୧୭ଶ ଲୋକ ସଭା

୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କଦ୍ୱାରା ୧୭ତମ ଲୋକ ସଭା ଗଠନ କରାଯାଇଥିଲା । ଭାରତୀୟ ନିର୍ବାଚନ ଆୟୋଗଙ୍କଦ୍ୱାରା ୧୧ ଅପ୍ରେଲ ୨୦୧୯ରୁ ୧୯ ମଇ ୨୦୧୯ ପର୍ଯ୍ୟନ୍ତ ସମଗ୍ର ଭାରତରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦୧୯ ମଇ ୨୩ ତାରିଖ ସକାଳେ ଆନୁଷ୍ଠାନିକ ଭାବେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇଥିଲା।

୧୭ଶ ଲୋକ ସଭା
୧୬ଶ ଲୋକ ସଭା ୧୮ଶ ଲୋକ ସଭା
୧୭ଶ ଲୋକ ସଭା
ସଂସଦ ଭବନ, ସଂସଦ ମାର୍ଗ, ନୂଆ ଦିଲ୍ଲୀ, ଭାରତ
Overview
ସଭାଭାରତୀୟ ସଂସଦ
କାର୍ଯ୍ୟକାଳ୨୪ ମଇ ୨୦୧୯ –
ନିର୍ବାଚନ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ
ସରକାରThird National Democratic Alliance Government
Sovereign
ରାଷ୍ଟ୍ରପତିରାମ ନାଥ କୋଭିନ୍ଦ
ଦ୍ରୌପଦୀ ମୁର୍ମୁ
ଉପରାଷ୍ଟ୍ରପତିM. Venkaiah Naidu
Jagdeep Dhankhar
House of the People
୧୭ଶ ଲୋକ ସଭା
ସଦସ୍ୟଗଣ୫୪୩
Speaker of the Houseଓମ ବିର୍ଲା
Leader of the Houseନରେନ୍ଦ୍ର ମୋଦି
Prime Ministerନରେନ୍ଦ୍ର ମୋଦି
Leader of the Oppositionଖାଲି
୨୬ ମଇ ୨୦୧୪ରୁ
Party controlNational Democratic Alliance

ଓମ୍ ବିର୍ଲା ଗୃହର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ନେତା ପଦ ସୁନିଶ୍ଚିତ କରିବା ପାଇଁ କୌଣସି ଦଳ ପାଖରେ ୧୦ ପ୍ରତିଶତ ଆସନ ନଥିବାରୁ ଏବେ ବିରୋଧୀ ଦଳ ନେତା ନାହାନ୍ତି। ତେବେ ଦ୍ୱିତୀୟ ବୃହତ୍ତମ ଦଳ ଲୋକ ସଭାରେ କଂଗ୍ରେସର ନେତା ହେଉଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।

ସପ୍ତଦଶ ଲୋକ ସଭାରେ ସର୍ବାଧିକ ୧୪ ପ୍ରତିଶତ ମହିଳା ପ୍ରତିନିଧି ରହିଛନ୍ତି। ୨୬୭ ଜଣ ସଦସ୍ୟ ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି | ୨୩୩ ଜଣ ସଦସ୍ୟ (୪୩ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ୪୭୫ ଜଣ ସଦସ୍ୟଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରାଯାଇଛି। ହାରାହାରି ସମ୍ପତ୍ତି ୨୦.୯ କୋଟି ଟଙ୍କା (୨.୬ ନିୟୁତ ଆମେରିକୀୟ ଡଲାର) ଥିଲା। ପାଖାପାଖି ୩୯ ପ୍ରତିଶତ ସଦସ୍ୟ ବୃତ୍ତିଗତ ଭାବେ ରାଜନେତା କିମ୍ବା ସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ବୋଲି ଜଣାପଡିଛି ।

