ଚକ୍ରଧର ବେହେରା: ଓଡ଼ିଆ ରାଜନୀତିଜ୍ଞ

ଚକ୍ରଧର ବେହେରା (୧୬ ଜୁଲାଇ ୧୮୯୪ - ୧ ଜାନୁଆରୀ ୧୯୭୩), ଲୋକପ୍ରିୟ ବିପ୍ଲବୀ ଭାବରେ ପରିଚିତ। ସେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ଓ କବି ଥିଲେ । ସେ ବ୍ରିଟିଶ ସରକାର ଓ କନିକା ରାଜାଙ୍କ ମିଳିତ ଶକ୍ତି ବିରୋଧରେ ହେଇଥିବା ଚାଷୀ ବିଦ୍ରୋହର ମୁଖ୍ୟ ନାୟକ ଥିଲେ। ସେ ମଧ୍ୟ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ।

ଚକ୍ରଧର ବେହେରା
ଚକ୍ରଧର ବେହେରା: ରାଜନୈତିକ ଜୀବନ, ସାହିତ୍ୟ ସର୍ଜନା, ମୃତ୍ୟୁ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀପୂର୍ବ ଭଦ୍ରକ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନନ୍ଦକିଶୋର ଜେନା
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1894-07-16)୧୬ ଜୁଲାଇ ୧୮୯୪
ଆଙ୍କପଡା, ଭଦ୍ରକ
ମୃତ୍ୟୁ୧ ଜାନୁଆରୀ ୧୯୭୩(1973-01-01) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ

ରାଜନୈତିକ ଜୀବନ

ସେ ୧୯୨୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସଦଳରେ ଯୋଗ ଦେଇଥିଲେ । କନିକା ପ୍ରଜାମେଳିରେ ସେ ଅଂଶଗ୍ରହଣ କରିଥିଲେ । ଚକ୍ରଧର ବେହେରା ସ୍ୱାଧୀନତା ପୂର୍ବରୁ ପ୍ରଥମ ଓଡ଼ିଶା ବିଧାନ ସଭାକୁ ପୂର୍ବ ଭଦ୍ରକରୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୩୭ ମସିହାରୁ ୧୯୪୬ ମସିହାଯାଏଁ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୮,୫୬୮ ଖଣ୍ଡ ଭୋଟ ପାଇଥିଲେ । ଏହି ବିଧାନ ସଭାରେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ସାହିତ୍ୟ ସର୍ଜନା

ଚକ୍ରଧର ଜଣେ ବିପ୍ଲବୀ କବି ଭାବରେ ମଧ୍ୟ ପରିଚିତ ଥିଲେ । "ବନ୍ଦୀର ବିଳାପ" ଓ "ଜୟନ୍ତୀ" ନାମରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ ।

ମୃତ୍ୟୁ

ଚକ୍ରଧର ବେହେରା ୧୯୭୩ ମସିହାର ଜାନୁଆରୀ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ । ୯ ଫେବୃଆରୀ ୧୯୭୩ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।

ଆଧାର

Tags:

ଚକ୍ରଧର ବେହେରା ରାଜନୈତିକ ଜୀବନଚକ୍ରଧର ବେହେରା ସାହିତ୍ୟ ସର୍ଜନାଚକ୍ରଧର ବେହେରା ମୃତ୍ୟୁଚକ୍ରଧର ବେହେରା ଆଧାରଚକ୍ରଧର ବେହେରାଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଆଙ୍ଗୋଲାରାଧାରାଣୀ ପଣ୍ଡାଖଜ୍ଜିଆରଶରଧାବାଲିଶ୍ରବଣ ( ରାମାୟଣ ର ଚରିତ୍ର )ଜାପାନୀ ଭାଷାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭାସ୍କୋ ଡା ଗାମା୨୧ଯାଜପୁରଜ୍ଞାନକୋଷଚୈତ୍ରବ୍ରାହ୍ମଣରାୟଗଡ଼ା ରେଳ ଷ୍ଟେସନଭାରତୀୟ ସମ୍ବିଧାନଭାନୁଜୀ ରାଓବଡ଼ିପ୍ରଥମ ବିଶ୍ୱଯୁଦ୍ଧଟିକୋନାଜୋଲଦୋହାକୋଷ ଓ ବୌଦ୍ଧ ଗାନ୧୭୯୫ରଥସୁନନ୍ଦା ଦାସହଂକଂପଇସାବୌଦ୍ଧ ଜିଲ୍ଲାଗୁଗଲ୧ ସେପ୍ଟେମ୍ବରକୃଷ୍ଣଭୁବନେଶ୍ୱର ବେହେରାଜୀବ ବିଜ୍ଞାନଚିକିତ୍ସା ବିଜ୍ଞାନଅଶ୍ୱିନୀ କୁମାର ଘୋଷଜଳ ପ୍ରଦୂଷଣମୁକ୍ତେଶ୍ୱର ଦେଉଳଗଙ୍ଗା ଦଶହରାରେବତୀ (କ୍ଷୁଦ୍ରଗଳ୍ପ)୧୯୮୯ଭୂମିକମ୍ପଗୋଦାବରୀଶ ମହାପାତ୍ରମଙ୍ଗଳା ମନ୍ଦିରବୃହସ୍ପତିମଧୁସୂଦନ ଦାସଖାଦ୍ୟଚୀନଇଷ୍ଟ୍ରାଡେଫାଇଲିନକାମିନୋ ମିଚିମଙ୍ଗଳବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୂରଲୀଧର କୁଅଁରଛବିଳ ମଧୁ ବର୍ଣ୍ଣବୋଧରାମଚନ୍ଦ୍ର ବେହେରାଧରିତ୍ରୀଓଡ଼ିଶାର ତହସିଲ ତାଲିକାସମୟମଣ୍ଡଳଚେକ୍ ଗଣରାଜ୍ୟଗନ୍ଧମାର୍ଦନଔଷଧୀୟ ଗଛଲତାମାନଙ୍କର ତାଲିକାମାଲଟାଦେଉଳଝରି ଉଷ୍ଣପ୍ରସ୍ରବଣସୁଶାନ୍ତ ସିଂହରାଜା ରାମମୋହନ ରାୟଇଂଲଣ୍ଡଅଭିମନ୍ୟୁ ସାମନ୍ତସିଂହାରଶବ୍ଦ (ପଦ)କୁଞ୍ଜବିହାରୀ ତ୍ରିପାଠୀସୌଭାଗ୍ୟ କୁମାର ମିଶ୍ର🡆 More