ଖବରକାଗଜ ଧରିତ୍ରୀ: ଦୈନିକ ଓଡ଼ିଆ ସମ୍ବାଦପତ୍ର

ଧରିତ୍ରୀ ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ରାୟଗଡ଼ା, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୧୯୭୪ ନଭେମ୍ବର ୨୪ ତାରିଖର୍ୱ ସମାଜବାଦୀ ସୋସାଇଟି ଧରିତ୍ରୀର ପ୍ରକାଶନ ଆରମ୍ଭ କରିଥିଲା । ୨୦୦୯ ଜାନୁଆରୀ ପହିଲାଠାରୁ ଧରିତ୍ରୀର ଇ-ପେପର ପ୍ରକାଶନ ଆରମ୍ଭ ହୋଇଥିଲା ।

ଧରିତ୍ରୀ
ଖବରକାଗଜ ଧରିତ୍ରୀ: ଦୈନିକ ଓଡ଼ିଆ ସମ୍ବାଦପତ୍ର
ମାଲିକସମାଜବାଦି ସୋସାଇଟି
ପ୍ରତିଷ୍ଠାତାସମାଜବାଦୀ ସୋସାଇଟି
ସମ୍ପାଦକତଥାଗତ ଶତପଥୀ
ପ୍ରତିଷ୍ଠିତ୨୪ ନଭେମ୍ବର ୧୯୭୪
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟdharitir.com

ଏହା ଏକ ୨୦ ପୃଷ୍ଠା ସମ୍ବଳିତ ଖବରକାଗଜ । ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ "ଆଗାମୀ ଆଶା" ଓ ସ୍ୱତନ୍ତ୍ର "ଛୁଟିଦିନ", ସୋମବାର ଦିନ "ଆଇଟି" ଓ "ସ୍ୱାସ୍ଥ୍ୟ ବିଜ୍ଞାନ", ମଙ୍ଗଳବାର ଦିନ "ବିଜିନେଶ୍" ଓ "ନାରୀ" , ବୁଧବାର ଦିନ "ଅଟୋମୋବାଇଲ୍" ଓ "କୃଷି ଜୀବନ", ଗୁରୁବାର ଦିନ "ବିଜିନେଶ୍" ଓ "ବିଚିତ୍ରା", ଶୁକ୍ରବାର ଦିନ "ବିଜିନେଶ୍" ଓ "କ୍ରୀଡ଼ା ଜଗତ" ଏବଂ ଶନିବାର ଦିନ "ପିଲାଙ୍କ ଧରିତ୍ରୀ" ପ୍ରକାଶିତ ହୁଏ । ଏହା ଛଡ଼ା ନିୟମିତ ଭାବେ ସମ୍ପାଦକୀୟ ପୃଷ୍ଠା, "ଆଜିର ରାଶିଫଳ", "କାର୍ଟୁନ୍ କର୍ଣ୍ଣର", "ଢଗଢମାଳି" ପ୍ରଭୃତି ପ୍ରକାଶ ପାଏ । ଏଥି ସହିତ ଶନିବାର ଦିନ ଏକ ପାକ୍ଷିକ କ୍ରୋଡ଼ ପତ୍ରିକା "ସାହିତ୍ୟାୟନ" ପ୍ରକାଶିତ ହୁଏ ।

ଆଧାର

ବାହାର ଆଧାର

Tags:

ଓଡ଼ିଆ ଭାଷାଢେଙ୍କାନାଳବାଲେଶ୍ୱରବ୍ରହ୍ମପୁରଭୁବନେଶ୍ୱରରାୟଗଡ଼ାସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ନୀଳକଣ୍ଠ ଦାସଜ୍ଞାନକୋଷକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବୈକୁଣ୍ଠନାଥ ପଟ୍ଟନାୟକବିଶ୍ୱନାଥ କରବୁଦ୍ଧ ପୂର୍ଣ୍ଣିମା୧୯୩୪ଉତ୍ତମ ମହାନ୍ତିପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ବିଜୟ ମିଶ୍ର୨୮ ଜୁଲାଇକାନ୍ଦଣା ଗୀତମୟୂରଭଞ୍ଜ ଜିଲ୍ଲାଅନୁ ଚୌଧୁରୀ୧୬୮୦ଯୌନ ସମ୍ଭୋଗଅଂଶୁଘାତକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବରଗଛଚିନ୍ତାମଣି ବେହେରାହସ୍ତା (ନକ୍ଷତ୍ର)ସୁରେନ୍ଦ୍ର ମହାନ୍ତିଏକଲବ୍ୟ ପୁରସ୍କାରପ୍ରାଣବନ୍ଧୁ କରତାରାତାରିଣୀ ମନ୍ଦିରସ୍ୱର ବର୍ଣ୍ଣଦୁର୍ଗାଗୁରୁବେଣୁଧର ରାଉତଜାମସେଦଜୀ ଟାଟାବାରବାଟି ଦୁର୍ଗରାଧାଦାମୋଦର ବେଶଅଖିଳ ମୋହନ ପଟ୍ଟନାୟକବ୍ୟଞ୍ଜନ ବର୍ଣ୍ଣଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଜଳବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋବିନ୍ଦ ତ୍ରିପାଠୀଶ୍ରୀକ୍ଷେତ୍ର ଦେବାଦେବୀନିଝୁମ ରାତିର ସାଥୀ (୨୦୧୭)ରାମାନନ୍ଦ ରାୟପ୍ରାଣକୃଷ୍ଣ ପରିଜାଜାଭା (ପ୍ରୋଗ୍ରାମିଂ ଭାଷା)ପୃଥିବୀଭାରତର ଜାତୀୟ ପତାକାନରେନ୍ଦ୍ର ମୋଦୀପୂର୍ବ ଭାଦ୍ରପଦ (ନକ୍ଷତ୍ର)ଏଲୋରା ଗୁମ୍ଫାମହାଭାରତଗୀତ୨୦୧୯ ଭାରତୀୟ ସାଧାରଣ ନିର୍ବାଚନତାରିଣୀ ମନ୍ଦିରନୂଆ ଦିଲ୍ଲୀଭାରତର ପ୍ରଧାନମନ୍ତ୍ରୀନାଗାର୍ଜୁନ ବେଶଚୀନଭାରତୀୟ ସମ୍ବିଧାନପାକ୍ରିଟିନିବରଥଯାତ୍ରାଓଡ଼ିଆ ଭାଗବତଠିଆକିଆ ବେଶପରଶୁରାମଭାରତର ସଂସ୍କୃତି🡆 More