ବିଶ୍ୱେଶ୍ୱର ଟୁଡୁ: ଭାରତୀୟ ରାଜନୀତିଜ୍ଞ

ବିଶ୍ୱେଶ୍ୱର ଟୁଡ଼ୁ ଜଣେ ଭାରତୀୟ ରାଜନୀତିଜ୍ଞ । ଭାରତର ୧୭ଶ ଲୋକ ସଭାକୁ ସେ ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

ବିଶ୍ୱେଶ୍ୱର ଟୁଡୁ
ବିଶ୍ୱେଶ୍ୱର ଟୁଡୁ
ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ସାଂସଦ
କାର୍ଯ୍ୟକାଳ
୨୦୧୯ – ୨୦୨୪
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-03-28) ୨୮ ମାର୍ଚ୍ଚ ୧୯୬୫ (ବୟସ ୫୯)
ତାଳଚେର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେପି
ଜୀବନ ସାଥୀସୁମିତ୍ରା ଟୁଡ଼ୁ
ବୋଉବୁଡ଼ୁଚୁ ଟୁଡ଼ୁ
ବାପାସୁକୁଳ ଟୁଡ଼ୁ
ଘରଖୁଣ୍ଟାପାଳ, ମୟୂରଭଞ୍ଜ, ଓଡ଼ିଶା
୦୭ ଜୁଲାଇ, ୨୦୨୧ ସୁଦ୍ଧା
ବିଶ୍ୱେଶ୍ୱର ଟୁଡୁ
ସଦସ୍ୟ: ୧୭ଶ ଲୋକ ସଭା
ପୂର୍ବ ଅଧିକାରୀରାମ ଚନ୍ଦ୍ର ହାଁସଦା, ବିଜେଡି
ନିର୍ବାଚନ ମଣ୍ଡଳୀମୟୁରଭଞ୍ଜ
Incumbent
Assumed office
୨୦୧୯
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜେପି
ବାପା/ବୋଉସୁକୁଳ ଟୁଡୁ (ବାପା)
ଘରଖୁଣ୍ଟାପାଳ, ପରମନାଦ, ମୋରାଦ, ମୟୁରଭଞ୍ଜ
ବୃତ୍ତିସମଜସେବୀ, ରାଜନୀତିଜ୍ଞ
୦୩ ଜୁନ, ୨୦୧୯ ସୁଦ୍ଧା
ଆଧାର: [୧]

୨୦୨୧ ମସିହାରେ ସେ ଭାରତ ସରାକାରଙ୍କର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।

ବିଶ୍ୱେଶ୍ୱରଙ୍କର ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାପାଳ ଗ୍ରାମ । ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ଶିକ୍ଷା ଲାଭ କରିଛନ୍ତି । ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ସେ ସରକାରୀ ଚାକିରୀ ଛାଡ଼ି ଦେଇ ରାଜନୀତିରେ ଯୋଗଦେଇଥିଲେ ।

ଆଧାର

Tags:

ବିଜେପିମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୭ଶ ଲୋକ ସଭା୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

🔥 Trending searches on Wiki ଓଡ଼ିଆ:

ପାଣ୍ଟୋପ୍ରାଜୋଲସମୟ (କାଳ)ନନ୍ଦ କିଶୋର ବଳବଲାଙ୍ଗୀରଅସହଯୋଗ ଆନ୍ଦୋଳନବ୍ୟାଙ୍କଗୁଗଲମେଷ (ରାଶି)ବେଦଆକବରଇନ୍ଦ୍ରପରମାଣୁ କ୍ରମାଙ୍କଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୩୧ ମାର୍ଚ୍ଚସୀସାସରୋଜିନୀ ନାଇଡୁ୮ ମାର୍ଚ୍ଚତରୁଣକାନ୍ତି ମିଶ୍ରୟୁ ଟ୍ୟୁବସୌଭାଗ୍ୟ କୁମାର ମିଶ୍ରଲିଓନେଲ୍ ମେସିମଠଗୁଗଲ ମ୍ୟାପ୍ସରାଜକନିକାହାତଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟକଥା (ପତ୍ରିକା)ଓଡ଼ିଶାର ଦୋଳଯାତ୍ରାବୈଜୟନ୍ତ ପଣ୍ଡା୧୦ ନଭେମ୍ବରଜବାହରଲାଲ ନେହେରୁଉଗ୍ର ତାରା ମନ୍ଦିରପରିବାରଭୁବନେଶ୍ୱରସଚ୍ଚିଦାନନ୍ଦ ରାଉତରାୟରବୀନ୍ଦ୍ରନାଥ ଠାକୁରମହାଭାରତଜାକର୍ତାପଣ୍ଡୁ ଓଷାଛବିଳ ମଧୁ ବର୍ଣ୍ଣବୋଧରାଷ୍ଟ୍ରୀୟ ପେନସନ ପ୍ରଣାଳୀସାନ୍ତାଳ ବିଦ୍ରୋହଆମ୍ବେଦକର ଜୟନ୍ତୀରମଣ ପ୍ରଭାବଲୋକ ସଭାପ୍ରଧାନ ପୃଷ୍ଠାଅଚ୍ୟୁତାନନ୍ଦ ଦାସସାରଳା ଦାସଉତ୍କଳ ବ୍ରାହ୍ମଣଚନ୍ଦ୍ରଶେଖର ନନ୍ଦଓଡ଼ିଆ କବି ମାନଙ୍କର ତାଲିକାଖାଦ୍ୟବୁଧବାରକୋଣାର୍କଶୁଚିତ୍ୱବ୍ରାହ୍ମ ସମାଜମିଖାଇଲ ଗୋର୍ବାଚୋଭଲତା ମଙ୍ଗେସକରବ୍ୟଞ୍ଜନ ବର୍ଣ୍ଣପଟ୍ଟନାୟକପ୍ରଧାନମନ୍ତ୍ରୀ ଜନଧନ ଯୋଜନାହେପାଟାଇଟିସଅର୍କ କେଶରୀ ଦେଓମାଟିବିରାଡ଼ି ସାପମୁକୁନ୍ଦ ଦେବwiki.phtml🡆 More