୧୭ଶ ଲୋକ ସଭା

୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କଦ୍ୱାରା ୧୭ତମ ଲୋକ ସଭା ଗଠନ କରାଯାଇଥିଲା । ଭାରତୀୟ ନିର୍ବାଚନ ଆୟୋଗଙ୍କଦ୍ୱାରା ୧୧ ଅପ୍ରେଲ ୨୦୧୯ରୁ ୧୯ ମଇ ୨୦୧୯ ପର୍ଯ୍ୟନ୍ତ ସମଗ୍ର ଭାରତରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦୧୯ ମଇ ୨୩ ତାରିଖ ସକାଳେ ଆନୁଷ୍ଠାନିକ ଭାବେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ସେହିଦିନ ଫଳାଫଳ ପ୍ରକାଶ ପାଇଥିଲା।

୧୭ଶ ଲୋକ ସଭା
୧୬ଶ ଲୋକ ସଭା ୧୮ଶ ଲୋକ ସଭା
୧୭ଶ ଲୋକ ସଭା
ସଂସଦ ଭବନ, ସଂସଦ ମାର୍ଗ, ନୂଆ ଦିଲ୍ଲୀ, ଭାରତ
Overview
ସଭାଭାରତୀୟ ସଂସଦ
କାର୍ଯ୍ୟକାଳ୨୪ ମଇ ୨୦୧୯ –
ନିର୍ବାଚନ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ
ସରକାରThird National Democratic Alliance Government
Sovereign
ରାଷ୍ଟ୍ରପତିରାମ ନାଥ କୋଭିନ୍ଦ
ଦ୍ରୌପଦୀ ମୁର୍ମୁ
ଉପରାଷ୍ଟ୍ରପତିM. Venkaiah Naidu
Jagdeep Dhankhar
House of the People
୧୭ଶ ଲୋକ ସଭା
ସଦସ୍ୟଗଣ୫୪୩
Speaker of the Houseଓମ ବିର୍ଲା
Leader of the Houseନରେନ୍ଦ୍ର ମୋଦି
Prime Ministerନରେନ୍ଦ୍ର ମୋଦି
Leader of the Oppositionଖାଲି
୨୬ ମଇ ୨୦୧୪ରୁ
Party controlNational Democratic Alliance

ଓମ୍ ବିର୍ଲା ଗୃହର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ନେତା ପଦ ସୁନିଶ୍ଚିତ କରିବା ପାଇଁ କୌଣସି ଦଳ ପାଖରେ ୧୦ ପ୍ରତିଶତ ଆସନ ନଥିବାରୁ ଏବେ ବିରୋଧୀ ଦଳ ନେତା ନାହାନ୍ତି। ତେବେ ଦ୍ୱିତୀୟ ବୃହତ୍ତମ ଦଳ ଲୋକ ସଭାରେ କଂଗ୍ରେସର ନେତା ହେଉଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।

ସପ୍ତଦଶ ଲୋକ ସଭାରେ ସର୍ବାଧିକ ୧୪ ପ୍ରତିଶତ ମହିଳା ପ୍ରତିନିଧି ରହିଛନ୍ତି। ୨୬୭ ଜଣ ସଦସ୍ୟ ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି | ୨୩୩ ଜଣ ସଦସ୍ୟ (୪୩ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ୪୭୫ ଜଣ ସଦସ୍ୟଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରାଯାଇଛି। ହାରାହାରି ସମ୍ପତ୍ତି ୨୦.୯ କୋଟି ଟଙ୍କା (୨.୬ ନିୟୁତ ଆମେରିକୀୟ ଡଲାର) ଥିଲା। ପାଖାପାଖି ୩୯ ପ୍ରତିଶତ ସଦସ୍ୟ ବୃତ୍ତିଗତ ଭାବେ ରାଜନେତା କିମ୍ବା ସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ବୋଲି ଜଣାପଡିଛି ।

