ମହେଶ ସାହୁ: ଓଡ଼ିଆ ରାଜନୀତିଜ୍ଞ

ମହେଶ ସାହୁ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରୁଦ୍ର ନାରାୟଣ ପାଣିଙ୍କୁ ୩୫,୪୧୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେ ଏହା ପୂର୍ବରୁ ୧୧ଶ, ୧୨ଶ, ୧୩ଶ ଏବଂ ୧୫ଶ ବିଧାନ ସଭାର ସଭ୍ୟ ମଧ୍ୟ ଥିଲେ ।

ମହେଶ ସାହୁ
ମହେଶ ସାହୁ: ଓଡ଼ିଆ ରାଜନୀତିଜ୍ଞ
ସାଂସଦ: ୧୭ଶ ଲୋକ ସଭା
Incumbent
Assumed office
୨୦୧୯
ପୂର୍ବ ଅଧିକାରୀତଥାଗତ ଶତପଥୀ, ବିଜେଡି
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରବି ନାରାୟଣ ପାଣି, ବିଜେଡି
ପର ଅଧିକାରୀମୁକେଶ କୁମାର ପାଲ, ବିଜେଡି
ନିର୍ବାଚନ ମଣ୍ଡଳୀପାଳଲହଡ଼ା
ବିଧାନ ସଭା ସଦସ୍ୟ
କାର୍ଯ୍ୟକାଳ
୧୯୯୫ – ୨୦୦୯
ପର ଅଧିକାରୀବ୍ରଜ କିଶୋର ପ୍ରଧାନ, ବିଜେଡି
ନିର୍ବାଚନ ମଣ୍ଡଳୀତାଳଚେର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-02-10) ୧୦ ଫେବୃଆରୀ ୧୯୬୧ (ବୟସ ୬୩)
ଅନୁଗୁଳ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜେପି
ଜୀବନ ସାଥୀନନ୍ଦିତା ବେହେରା
ବାପା/ବୋଉନବଘନ ସାହୁ (ବାପା)
ଘରବ୍ରାହ୍ମଣ ଶାସନ, ତାଳଚେର ସହର, ଅନୁଗୁଳ
ବୃତ୍ତିରାଜନୀତିଜ୍ଞ, ସମାଜସେବୀ

ରାଜନୈତିକ ଜୀବନ

ମହେଶ ଭାରତୀୟ ଜନତା ପାର୍ଟି ତରଫରୁ ୧୯୯୫ରୁ ୨୦୦୪ ବିଧାନ ସଭା ନିର୍ବାଚନ ପର୍ଯ୍ୟନ୍ତ ତାଳଚେର ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇଆସିଥିଲେ । ସେ ୧୧ଶ, ୧୨ଶ ଏବଂ ୧୩ଶ ବିଧାନ ସଭାର ସଭ୍ୟ ହୋଇଥିଲେ । ୨୦୧୪ ମସିହା ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ପାଳଲହଡ଼ା ଆସନରୁ ୧୫ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ, ତଥାଗତ ଶତପଥୀ ସାମ୍ବାଦିକତାରେ କାମ କରିବାକୁ ମନୋନିବେଶ କରି ରାଜନୀତି ଜୀବନରୁ ସନ୍ନ୍ୟାସ ଗ୍ରହଣ କରିଥିଲେ । ଏହି ଆସନରୁ ମହେଶଙ୍କୁ ଲୋକ ସଭା ପାଇଁ ବିଜେଡି ତରଫରୁ ଛିଡା କରାଯାଇଥିଲା । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର

Tags:

ଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳବିଜେପି୧୩ଶ ଓଡ଼ିଶା ବିଧାନ ସଭା୧୭ଶ ଲୋକ ସଭା୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

🔥 Trending searches on Wiki ଓଡ଼ିଆ:

ହୃଷୀକେଶ ମଲ୍ଲିକବିରାଟ କୋହଲୀଭୁବନେଶ୍ୱରଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଜୟୀରାମ ସାମଲଷଡ଼ଭୁଜଯାଯାବର (୧୯୭୫ର କଥାଚିତ୍ର)ଡାଲଖାଇଅଶୋକ (ସମ୍ରାଟ)Pimecrolimusକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପୃଥ୍ୱୀରାଜ ଚୌହାନକୌଶଲ୍ୟା ବନ୍ଧଜଳ ପ୍ରଦୂଷଣଚିଲିକା ହ୍ରଦସଂଘମିତ୍ରା ମିଶ୍ର୩୧ ମାର୍ଚ୍ଚ୨୨ ମାର୍ଚ୍ଚ୨୧କରୁଣାକର କରଭୀମ ଭୋଇଶିଶୁ ଅନନ୍ତ ଦାସମାନବ ଅଧିକାରର ସାର୍ବଜନୀନ ଘୋଷଣାଲୋରାଟାଡାଇନମେଲାଟୋନିନସାନ୍ତାଳ ବିଦ୍ରୋହଉଇକିମିଡ଼ିଆ ମୁଭମେଣ୍ଟ୧୪୦୧ଚୈତନ୍ୟଗୁରୁ ପ୍ରସାଦ ମହାନ୍ତିଭାରତୀୟ ଭୋଜନଅମୃତ ଫଳଅମାବାସ୍ୟାର ଚନ୍ଦ୍ରସିପାହୀ ବିଦ୍ରୋହକ୍ଷୀରଓଡ଼ିଆ ସାହିତ୍ୟପୁଷ୍ଟିସାରସୌଭାଗ୍ୟ କୁମାର ମିଶ୍ରସମ୍ବିତ ରାଉତରାୟକନଫୁସିଅସବାଦବ୍ରତପାଇଥନ୍ (ପ୍ରୋଗ୍ରାମିଂ ଭାଷା)୧୬ ମାର୍ଚ୍ଚବଳରାମ ଦାସକୁଷ୍ଠଉଗ୍ର ତାରା ମନ୍ଦିରହୋଲିମିଶେଲ ଓବାମାଚୈତ୍ରଅଚ୍ୟୁତ ସାମନ୍ତବିଶ୍ୱନାଥ କରମଙ୍ଗଳା ମନ୍ଦିରଦାମୋଦର ରାଉତପୂର୍ଣ୍ଣଚନ୍ଦ୍ର ସ୍ୱାଇଁମନମୋହନ ସାମଲଲକ୍ଷ୍ମୀନାରାୟଣ ସାହୁବ୍ୟଞ୍ଜନ ବର୍ଣ୍ଣଇଷ୍ଟ ଇଣ୍ଡିଆ କମ୍ପାନୀଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଟାଟା ମୋଟରସଶ୍ୱେତସାରରାଜ୍ୟ ସଭାଗାୟତ୍ରୀ ସରାଫମାଳିକାପାରଦସରୋଜିନୀ ନାଇଡୁହେପାଟାଇଟିସଓଡ଼ିଶା ବିଧାନ ସଭା🡆 More