ଆଲବର୍ଟ ଆଇନଷ୍ଟାଇନ

ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E = m c 2 } ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ ।

ଆଲବର୍ଟ ଆଇନଷ୍ଟାଇନ
ଆଲବର୍ଟ ଆଇନଷ୍ଟାଇନ
୧୯୨୧ରେ ଆଲବର୍ଟ ଆଇନଷ୍ଟାଇନ
ଜନ୍ମ(1879-03-14)୧୪ ମାର୍ଚ୍ଚ ୧୮୭୯
ଉମ୍, ଉର୍ଟମ୍ବର୍ଗ୍, ଜର୍ମାନୀ
ମୃତ୍ୟୁ୧୮ ଅପ୍ରେଲ ୧୯୫୫(1955-04-18) (ବୟସ ୭୬)
ପ୍ରିନ୍ସଟନ, ନ୍ୟୁ ଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା
ଜାତୀୟତା
ଶିକ୍ଷାନୁଷ୍ଠାନ
  • ଇଟିଏଚ୍ ଜୁରିକ୍
  • ଜୁରିକ୍ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧି
ବୈବାହିକ-ସାଥୀ(s)ମିଲେଭା ମାରିକ୍ (୧୯୦୩-୧୯୧୯)
ଏଲିସା ଲୋୱେନ୍ଥାଲ୍, née Einstein, (୧୯୧୯–୧୯୩୬)
ପୁରସ୍କାର
  • ପଦାର୍ଥ ବିଜ୍ଞାନରେ ନୋବେଲ୍ (୧୯୨୧)
  • Matteucci Medal (1921)
  • Copley Medal (1925)
  • Max Planck Medal (1929
  • Time Person of the Century (1999)
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନ
  • Swiss Patent Office (Bern)
  • ଜୁରିକ୍ ବିଶ୍ୱବିଦ୍ୟାଳୟ
  • ଚାର୍ଲସ୍ ବିଶ୍ୱବିଦ୍ୟାଳୟ
  • ଇଟିଏଚ୍ ଜୁରିକ୍
  • ପ୍ରୁସିଆନ୍ ବିଜ୍ଞାନ ଏକାଡେମି
  • କାଇଜର୍ ୱେଲ୍‌ହାମ୍ ଇନ୍‌ଷ୍ଟିଚ୍ୟୁଟ୍
  • ଲେଡେନ୍ ବିଶ୍ୱବିଦ୍ୟାଳୟ
  • ଆଡ୍‌ଭାନ୍‌ସ୍ ଷ୍ଟଡି ଇନ୍‌ଷ୍ଟିଚ୍ୟୁଟ୍
ଡକ୍ଟରୀ ଉପଦେଷ୍ଟାଆଲ୍‌ଫ୍ରେଡ୍ କ୍ଲେନର୍
ଶିକ୍ଷକୀୟ ଉପଦେଷ୍ଟାହେନ୍ରିଚ୍ ଫ୍ରେଡ୍ରିଚ୍ ୱେବର୍
ଜଣାଶୁଣା ଛାତ୍ର
  • ଜି. ଷ୍ଟ୍ରସ୍
  • ନାଥନ୍ ରୋଜେନ୍
  • ଲିଓ ଜିଲାର୍ଡ୍
  • Raziuddin Siddiqui
ଦସ୍ତଖତ
ଆଲବର୍ଟ ଆଇନଷ୍ଟାଇନ

ବାଲ୍ୟକାଳ ଓ ଶିକ୍ଷା

ଆଲବର୍ଟ ଆଇନଷ୍ଟାଇନ 
୧୯୪୮ର ଛବି

ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ। ଆଲବର୍ଟ ୫ ବର୍ଷ ବୟସରେ ଯୋଗ ଦେଲେ Catholic elementary schoolରେ ୩ବର୍ଷ ପାଇଁ ଓ ତା ପରେ ସେ Luitpold Gymnasiumରେ ଯୋଗ ଦେଲେ ସେଥି ସେ primary and secondary ସ୍କୁଲ ଶିକ୍ଷା ପାଇଥିଲେ ।

ବ୍ୟକ୍ତିଗତ ଜୀବନୀ

୧୯୪୬ ମସିହାରେ ଆଇନଷ୍ଟାଇନ Lincoln University,Pennsylvaniaକୁ ଯାତ୍ରା କରିଥିଲେ ଓ ସେଠାରେ ସେ honorary degreeରେ ସମ୍ମାନିତ ହୋଇଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ନେମାଳସଞ୍ଜୁ ଆଉ ସଞ୍ଜନାମହାତ୍ମା ଗାନ୍ଧୀଙ୍କ ପରିବାରକଲମ୍ବିଆବିଅରଭାରତର ପ୍ରଧାନମନ୍ତ୍ରୀଲଣ୍ଡନଓଡ଼ିଆଗୁରୁ ପ୍ରସାଦ ମହାନ୍ତିବଙ୍ଗୋପସାଗରମୃଣାଳ ସେନଓଡ଼ିଶା ସରକାର୧ (ସଂଖ୍ୟା)ଇବାଣ୍ଡ୍ରୋନିକ ଏସିଡଗୌତମ ବୁଦ୍ଧଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଭଦଭଦଳିଆରତ୍ନାକର ଚଇନିପ୍ରୀତି ପାଣିଗ୍ରାହୀପରଶୁରାମରାମାୟଣଓଡ଼ିଆ ଲିପିଯୌନ ସମ୍ଭୋଗଟେସାମୋରେଲିନଗୀତଗୋବିନ୍ଦଚକ୍ରଧର ମହାପାତ୍ରହନୁମାନ ଜୟନ୍ତୀଦାମୋଦର ରାଉତ୧୯୨୦ଉପେନ୍ଦ୍ର କିଶୋର ଦାସଓଡ଼ିଆ କାବ୍ୟ କବିତା୧୨ ଡିସେମ୍ବରମହିଳା ଯୌନାଙ୍ଗ ଛେଦନପକ୍ଷୀମୌଳିକ ସଂଖ୍ୟାପଟ୍ଟଚିତ୍ରଗୁଣନସମାଜ (ଖବରକାଗଜ)ଛ ମାଣ ଆଠ ଗୁଣ୍ଠବିଶ୍ୱଜିତ ଦାସସଙ୍କୀର୍ତ୍ତନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅନ୍ନଦା ଶଙ୍କର ରାୟମାସବୈକୁଣ୍ଠନାଥ ପଟ୍ଟନାୟକଯାଜପୁରପ୍ରଥମାଷ୍ଟମୀଦ୍ୱିତୀୟ ବିଶ୍ୱଯୁଦ୍ଧକୁଜିବର ପ‌ତ୍ରଭାରତୀୟ ସ୍ୱାଧୀନତା ଆନ୍ଦୋଳନମଦର ଟେରେସାଭାରତଓଡ଼ିଶୀରିୟା ସେନପୃଥିବୀଭାରତୀୟ ଦଣ୍ଡ ସଂହିତା, ୧୮୬୦ପରିସଂଖ୍ୟାନଏସିଆ୧ ଫେବୃଆରୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚଉତିଶାଦାସକାଠିଆଉଦୟନାଥ ଷଡ଼ଙ୍ଗୀଗଜଲମୁସଲମାନଭୁବନେଶ୍ୱର ବେହେରା🡆 More