୧୭ଶ ଲୋକ ସଭା
ସପ୍ତଦଶ ଲୋକ ସଭାରେ ଦଳଭିତ୍ତିକ ଆସନ ବଣ୍ଟନ

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି: ଓମ୍ ବିର୍ଲା, ବିଜେପି
  • ଉପ-ବାଚସ୍ପତି: କରିୟା ମୁଣ୍ଡା
  • ଗୃହ ଅଧକ୍ଷ: ନରେନ୍ଦ୍ର ମୋଦି, ବିଜେପି
  • ବିରୋଧୀଦଳ ନେତା: ଖାଲି
  • ସାଧାରଣ ସେକ୍ରେଟେରୀ: ଉତ୍ପଳ କୁମାର ସିଂ

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

ଦଳ ଆସନ ସାଂସଦ ଦଳର ନେତା
ଭାରତୀୟ ଜାତୀୟ କଂଗ୍ରେସ TBD TBD
ଭାରତୀୟ ଜନତା ପାର୍ଟି TBD TBD
ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ TBD TBD
ଏ.ଆଇ.ଏ ଡି.ଏମ୍.କେ TBD TBD
ଡି.ଏମ୍.କେ TBD TBD
ଶିବ ସେନା TBD TBD
ତେଲୁଗୁ ଦେଶମ୍ ପାର୍ଟି TBD TBD
ତେଲେଙ୍ଗାନା ରାଷ୍ଟ୍ର ସମିତି TBD TBD
ବିଜୁ ଜନତା ଦଳ TBD TBD
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) TBD TBD
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି TBD TBD
ସମାଜବାଦୀ ପାର୍ଟି TBD TBD
ଲୋକ ଜନ ସମ୍ପର୍କ ପାର୍ଟି TBD TBD
ଆମ୍ ଆଦମୀ ପାର୍ଟି TBD TBD
ଶିରୋମଣି ଅକାଳୀ ଦଳ TBD TBD
ୱାଇଏସ୍ଆର୍ କଂଗ୍ରେସ TBD TBD
ସର୍ବ ଭାରତୀୟ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା TBD TBD
ସ୍ୱାଧୀନ TBD TBD
ରାଷ୍ଟ୍ରୀୟ ଜନତା ଦଳ TBD TBD
ରାଷ୍ଟ୍ରୀୟ ଲୋକ ସମତା ପାର୍ଟି TBD TBD
ଅପନା ଦଳ TBD TBD
ଇଣ୍ଡିଆନ ନେସ୍‌ନାଲ୍ ଲୋକ ଦଳ TBD TBD
ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍ TBD TBD
ଜନତା ଦଳ (ସଂଯୁକ୍ତ) TBD TBD
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା TBD TBD
All India Majlis-e-Ittehadul Muslimeen TBD TBD
ଅଲ୍ଇଣ୍ଡିଆ ଏନ୍.ଆର୍. କଂଗ୍ରସ TBD TBD
ଭାରତୀୟ କମ୍ୟୁନିଷ୍ଟ ପାର୍ଟି TBD TBD
ଜାତୀୟ କନଫରେନ୍ସ TBD TBD
ଜାମ୍ମୁ ଆଣ୍ଡ କାଶ୍ମୀର ପିପୁଲ୍‌ସ୍ ଡେମୋକ୍ରେଟିକ୍ ପାର୍ଟି TBD TBD
ଜନତା ଦଳ (ଧର୍ମ ନିରପେକ୍ଷ) TBD TBD
ନେସ୍‌ନାଲିଷ୍ଟ ଡେମୋକ୍ରିଟିକ୍ ପ୍ରୋଗ୍ରେସିଭ୍ ପାର୍ଟି TBD TBD
ନେସ୍‌ନାଲ୍ ପିପୁଲ୍ସ ପାର୍ଟି TBD TBD
Pattali Makkal Katchi TBD TBD
ରାଷ୍ଟ୍ରୀୟ ଲୋକ ଦଳ TBD TBD
ରିଭୋଲ୍ୟୁସ୍‌ନାରୀ ସୋସିଆଲିଷ୍ଟ ପାର୍ଟି TBD TBD
ସିକ୍କିମ ପ୍ରଜାତାନ୍ତ୍ରିକ ମୋର୍ଚ୍ଚା TBD TBD
ସ୍ୱାଭିମାନୀ ପକ୍ଷ TBD TBD
ଜନ ଅଧିକାର ପାର୍ଟି (ଲୋକତାନ୍ତ୍ରିକ) TBD TBD
Makkal Needhi Maiam TBD TBD
ମନୋନୀତ ଆଂଲୋ ଇଣ୍ଡିଆନ୍ TBD TBD