୧୭ଶ ଲୋକ ସଭା
ସପ୍ତଦଶ ଲୋକ ସଭାରେ ଦଳଭିତ୍ତିକ ଆସନ ବଣ୍ଟନ

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି: ଓମ୍ ବିର୍ଲା, ବିଜେପି
  • ଉପ-ବାଚସ୍ପତି: କରିୟା ମୁଣ୍ଡା
  • ଗୃହ ଅଧକ୍ଷ: ନରେନ୍ଦ୍ର ମୋଦି, ବିଜେପି
  • ବିରୋଧୀଦଳ ନେତା: ଖାଲି
  • ସାଧାରଣ ସେକ୍ରେଟେରୀ: ଉତ୍ପଳ କୁମାର ସିଂ

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ଦଳ ଆସନ ସାଂସଦ ଦଳର ନେତା
ଭାରତୀୟ ଜାତୀୟ କଂଗ୍ରେସ TBD TBD
ଭାରତୀୟ ଜନତା ପାର୍ଟି TBD TBD
ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ TBD TBD
ଏ.ଆଇ.ଏ ଡି.ଏମ୍.କେ TBD TBD
ଡି.ଏମ୍.କେ TBD TBD
ଶିବ ସେନା TBD TBD
ତେଲୁଗୁ ଦେଶମ୍ ପାର୍ଟି TBD TBD
ତେଲେଙ୍ଗାନା ରାଷ୍ଟ୍ର ସମିତି TBD TBD
ବିଜୁ ଜନତା ଦଳ TBD TBD
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) TBD TBD
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି TBD TBD
ସମାଜବାଦୀ ପାର୍ଟି TBD TBD
ଲୋକ ଜନ ସମ୍ପର୍କ ପାର୍ଟି TBD TBD
ଆମ୍ ଆଦମୀ ପାର୍ଟି TBD TBD
ଶିରୋମଣି ଅକାଳୀ ଦଳ TBD TBD
ୱାଇଏସ୍ଆର୍ କଂଗ୍ରେସ TBD TBD
ସର୍ବ ଭାରତୀୟ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା TBD TBD
ସ୍ୱାଧୀନ TBD TBD
ରାଷ୍ଟ୍ରୀୟ ଜନତା ଦଳ TBD TBD
ରାଷ୍ଟ୍ରୀୟ ଲୋକ ସମତା ପାର୍ଟି TBD TBD
ଅପନା ଦଳ TBD TBD
ଇଣ୍ଡିଆନ ନେସ୍‌ନାଲ୍ ଲୋକ ଦଳ TBD TBD
ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍ TBD TBD
ଜନତା ଦଳ (ସଂଯୁକ୍ତ) TBD TBD
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା TBD TBD
All India Majlis-e-Ittehadul Muslimeen TBD TBD
ଅଲ୍ଇଣ୍ଡିଆ ଏନ୍.ଆର୍. କଂଗ୍ରସ TBD TBD
ଭାରତୀୟ କମ୍ୟୁନିଷ୍ଟ ପାର୍ଟି TBD TBD
ଜାତୀୟ କନଫରେନ୍ସ TBD TBD
ଜାମ୍ମୁ ଆଣ୍ଡ କାଶ୍ମୀର ପିପୁଲ୍‌ସ୍ ଡେମୋକ୍ରେଟିକ୍ ପାର୍ଟି TBD TBD
ଜନତା ଦଳ (ଧର୍ମ ନିରପେକ୍ଷ) TBD TBD
ନେସ୍‌ନାଲିଷ୍ଟ ଡେମୋକ୍ରିଟିକ୍ ପ୍ରୋଗ୍ରେସିଭ୍ ପାର୍ଟି TBD TBD
ନେସ୍‌ନାଲ୍ ପିପୁଲ୍ସ ପାର୍ଟି TBD TBD
Pattali Makkal Katchi TBD TBD
ରାଷ୍ଟ୍ରୀୟ ଲୋକ ଦଳ TBD TBD
ରିଭୋଲ୍ୟୁସ୍‌ନାରୀ ସୋସିଆଲିଷ୍ଟ ପାର୍ଟି TBD TBD
ସିକ୍କିମ ପ୍ରଜାତାନ୍ତ୍ରିକ ମୋର୍ଚ୍ଚା TBD TBD
ସ୍ୱାଭିମାନୀ ପକ୍ଷ TBD TBD
ଜନ ଅଧିକାର ପାର୍ଟି (ଲୋକତାନ୍ତ୍ରିକ) TBD TBD
Makkal Needhi Maiam TBD TBD
ମନୋନୀତ ଆଂଲୋ ଇଣ୍ଡିଆନ୍ TBD TBD

