ବିଧାନ ସଭା ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି

ଚାନ୍ଦବାଲି (କ୍ରମିକ ସଂଖ୍ୟା: ୪୭) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚାନ୍ଦବାଲି ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।

ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୫,୯୧୫
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ୟୋମକେଶ ରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କଠାରୁ ୨୪୮୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ରଙ୍କଠାରୁ ୭,୬୧୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଚାନ୍ଦବାଲି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ ନାୟକ ୫୮,୪୬୭ ୪୩.୫୭ -
କଂଗ୍ରେସ ଅମିୟ କୁମାର ମହାପାତ୍ର ୫୦,୮୫୪ ୩୭.୮୯ -
ଭାଜପା ପୂର୍ଣ୍ଣ ଚନ୍ଦ୍ର ପାଣି ୧,୪୭,୮୪ ୧୧.୦୨ -
ସ୍ୱାଧୀନ ସଂଗ୍ରାମ କେଶରୀ ରାଉତ ୬,୦୮୫ ୪.୫୩ -
ସ୍ୱାଧୀନ ବିଶ୍ୱ କେଶରୀ ମହାନ୍ତି ୨,୮୪୭ ୨.୧୨ -
ବସପା ସୂର୍ଯ୍ୟ ରଞ୍ଜନ ମିଶ୍ର ୫୯୫ ୦.୪୪ -
ସ୍ୱାଧୀନ ରବି ନାରାୟଣ ମହାପାତ୍ର ୫୭୧ ୦.୪୩ -
ଭୋଟ ବ୍ୟବଧାନ ୭,୬୧୩ ୫.୬୭* -
ମତଦାନ ହାର ୧,୩୪,୨୨୦ ୬୮.୨୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଶାନ୍ତନୁ କୁମାର ଆଚାର୍ଯ୍ୟମଟର ସାଇକେଲ୨୩ ଅପ୍ରେଲଅର୍ଜୁନ ଗଛଚାଣକ୍ୟରାଣୀ ଲକ୍ଷ୍ମୀବାଈରସୁଣଓଡ଼ିଆ ଲିପିକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜୟ ଜଗନ୍ନାଥବିଧାନ ସଭା ସଭ୍ୟସାରଳା ସମ୍ମାନସୀତାକାନ୍ତ ମହାପାତ୍ରପୁରୁଷୋତ୍ତମ ଦେବଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରାଷ୍ଟ୍ରପତି ଭବନଘର ବାହୁଡ଼ାକାଲିଫର୍ମିଅମରେଭେନ୍‌ସା କଲିଜିଏଟ ସ୍କୁଲ୨୧ଜ୍ଞାନପୀଠ ପୁରସ୍କାରଯାଜପୁରଉପେନ୍ଦ୍ର କିଶୋର ଦାସଧର୍ମେନ୍ଦ୍ର ପ୍ରଧାନସୌଭାଗ୍ୟ କୁମାର ମିଶ୍ର୧୫ ଫେବୃଆରୀଚୈତ୍ର ପୂର୍ଣ୍ଣିମାଗୋପବନ୍ଧୁ ଦାସବିଲେଇ୧୨ ଫେବୃଆରୀଶ୍ରୀକାନ୍ତ ସାହୁସମ୍ବାଦ (ଖବରକାଗଜ)ଭୀମ ଭୋଇମନମୋହନ ସାମଲଅନାଦି ଚରଣ ସାହୁ୬୩୩ଭୂମିଜ ଜାତିଶାରଳା ପୁରସ୍କାରମାଟିର ମଣିଷ (ଉପନ୍ୟାସ)ଅଦାଏଲିନା ସାମନ୍ତରାୟମଙ୍ଗଳା ମନ୍ଦିରଉଇକିମିଡ଼ିଆ ଫାଉଣ୍ଡେସନପ୍ରତିଭା ଶତପଥୀରାମଚନ୍ଦ୍ର ବେହେରାରାଶି ଓ ନକ୍ଷତ୍ରଚନ୍ଦ୍ରଗୁପ୍ତଗଙ୍ଗାଧର ମେହେରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା୧୦ ଅଗଷ୍ଟପଟ୍ଟଚିତ୍ରବିଅରଦାସକାଠିଆଓଡ଼ିଆ ସାହିତ୍ୟଲବଙ୍ଗସମୁଦ୍ରସାଦୃଶ୍ୟକାଳିନ୍ଦୀ ଚରଣ ପାଣିଗ୍ରାହୀଏଡା ଲଭ୍‌ଲେସ୍‌ବୀଜାଣୁମହେନ୍ଦ୍ରଗିରି୨୪ ଅପ୍ରେଲହେଲୋ ନେଟୱର୍କଅଂଶୁପା ହ୍ରଦଗୋପାଳ ଚନ୍ଦ୍ର ପ୍ରହରାଜବିଦୁସ୍ମିତାହାଡ଼ଫୁଟିବି. ଆର. ଆମ୍ବେଦକରଖୋର୍ଦ୍ଧା ଜିଲ୍ଲାବାସନ୍ତୀ🡆 More