ଆଧାର

ବାହାର ଆଧାର

Tags:

୧୭ଶ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୭ଶ ଲୋକ ସଭା ଆଧାର୧୭ଶ ଲୋକ ସଭା ବାହାର ଆଧାର୧୭ଶ ଲୋକ ସଭା୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

🔥 Trending searches on Wiki ଓଡ଼ିଆ:

ପାରମିତା ଶତପଥୀବୋଡ଼ୋ ଭାଷାଗୋଲୋକ ବିହାରୀ ଧଳ୧୬୬୨ଝାଲ ମୁଢ଼ିଆଲର୍ଜିଗୌତମ ବୁଦ୍ଧପୋଡୋଫାଇଲମ ରେଜିନପକ୍ଷ୧୫୩୩ଭଦ୍ରକାଳୀବୁଧଆର୍ଯ୍ୟଭଟ୍ଟଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରାସନ କାର୍ଡ଼ (ଭାରତ)ତୋ ପାଇଁ ନେବି ମୁଁ ଶହେ ଜନମଅଟିଜିମ୍ ସ୍ପେକ୍ଟ୍ରମକ୍ୟୁ. ଆର. କୋଡ଼ଅବସାଦ୧୪୭୫ସିଲିଗୁଡ଼ିସାବିତ୍ରୀ ଓଷାଖାରବେଳ ସ୍ୱାଇଁଗଣନ ସଂଖ୍ୟାସୁରେନ୍ଦ୍ରନାଥ ଶତପଥୀ୨୩ ମାର୍ଚ୍ଚପ୍ରଧାନମନ୍ତ୍ରୀ ଜନଧନ ଯୋଜନାଅଟିଜିମ୍‌ରାମଚନ୍ଦ୍ର ମିଶ୍ରମହାଦେଶବିଜୁ ପଟ୍ଟନାୟକଭିଏତନାମଓଡ଼ିଆ ସାହିତ୍ୟର ଇତିହାସଭକ୍ତ ଚରଣ ଦାସଓଡ଼ିଆ ନାଟକଯୌନ ସମ୍ଭୋଗରଘୁନାଥ ମୁର୍ମୁପୁରୁଣିନମିତା ଅଗ୍ରୱାଲବଳରାମ ଦାସଅଭିଗମ୍ୟତାନୀଳମାଧବ ମନ୍ଦିରରାଧାସୁନ୍ଦରବନ ଜାତୀୟ ଉଦ୍ୟାନବଙ୍ଗଳା ଭାଷାଭାରତୀୟ ପକ୍ଷୀବଣ୍ଡା ଜନଜାତି୨୦୧୫ଯୁକ୍ତରାଷ୍ଟ୍ର ଆମେରିକାଦାଶରଥି ପଟ୍ଟନାୟକଗ୍ରେଗୋରି ପାଞ୍ଜିଅରବିନ୍ଦ ମୁଦୁଲିଢେଙ୍କାନାଳ ଜିଲ୍ଲାଅକ୍ଷୟ ମହାନ୍ତିଉଇକିମିଡ଼ିଆ ଫାଉଣ୍ଡେସନସଚିନ ତେନ୍ଦୁଲକରତାଜମହଲମହା ଶିବରାତ୍ରିଭୁବନେଶ୍ୱର ବେହେରାଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)୧୮ ମାର୍ଚ୍ଚସଂଯୁକ୍ତା ରାଉତମିହିର ଦାସପ୍ରସନ୍ନ କୁମାର ମିଶ୍ରଉଇକିମିଡ଼ିଆ ମୁଭମେଣ୍ଟକେଶବ କୋଇଲିଇଂରାଜୀ ଭାଷାଭାରତୀୟ ଜାତୀୟ କଂଗ୍ରେସସୀତାକାନ୍ତ ମହାପାତ୍ରରେବତୀ (କ୍ଷୁଦ୍ରଗଳ୍ପ)ନବୀନ ପଟ୍ଟନାୟକଗୌରହରି ଦାସ🡆 More