ନୀଳମଣି ରାଉତରାୟ: ଓଡ଼ିଆ ରାଜନୀତିଜ୍ଞ

ନୀଳମଣି ରାଉତରାୟ (୨୪ ମଇ ୧୯୨୦ - ୪ ଅକ୍ଟୋବର ୨୦୦୪) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୭୭ଠାରୁ ୧୯୮୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।

ନୀଳମଣି ରାଉତରାୟ
ନୀଳମଣି ରାଉତରାୟ: ଓଡ଼ିଆ ରାଜନୀତିଜ୍ଞ
ପରିବେଶ ଓ ଜଙ୍ଗଲ ବିଭାଗୀୟ କେନ୍ଦ୍ରମନ୍ତ୍ରୀ
କାର୍ଯ୍ୟକାଳ
୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦
ପ୍ରଧାନ ମନ୍ତ୍ରୀବିଶ୍ୱନାଥ ପ୍ରତାପ ସିଂହ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୬ ଜୁନ ୧୯୭୭ – ୧୭ ଫେବୃଆରୀ ୧୯୮୦
ପୂର୍ବ ଅଧିକାରୀବିନାୟକ ଆଚାର୍ଯ୍ୟ
ପର ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-05-24)୨୪ ମଇ ୧୯୨୦
ମୁକୁନ୍ଦପୁର, ବାଲେଶ୍ୱର ଜିଲ୍ଲା
ମୃତ୍ୟୁ୪ ଅକ୍ଟୋବର ୨୦୦୪(2004-10-04) (ବୟସ ୮୪)
କଟକ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ,
ଉତ୍କଳ କଂଗ୍ରେସ,
ଭାରତୀୟ ଲୋକଦଳ
ଜୀବନ ସାଥୀନଳିନୀଦେବୀ ରାଉତରାୟ
ସମ୍ପର୍କବିଷ୍ଣୁବ୍ରତ ରାଉତରାୟ (ନାତି)
ସନ୍ତାନବିଜୟଶ୍ରୀ ରାଉତରାୟ

ସେ କେନ୍ଦ୍ରରେ ପ୍ରଥମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ବିଶ୍ୱନାଥ ପ୍ରତାପ ସିଂହଙ୍କ ନେତୃତ୍ୱାଧୀନ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ । ୪ ଅକ୍ଟୋବର ୨୦୦୪ରେ ତାଙ୍କର ଦେହାନ୍ତ ହୋଇଥିଲା ।

ରାଜନୈତିକ ଜୀବନ

୧୯୬୭ରୁ ୧୯୭୦ ପର୍ଯ୍ୟନ୍ତ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ପରେ ସେ ଉତ୍କଳ କଂଗ୍ରେସରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ । ଏହାପରେ ସେ ଭାରତୀୟ ଲୋକଦଳରେ ଯୋଗଦାନ କରି ଏହାର ରାଜ୍ୟ ଶାଖା ସଭାପତି ହୋଇଥିଲେ । ସେ ୧୯୮୯ ମସିହାରେ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।

ରଚନାବଳୀ

  • ସ୍ମୃତି ଓ ଅନୁଭୁତି (୧୯୮୬): ଆତ୍ମଜୀବନି

ଆଧାର

Preceded by
ବିନାୟକ ଆଚାର୍ଯ୍ୟ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୨୬ ଜୁନ ୧୯୭୭ –୧୭ ଫେବୃଆରୀ ୧୯୮୦
Succeeded by
ଜାନକୀ ବଲ୍ଲଭ ପଟ୍ଟନାୟକ

Tags:

🔥 Trending searches on Wiki ଓଡ଼ିଆ:

କଟକସମ୍ବଲପୁରଓଡ଼ିଶାସ୍ନେହସାରସାରଳା ସମ୍ମାନୱିଲିଅମ ସେକ୍ସପିଅରପଟ୍ଟଚିତ୍ରଓଡ଼ିଆ ଭାଷାଦଶାବତାରକଲମ୍ବିଆଭାଷାଗୋପୀନାଥ ମହାନ୍ତିଆଲବର୍ଟ ଆଇନଷ୍ଟାଇନବ୍ୟଞ୍ଜନ ବର୍ଣ୍ଣଭଗବତ ଗୀତାଭାରତର ପ୍ରଧାନମନ୍ତ୍ରୀଜର୍ଜ କ୍ୟାଣ୍ଟରଗୋଦାବରୀଶ ମିଶ୍ରବେଲଉଇକିମିଡ଼ିଆ ମୁଭମେଣ୍ଟ୧୫ ଫେବୃଆରୀଚିନ୍ତାମଣି ମହାନ୍ତିହରେକୃଷ୍ଣ ମହତାବକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋପାଳ ଚନ୍ଦ୍ର ପ୍ରହରାଜଚନ୍ଦ୍ରଶେଖର ରଥଚେରୋ ଜାତିକାଳୀଚରଣ ପଟ୍ଟନାୟକକାଳିନ୍ଦୀ ଚରଣ ପାଣିଗ୍ରାହୀଗୌତମ ବୁଦ୍ଧଜୀଜାଜୀ ଛତ୍ ପର୍ ହେଁଆଜାଦ ହିନ୍ଦ୍ ଫୌଜସାଇକେଲରାମାୟଣଏଡା ଲଭ୍‌ଲେସ୍‌ବିଜ୍ଞାନବୈଷ୍ଣବ ପାଣିଭାରତହେନା ଫୁଲବାଘଗଣେଶ୍ୱର ବେହେରାଚନ୍ଦ୍ରଶେଖର ଆଜାଦୱାଟରଲୁ ଯୁଦ୍ଧଓଡ଼ିଶାର ମାପ ବ୍ୟବସ୍ଥାଓଡ଼ିଶା ବିଧାନ ସଭାଅନ୍ନଦା ଶଙ୍କର ରାୟମାୟାଧର ମାନସିଂହଜହ୍ନପଠାଣି ସାମନ୍ତପ୍ରଦୀପ କୁମାର ପାଣିଗ୍ରାହୀଛାନ୍ଦପରିସଂଖ୍ୟାନୟୁରୋପଆଖୁଆଚାର୍ଯ୍ୟ ହରିହରଓଡ଼ିଆ କାବ୍ୟ କବିତାତାରାତାରିଣୀ ମନ୍ଦିରକିଶୋରୀ ଚରଣ ଦାସକୁଜିବର ପ‌ତ୍ରଜବାହରଲାଲ ନେହେରୁଓଡ଼ିଶା ପ୍ରିମିଅର ଲିଗଯୁକ୍ତରାଷ୍ଟ୍ର ଆମେରିକାଶାନ୍ତନୁ କୁମାର ଆଚାର୍ଯ୍ୟ🡆 More