନୀଗନ୍ଧା (୧୯୮୯ର ସିନେମା)ରାମଚନ୍ଦ୍ର ମିଶ୍ର୬୧୭ସମୟ (କାଳ)ମଣିପୁର୧ (ସଂଖ୍ୟା)wiki.phtmlବିମ୍ବାଧର କୁଅଁରଚରିତ୍ର (ଓଡ଼ିଆ କଥାଚିତ୍ର)ଏ କେ ରାମାନୁଜନ୍ଗୋଦାବରୀଶ ମିଶ୍ରଜଗନ୍ନାଥ ମନ୍ଦିରଗୁଣ୍ଡିଚା ମନ୍ଦିରନୀଳକଣ୍ଠ ଦାସପାଣିରବୀନ୍ଦ୍ରନାଥ ଠାକୁରବସନ୍ତ କୁମାର ଶତପଥୀ୬୪୦ଦୁର୍ଗା ବାଇ ବ୍ୟୋମପ୍ରାଣକୃଷ୍ଣ ପରିଜାଶ୍ରୀନିବାସ ରାମାନୁଜନଉତ୍ତମ ମହାନ୍ତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସମାଜ (ଖବରକାଗଜ)ପାରମିତା ଶତପଥୀନୋବେଲ ପୁରସ୍କାରଯୌଥ ପରିବାରଫ୍ଲେବାଇଟିସବୈଶାଖପଞ୍ଚସଖାମାର୍କଣ୍ଡ ଦାସଶବ୍ଦ (ପଦ)ରମାକାନ୍ତ ରଥଶାରଳା ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୋଣାର୍କ ସୂର୍ଯ୍ୟ ମନ୍ଦିରତାଜମହଲପୋଟାସିଅମରାଧାନାଥ ରାୟଗ୍ରୀନଲାଣ୍ଡଓଡ଼ିଆ ଭାଷାବ୍ୟାଙ୍କଗୋକୁଳାନନ୍ଦ ମହାପାତ୍ରଇଣ୍ଟେଲ୍‌ଗଙ୍ଗାଧର ମେହେରସାବିତ୍ରୀ ଓଷାସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଲାଲକୃଷ୍ଣ ଆଡ଼ଭାନୀନଡ଼ିଆ🡆 More