ଆଧାର

ବାହାର ଆଧାର

Tags:

୧୭ଶ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୭ଶ ଲୋକ ସଭା ଆଧାର୧୭ଶ ଲୋକ ସଭା ବାହାର ଆଧାର୧୭ଶ ଲୋକ ସଭା୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

🔥 Trending searches on Wiki ଓଡ଼ିଆ:

ରାଜନୀତି ବିଜ୍ଞାନ୨୪ ଅପ୍ରେଲପରୀକ୍ଷାଟମ୍ ଖା କାଇହୃଷୀକେଶ ମଲ୍ଲିକହୀରାକୁଦ ବନ୍ଧଶାସ୍ତିଭାରତର ସଂସଦ୧ମ ଓଡ଼ିଶା ବିଧାନ ସଭାତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟମେହମୁଦ ହୁସେନନବକଳେବରମଧୁସୂଦନ ରାଓତରୁଣକାନ୍ତି ମିଶ୍ରଓଡ଼ିଶା ସରକାରଆଇଡେଲାଲିସିବରାଶି ଓ ନକ୍ଷତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଜିମି ୱେଲ୍ସଗଙ୍ଗାଧର ମେହେରତ୍ରିପୁରା ମିଶ୍ର୧୯୬୧ବାଇଶି ପାହାଚଓପନ-ସୋର୍ସ ସଫ୍ଟୱେରସୁଭାଷ ଚନ୍ଦ୍ର ବୋଷ୧୦୫୪ପର୍ଫେନାଜାଇନଆପେଣ୍ଡିସାଇଟିସମାର୍ଚ୍ଚ ୨୧କଳାହାଣ୍ଡି ଜିଲ୍ଲାଦଗ୍ଧଫେବୃଆରୀମହେନ୍ଦ୍ର ସିଂହ ଧୋନିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଷମ କଟକନଅତୁଣ୍ଡୀକବିସୂର୍ଯ୍ୟ ବଳଦେବ ରଥଅର୍ଥଶାସ୍ତ୍ରସମୀର ରଞ୍ଜନ ଦାଶମଙ୍ଗଳୁ ଚରଣ ବିଶ୍ୱାଳସ୍ତନ୍ୟପାୟୀଭଦ୍ରକପ୍ରଣବ ପ୍ରକାଶ ଦାସଭ୍ୟାକୁମ୍ କ୍ଲିନର୍ଜମ୍ମୁ ତୱି ରେଳ ଷ୍ଟେସନଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଶରତ କୁମାର ମହାନ୍ତିଓଡ଼ିଶୀ ସଙ୍ଗୀତଲିମାତିଳ ଚତୁର୍ଥୀଯଦୁମଣି ମହାପାତ୍ରବିରାଟ କୋହଲୀବ୍ୟଞ୍ଜନ ବର୍ଣ୍ଣମହାତ୍ମା ଗାନ୍ଧୀଏ. ପି. ଜେ. ଅବଦୁଲ କଲାମଆଚାର୍ଯ୍ୟ ହରିହରନଇ ଆରପାରିଟ୍ରାପିଜିଅମଭକ୍ତ ଚରଣ ଦାସ (ରାଜନେତା)ରେବତୀ (କ୍ଷୁଦ୍ରଗଳ୍ପ)ଭୂଗୋଳଦାଶରଥି ଦାସପ୍ରଦୀପ କୁମାର ପାଣିଗ୍ରାହୀସ୍ତନମାଲକାନଗିରି ଜିଲ୍ଲାମନମୋହନ ସାମଲଗୌରହରି ଦାସ🡆 More